ଦରକାର ନାହିଁ ଆନ୍ଧ୍ରର ଭତ୍ତା, ଆବଶ୍ୟକ ଅଛି ଓଡିଶା ରାସ୍ତା
୧-ମୁମ୍ବାଇର ଏକ କୋଭିଡ୍ ହସ୍ପିଟାଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ୨-ପର୍ବପର୍ବାଣୀରେ କଟକଣା : ୨୦୦ ଲୋକରେ ପାଳନ ହେବ ଉତ୍କଳ ଦିବସ, ବଡ଼ ସମାବେଶକୁ ବାରଣ । ୩-ବିକ୍ରି ହୋଇଗଲା ଭୁଷଣ ଷ୍ଟିଲ୍, ଏବେ ପରିଚାଳନା ଭାର ସମ୍ଭାଳିବ ଜିନ୍ଦଲ୍ । ୪-ବାଂଲାଦେଶରେ ମୋଦୀଙ୍କ ଗସ୍ତକୁ ବିରୋଧ କରି ହିଂସା, ୪ ନିହତ, ୫୦ରୁ ଅଧିକ ଆହତ । ୫-ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାରଏଥର ପଶ୍ଚିମବଙ୍ଗ ନିର୍ବାଚନରେ ମମତା […]