Browsing yearly archive

2021

ଓଡିଶାରେ ହେବନି ଦିନକର୍ଫ୍ୟୁ, ସ୍ପଷ୍ଟ କଲେ ଏସଆରସି

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) ଏବେ ରାଜ୍ୟରେ ଏବେ ଦିନକର୍ଫ୍ୟୁ ଲାଗୁ ହେବାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି । କୋଭିଡ ସ୍ଥିତି ଉପରେ ସରକାର ସତର୍କ ଦୃଷ୍ଟି ରଖିଥିବାବେଳେ କରୋନା ସ୍ଥିତି ଏବେ ଓଡିଶାରେ ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ଦିନକର୍ଫ୍ୟୁର ଆବଶ୍ୟକତା ନାହିଁ । କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଏସଆରସି ।

ପରିସ୍ଥିତି ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) ଆଜି ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ପୁଲିସ ମୁଖ୍ୟାଳୟ ପରିଦର୍ଶନ ସହ ପରିସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ମାଓବାଦୀ ବିପଦକୁ ସଫଳତାର ସହ ମୁକାବିଲା କରିଥିବାରୁ ପ୍ରଶଂସା କରି ବା ସହ ଛନ୍ତି ହିଂସା ମାର୍ଗ ଛାଡି ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ଏହି ଅଞ୍ଚଳର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ସେ ପୁଣି ଥରେ ମାଓବାଦୀ କ୍ୟାଡରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ […]

ଏଥର ବିନା ଦର୍ଶକରେ ଆଇପିଏଲ୍

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇ ଥିବା ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲାଙ୍କ ସୂଚନା ଦେଇଛନ୍ତି। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କତା ମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ଆଇପିଏଲ୍ ମ୍ୟାଚ ଖେଳାଯିବା ପାଇଁ ଆୟୋଜନ ହେବ। ଖେଳାଳୀଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ପ୍ରକାଶ କହିଛନ୍ତି। […]

ଆଜିର ଅନୁଚିନ୍ତା

➡️ଜୀବନ ହେଉଛି ଏକ ଯାତ୍ରା ହେଲେ ଏ ଯାତ୍ରାର ଗନ୍ତବ୍ୟ ସ୍ଥଳ ଆଗରୁ ସ୍ଥିର ହେଇନଥାଏ, ଯାଉ ଯାଉ ସ୍ଥିର କରିବାକୁ ପଡିଥାଏ ତେଣୁ ଜୀବନରେ ଖୁସି ବାଣ୍ଟି ଚଲାନ୍ତୁ ନିଶ୍ଚୟ ଖୁସିରେ ରହିବେ ! ➡️ଯୌବନରେ କାଉ ମଧ୍ୟ ସୁନ୍ଦରୀ ଦିଶେ, ଶ୍ରାବଣରେ ନଦୀ ମଧ୍ୟ କୁମାରୀ ବୋଲାଏ, କ୍ଷମତାରେ ଥିଲେ ନେତା ମାନଙ୍କର ମିଛ କଥା ମଧ୍ୟ ଅମୃତ ବାଣୀ ଆଉ ଧନ-ସମ୍ପତ୍ତି ଥିଲେ ମୂର୍ଖ ମଧ୍ୟ ଜ୍ଞାନୀ ! ➡️କେବେ ଏମିତି କୌଣସି […]

ଆଜିର ରାଶିଫଳ

ମେଷ:-ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ […]

ବିମସି ପରେ ସିଏମସି ଲାଗୁ କଲା କଟକଣା

କଟକ ,୩/୪(ଏସ୍‌ଏସ୍‌ନିୟୁଜ) ବିମସି ପରେ ସିଏମସି ଲାଗୁ କଲା କଟକଣା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କୋଭିଡ୍ ସଂକ୍ରମମଣ ବୃଦ୍ଧି ଦୃଷ୍ଟିରୁ କଟକ ମୁନିସପାଲଟି କର୍ପୋରେସନ ଆଜି ଆଣିଛି ନୂତନ ଗାଇଡ଼ ଲାଇନ। ଆସନ୍ତା ୬ ରୁ ଲାଗୁହେବ ଏହି କଟକଣା। ଏଥର ବିବାହ ଉତ୍ସବ ରେ ଯୋଗଦେଇ ପାରିବେ ମାତ୍ର ୧୦୦ ଜଣ। ସେହିପରି ଶୁଦ୍ଧି କାର୍ଯ୍ୟରେ ୫୦ଜଣଙ୍କୁ ଉପସ୍ଥିତ […]

ଲୁଟିଲେ ଟଙ୍କା ,ଦେଲେ ପାର୍ସଲ ଫଟୋ

ଚୈାଦ୍ୱାର,୩/୪(ଏସ୍‌ଏସ୍‌ନିୟୁଜ) ପ୍ରଲୋଭନରେ ପଡି ଠକାମିର ଶିକାର ହେଲେ ଯୁବକ । ପାଠଶାଠ ପଢି ଫଟୋଗ୍ରାଫି କୁ ପେଶା ଓ ନିଶା କରି ନିଜ ଗୁଜରାଣ ମେଂଟାଉଥିବା ଯୁବକ ହେଉଛନ୍ତି ଚୈାଦ୍ୱାର କୟଳପଡା ଗ୍ରାମର ଦେବେନ୍ଦ୍ରସ୍ୱାଇଁ(୨୬) । ସେ ଏକ ବିଜ୍ଞାପନକୁ ଆଧାର କରି ଓଏଲଏକ୍ସରେ ଏକ ପୁରୁଣା କ୍ୟାମେରା କିଣିବା ପାଇଁ ଯୋଗଯୋଗ କରିଥିଲେ । ବିଜ୍ଞାପନ ଦେଇଥିବା ବ୍ୟକ୍ତି ଙ୍କ ସହ କଥା ହୋଇ କ୍ୟାମେରାର ମୁଲ୍ୟ ୨୪ହଜାରେ ଟଙ୍କା ଛିଣ୍ଡାଇଥିଲେ । ଏହାପରେ ଅଗ୍ରିମ […]

୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର,୩/୪(ଏସଏସନିୟୁଜ)କରୋନା ସଂକ୍ରାମଣ ଦିନକୁ ଦିନ ବଢୁଥିବାବେଳେ ଓଡିଶାର ୧୦ଟି ଜିଲ୍ଲାରେ ଲାଗୁହୋଇଛି ନାଇଟ କର୍ଫ୍ୟୁ ।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଏବଂ ସଂକ୍ରମଣକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର କଟକଣା ଜାରି କରିଛନ୍ତି ରାଜ୍ୟସରକାର ।ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ ଜିଲ୍ଲାର ନାଇଟ୍ କର୍ଫ୍ୟୁ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବୋଲାଙ୍ଗୀର, ନୁଆପଡା, କାଲାହାଣ୍ଡି,ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ।ଏହି ଜିଲ୍ଲାରେ ରାତି୧୦ରୁ ସକାଳ୫ପର୍ଯ୍ୟନ୍ତ ନାଇଟକର୍ଫ୍ୟୁର ନିର୍ଦ୍ଦେଶନାମା ଜାରି ହୋଇଛି । ଆସନ୍ତା ୫ତାରିଖଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁହେବ […]

ଆରମ୍ଭ ହେଲା ପରମେଶ୍ୱରଙ୍କ ପଂଚୁଦୋଳମେଳନ

ବାରଙ୍ଗ,୩/୪(ଏସଏସନିୟୁଜ)ଦାରୁଠେଙ୍ଗରେ ପରମେଶ୍ୱରଙ୍କ ପଂଚୁଦୋଳମେଳନ ହେବ ।ଘରେଘରେ ବନ୍ଧୁବାନ୍ଧବମାନଙ୍କର ଭୀଡ ଲାଗିବ ।ସୁସ୍ୱାଦଖାଦ୍ୟ ତିଆରି ହେବ ।ରାତିପାହିବା ପର୍ଯ୍ୟନ୍ତ ସାତସାହି ବୁଲିବ ମେଳନ । ରାତି ଉଜାଗର ହୋଇ ଗ୍ରାମବାସୀମାନେ ଏହି ଅପରୁପ ଦୃଶ୍ୟକୁ ଦେଖିବେ ।ବାଜା,ବାଣ,ଘଂଟ,ଘଂଟାଆଦି ରୋଶନୀର ପଟୁଆର ଧରି ଝୁଲିଝୁଲି ପଛରେ ସୁସଜ୍ଜିତ ବିମାନରେ ଆସୁଥିବେ ପରମେଶ୍ୱର ଓ ତାଙ୍କ ସହ ଋାଧାକ୍ରିଷ୍ନ ,ଗୋପାଳଜ୍ୟୁ, ଚନ୍ଦ୍ରଶେଖର ଓ କଂଟାବାଡର ଗୋପିନାଥଦେବ ।ବିଭିର୍ଣ ସାହି ତରଫରୁ ଏହି ମେଳନକୁ ଅଧିକ ଆକର୍ଷଣୀୟ କରିବାପାଇଁଗ୍ରାମର ଯୁବକମାନେ ବେଶ ଆଗରୁ […]

୨୪ ଘଂଟାରେ ରାଜ୍ୟରେ ୪୫୨ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୩/୪(ଏସଏସନିୟୁଜ) ରାଜ୍ୟରେ ୨୪ଘଂଟା ଭିତରେ ନୂଆ ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୬୭ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୭୭ଜଣ, ସମ୍ବଲପୁରରୁ ୧୦ଜଣ, କଟକରୁ ୨୬, କଳାହାଣ୍ଡିରୁ ୨୯ , ନୂଆପଡ଼ାରୁ ୭୧ , ବଲାଙ୍ଗିରରୁ ୧୫ , ଝାରସୁଗୁଡ଼ାରୁ ୧୭, , ବରଗଡ଼ରୁ ୧୯ , ସୁନ୍ଦରଗଡ଼ରୁ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ଆକ୍ରାନ୍ତ […]