ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର
ବାରଙ୍ଗ,୬/୪(ଏସ୍ଏସ୍ନିୟୁଜ) ଯୋଗଦେଇଥିଲେ ୨ମାସ ତଳେ ।କିନ୍ତୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ।ବାରଙ୍ଗ ବାଲିଘାଟ ନିଲାମଧାରୀଙ୍କ ମୁଖ୍ୟ ସହଯୋଗୀ ବୋଲାଉଥିବା ସୁକାନ୍ତ ମୁଦୁଲିନାମକ ବ୍ୟକ୍ତଙ୍କଠାରୁ ।୧ଲକ୍ଷ୭ହାଜରେ ଟଙ୍କା ନେଇ ଯାଉଥିବାବେଳେ କଟକଭିଜିଲାନ୍ସ ହାତରେ ଧରାପଡିଥିଲେ ।ନେଉଥିବା ଟଙ୍କାର ସଠିକ ହିସାବ ଦେଖାଇପାରିନଥିବାରୁ ଉକ୍ତଟଙ୍କାକୁ ଭିଜିଲାନ୍ସ ଜବତ କରିଥିୃଲେ । ପ୍ରକାସ ଯେ,ମଙ୍ଗଳବାର ଅପରାହ୍ନରେ ବାଲିଘାଟ ନିଲାମଧାରୀଙ୍କ ମୁଖ୍ୟ ସହଯୋଗୀଙ୍କଠାରୁ ୧ଲକ୍ଷ୭ହାଜରେ ଟଙ୍କା ନେଇ ତାଙ୍କ ଗାଡିଯୋଗେ ଘର ଅଭିମୁଖେ ଫେରୁଥିଲେ ।ଏହିସମୟରେ କଟକ […]