ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ବାତିଲ କଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର,୭/୪(ଏସ୍ଏସ୍ନିୟୁଜ) ରାଜ୍ୟରେ ବନ୍ଦ ରହିବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା । ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତିକୁ ଦେଖି ଏହି ଦୁଇଟି ଶ୍ରେଣୀ ଗୃହ ପାଠପଢ଼ା ତୁରନ୍ତ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗନେଇଛି ଏହି ନିଷ୍ପତ୍ତି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ। ଦୈନିକ ସଂକ୍ରମଣ ହାର ଦୈନିକ ବଢୁଥିବାବେଳେ ଏହି ପରିସ୍ଥିତିରେ କ୍ଲାସ୍ ହେଲେ ପିଲାମାନେ ସଂକ୍ରମିତ ହେବାର ଭୟ ରହିଥିବାରୁ ଆସନ୍ତା ୩୦ ତାରିଖ ଯାଏଁ […]