Browsing yearly archive

2021

ଆଜିର ରାଶିଫଳ

ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]

ରାଜଧାନୀରୁ ୩୨ଚିହ୍ନଟ , ଘେରୋଇକଲେଜ ହେଲା ସିଲ

ଭୁବନେଶ୍ୱର,୨୯/୩(ଏସଏସନିୟୁଜ) ରାଜଧାନୀ  ଭୁୁବନେଶ୍ୱର ଚିନ୍ତା ବଢାଇବାକୁ ଯାଉଛି  । ଗତ ୨୪ ଘଣ୍ଟା ଭିତରେ ରାଜଧାନୀର ବିଭିନ୍ନ ଅଂଚଳରୁ ମୋଟ ୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାର ବିଏମସି ର ରିପୋର୍ଟରୁ ଜଣାପଡିଛି । ଚନ୍ଦ୍ରଶେଖରପୁର, ଗଜପତି ନଗର, ଝାରପଡା ରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ  ବିଏମସି ରିପୋର୍ଟ ଅନୁଯାୟୀ ୧୦ ଜଣ ଆକ୍ରାନ୍ତ […]

ଲୋକଙ୍କୁ ଦେଲେନାହିଁ,ଛୁଟିଦିନରେ ପୋତିଲେ

ବରୀ,୨୯/୩(ଏସ୍‌ଏସ୍ନିୟୁଜ)ସାଧାରଣ ଲୋକଙ୍କ ହିତ ପାଇଁ କିଭଳି ସରକାରୀବାବୁମାନେ କାର୍ଯ୍ୟ କରୁଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ସୋମବାରଦିନ ବରୀବ୍ଲକ ପରିସରରେ ଦେଖିବାକୁ ମିଳିଥିଲା ।ଆଜି ସରକାରୀ ଛୁଟିଥିବାବେଳେ ୭/୮ତଳେ ଗଛିତ ଥିବା ସୁଖିଲା ଖାଦ୍ୟକୁ ବ୍ଲକ ପଛପଟ ଗାଡିଆରେ ପୋତାଯାଇଥିଲା ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,ଲୋକମାନଙ୍କ ପାଇଁ ଆସିଥିବା ଚୁଡ଼ା , ଗୁଡ଼ ଆଦି ଶୁଖିଲା ଖାଦ୍ୟକୁ ବନ୍ୟା ସମୟରେ ବଂଟାନହୋଇ କାହିଁକି ଗଛିତ ରଖାଯାଇଥିଲା ।ଏହାପରେ ଛୁଟିଦିନ ଦେଖି କାହିଁକି ଏହାକୁ ଗାଡିଆରେ ପୋତାଯିବା ଘଟଣା […]

ନିଲମ୍ବିତ ହେଲେ ଶରତ ଥାନା ଓଆଇସି

ମୟୂରଭଞ୍ଜ,୨୯/୩(ଏସଏସନିୟୁଜ) ମୟୂରଭଞ୍ଜ ଜିଲ୍ଲାର ଶରତ ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ରେନା ବାକ୍ସଲଙ୍କୁ ଅସଦାଚରଣ ଏବଂ କର୍ତ୍ତବ୍ୟ ଅବମାନନା ଅଭିଯୋଗରେ ଜିଲ୍ଲା ଏସପି ମାର୍ଚ୍ଚ ୨୮ ରେ ନିଲମ୍ବିତ କରିଛନ୍ତି। ରବିବାର ଦିନ ସକାଳେ ସରାଟ ପୋଲିସ ଷ୍ଟେସନ ଅଞ୍ଚଳରେ ହେଲମେଟ ଯାଞ୍ଚ ଚାଲିଥି ବାବେଳେଗୁରୁବାରୀ ବିରୁଲି ନାମକ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀ ବିକ୍ରମ ବିରୁଲିଙ୍କ ସହ ମୋଟରସାଇକେଲରେ ନୋଟା ପଞ୍ଚାୟତରୁ ଉଦଲା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯାଉଥିଲେ।ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ […]

ଆଜିର ଅନୁଚିନ୍ତା

ସନ୍ଦେହର କୌଣସି ଚିକିତ୍ସା ନାହିଁ, ଚରିତ୍ରର କୌଣସି ପ୍ରମାଣ ନାହିଁ, ମୌନ ରହିବା ଠାରୁ କୌଣସି ଭଲ ପ୍ରୟାସ ନାହିଁ ଆଉ ଶବ୍ଦ ଠାରୁ କଡା ବାଣୀ କିଛି ନାହିଁ । ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା କରି ନ ଥାଏ । ଏହା ନିଶ୍ଚୟ ପରୀକ୍ଷା କରି ନିଅନ୍ତୁ ଯେ ଜୀବନରେ ଯେଉଁ ଲୋକମାନେ ଆପଣଙ୍କଠାରୁ ଦୂରେଇବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ […]

ପାରାଦୀପରେ କରୋନା ବିସ୍ଫୋରଣ

➡️୧-ଆଜି ଫଗୁ ଓ ରଙ୍ଗ ସହିତ ଆନନ୍ଦ ଉଲ୍ଲାସର ହୋଲି ପର୍ବ, ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ । ➡️୨-ଜାତୀୟ ସ୍ତରରେ ଇଂରାଜୀ ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ୨୦୨୧ର ଦେଶରେ ୧୦୦ ଜଣ ପ୍ରଭାବ ବିସ୍ତାର କରିଥିବା ବ୍ୟକ୍ତିଙ୍କ ପ୍ରକାଶିତ ତାଲିକାରେ ୪ ଜଣ ଓଡ଼ିଆ ସ୍ଥାନ। ➡️୩-ରାଜ୍ୟରେ ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ : କାଳବୈଶାଖୀ ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ➡️୪-ଭାରତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୯ ତାରିଖ ୨୦୨୧ ମସିହା(ସୋମବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ, ନକ୍ଷତ୍ର-ହସ୍ତାବୃଷ, ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ଓ ବୋଇତି କଖାରୁ ଭକ୍ଷଣ ନିଷେଧ ।  ମେଷ:-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ:-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ […]

ଆଇଆଇଟିରେ ବ୍ୟାପିଲା କରୋନା

ଭୁବନେଶ୍ୱର , ୨୮/୩ (ଏସଏସନିୟୁଜ)ଆଇଆଇଟି ଅରୁଗୁଳ କ୍ୟାମ୍ପସରେ ବ୍ୟାପିଲା କରୋନା । ପୂର୍ବରୁ ୨ ଚିହ୍ନଟ ହୋଇଥି ବା ବେଳେ ଆଜି ଆଉ ୮ଜଣ ଚିହ୍ନଟ ହୋଇଛନ୍ତି ।ସମସ୍ତେ ସଙ୍ଗରୋଧରେ ରହିଥିବାବେଳେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।ଏହାସହ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ସାନିଟାଇଜ କରା ଯିବା ସହ ଜିଲ୍ଲାପ୍ରଶାସନ ସମ୍ପୁର୍ଣ ନଜରରେ ଏହାକୁ ରଖିଛି ବୋଲି ଯାଇଛି ବୋଲି ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି। ବିନା କୋଭିଡ ରିପୋର୍ଟ ରେ କୌଣସି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପ୍ରବେଶ ମନା […]

ସବୁ ରବିବାର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ପୁରୀ,୨୮/୩(ଏସଏସନିୟୁଜ) ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି। କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି। ପୂର୍ବରୁ ଛତିଶା ନିଯୋଗରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଅନ୍ୟଦିନରେ ସାଧାରଣ ଦର୍ଶନ […]

ଡାହାଣୀ ସାଜିଲା ମା , ୩ଛୁଆକୁ ବିଷ ଦେଇ ନିଜେ ପିଇଲା ବିଷ

ଚନ୍ଦକା-୨୮/୩(ଏସଏସଏନ୍)  ଡାହାଣୀ ସାଜିଲା ମା । ଏଭଳି ଘଟଣା ଚନ୍ଦକା ଥାନା ଅଂଚଳରେ ଘଟିଛି । ନିଜର ଛୁଆକୁ ବିଷ ଦେଇ ମାରିଦେଇଛି । ଘଟଣା ଜଣାପଡେ ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଇ ଗାଁ ର ଜାନକୀ ଗାଗାରେଇ ନାମକ ଜଣେ ବିଧବା ମହିଳା ତାର ୩ ଛୁଆ ଓ ଦିଅର ସହ ରହୁଥିଲେ । ଆଜି ସକାଳେ ଦିଅର କାମକୁ ଯାଇଥିବା ବେଳେ ଜାନକୀ ୩ ଛୁଆଙ୍କୁ ବିଷ ଦେଇ ନିଜେ  ଆତ୍ମହତ୍ଯା ଉଦ୍ୟମ କରିଥିବା […]