Browsing yearly archive

2021

ଆଜିର ଅନୁଚିନ୍ତା

➡️ଆଗରୁ ବାପା ମାଆ ପିଲା ମାନଙ୍କୁ ଟଙ୍କା ପଇସା ଦେଇ ପାରୁ ନ ଥିଲେ ହେଲେ ସଂସ୍କାର ଦେଉଥିଲେ । ଏବେ କାର ବାପା ମାଆ ମାନେ ପିଲା ମାନଙ୍କୁ ଟଙ୍କା ଦେଉଛନ୍ତି ସତ ହେଲେ ସଂସ୍କାର ଦେଇ ପାରୁ ନାହାଁନ୍ତି ➡️ଯଦି ଭରଷା ଭଗବାନଙ୍କ ଉପରେ ଅଛି ଯାହା ଭାଗ୍ୟରେ ଅଛି ତାହା ମିଳିବ କ୍ଷ ଭରଷା ଯଦି ନିଜ ଉପରେ ଅଛି ଭଗବାନ ସେୟା ଦେବେ ଯାହା ତୁମେ ଚାହିଁବ ! ➡️ଜୀବନର ପ୍ରକୃତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୬ ତାରିଖ ୨୦୨୧ ମସିହା(ଶୁକ୍ରବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ, ନକ୍ଷତ୍ର-ମଘା ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନ ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଓ ବାଇଗଣ ଭକ୍ଷଣ ନିଷେଧ । ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି। […]

ଆଜିର ଅନୁଚିନ୍ତା

➡️ଖାଲି ଟଙ୍କା ପଇସାରେ ଖୁସି ନଥାଏ ବେଳେ ବେଳେ ଛୋଟ ଛୋଟ ଇଛାରେ ମଧ୍ୟ ଅନେକ ଖୁସି ଲୁଚି ରହିଥାଏ । ➡️ମଣିଷ ଦୁଇଟି ଜିନିଷ କେବେ ବି ଭୁଲେନା, ବାହାର ଲୋକଠାରୁ ମିଳିଥିବା “ସମ୍ମାନ” ନିଜ ଲୋକଠାରୁ ମିଳିଥିବା ” ଅପମାନ ” । ➡️ ତୁମ ପଦବୀକୁ ଲୋକ ଯେତେ ସମ୍ମାନ ଦିଅନ୍ତୁ କିଛି ଲାଭ ନାହିଁ, ଯଦି ତୁମ ମନରେ ” ମାଆ ବାପାଙ୍କ ” ପ୍ରତି ଭକ୍ତି ନାହିଁ ତେବେ ସେ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୫ ତାରିଖ ୨୦୨୧ ମସିହା(ଗୁରୁବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଏକାଦଶୀ ,ନକ୍ଷତ୍ର-ଅଶ୍ଳେଷା ,ଚନ୍ଦ୍ର – କର୍କଟ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦ୍ୱଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଓ ପୋଇ ଭକ୍ଷଣ ନିଷେଧ । ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ:-ପ୍ରଭୁଙ୍କ […]

ଆଜି ଦିନର ପ୍ରମୁଖ ଖବର

ଖଲ୍ଲିକୋଟ : କରୋନା ହଟସ୍ପଟ ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର, ରେଳ ଷ୍ଟେସନରେ ହେବ ଥର୍ମାଲ ସ୍କ୍ରିନିଂ ! ଭୁବନେଶ୍ବର : ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ୫୦୦ ଟଙ୍କିଆ ନକଲି ନୋଟ୍ । ନୋଟ୍ ବଣ୍ଡଲରେ ଏହି ନକଲି ନୋଟ୍‌କୁ ଫେଣ୍ଟି ଦିଆଯାଉଛି । ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ, ପରିବା ଦୋକାନୀ, ମାଛ ମାଂସ ବେପାରୀ ଏହାର ଶିକାର ହେଉଛନ୍ତି । ଏଭଳି ନକଲି ନୋଟ୍ ପେଟ୍ରୋଲ ପମ୍ପ୍, ବ୍ୟାଙ୍କ ଓ […]

ନବରଙ୍ଗପୁରରେ ହେବ ନାଇଟ୍ କର୍ଫ୍ୟୁ

ନବରଙ୍ଗପୁର,୨୪/୩(ଏସଏସନିୟୁଜ)ମହାମାରୀ କରୋନା ଫେରିବା ସହ ତାର କାୟା ବିସ୍ତାର କରିବାକୁ ଉଦ୍ୟମ କୁ ପ୍ରତିହତ କରିବାପାଇଁ ତପ୍ତରତା ପ୍ରକାସ କରିବା ସହ ଜନସାଧାରଣ ସଚେତନ ରହି କୋଭିଡ ନୀୟମକୁମାନିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟସରକାର ।ଏହି ଆଧାରରେ ମାର୍ଚ୍ଚ ୨୫ ରୁ ନବରଙ୍ଗପୁର ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ରାତିର କର୍ଫ୍ୟୁ ସମୟରେ ଜରୁରୀକାଳୀନ ଉଦ୍ଦେଶ୍ୟ ବ୍ୟତୀତ ବ୍ୟକ୍ତିବିଶେଷଙ୍କ ଗତିବିଧି […]

ପାକିସ୍ତାନ ମୁହଁରେ ଶାନ୍ତିର କଥା

➡️୧-ରାଜ୍ୟରେ ପ୍ରତିଷ୍ଠା ହେବ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ,ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ➡️୨-ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ମିଳିବ ଅଧିକ ସୁଯୋଗ, ୧୫ ପ୍ରତିଶତ ସଂରକ୍ଷଣ କଲେ ସରକାର । ➡️୩-ଏପ୍ରିଲ ୩୦ ଯାଏଁ ଉଡିବନି ଆନ୍ତର୍ଜାତୀୟ ବିମାନ । ବନ୍ଦ ରହିବ ବିମାନ ସେବା । ସଂକ୍ରମଣକୁ ଦୃଷ୍ଟିରେ ରଖି ବଢିଲା କଟକଣା । ➡️୪-କୋଭିଡ ନିୟମର ଅନୁପାଳନକୁ ବ୍ୟକ୍ତିଗତ ଭାବେ ତଦାରଖ […]

ଆଜିର ଅନୁଚିନ୍ତା

➡️ଆଜିର ଏ ଦୁନିଆରେ ତୁମେ ମିଛକୁ ଯେତେ ଧିରେ କୁହନା କାହିଁକି ସମସ୍ତେ ଶୁଣି ପାରିବେ ।କିନ୍ତୁ ସତକୁ ଯେତେ ଚିଲେଇକି କହିଲେ ବି କେହି ଶୁଣି ପାରିବେ ନାହିଁ । ➡️ଧୋକା ସମସ୍ତେ ଦେଇ ପାରିବେ କିନ୍ତୁ ଜୀବନ ସାରା ହାତ ଧରି ଚାଲିବାର ଔକାତ ସମସ୍ତଙ୍କର ନଥାଏ । ➡️କଥା ମଣିଷର ଜ୍ଞାନର ପରିଚୟ ଦିଏ, କାମ ମଣିଷର ଯୋଗ୍ୟତାର ପରିଚୟ, ବ୍ୟବହାର ମଣିଷର ବଂଶର ପରିଚୟ ଦିଏ । ➡️ଧନ ଜନ ନେଇ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୪ ତାରିଖ ୨୦୨୧ ମସିହା(ବୁଧବାର)ଫାଲଗୁନ ମାସ-ଶୁକ୍ଳପକ୍ଷ,ତିଥି-ଦଶମୀ ,କର୍କଟ ରାଶିର ଘାତବାର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମଶାଗ ଓ ଶିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ:-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା […]

ଜାରି ହେଲା ନୂଆ ଗାଇଡ୍‌ଲାଇନ୍କ

ଭୁବନେଶ୍ବର,୨୩/୩(ଏସଏସନିୟୁଜ) କରୋନା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ରାଜ୍ୟ ସରକାର। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ। ପୂର୍ବରୁ ସର୍ବାଧିକ ସଂଖ୍ୟା ୫୦୦ ଥିଲା। ଏହାକୁ କମାଇ ୨୦୦କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଶାହ ଓ ଶୁଦ୍ଧିକାର୍ଯ୍ୟରେ ଏଣିକି ୫୦୦ ବଦଳରେ ୫୦ ଜଣଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ […]