Browsing yearly archive

2021

ତିନି ଜାଗାରେ ଲାଗିଲା ନିଆଁ

ବାରଙ୍ଗ,୬/୩(ଏସଏସନିୟୁଜ) ବାରଙ୍ଗ ଅଞ୍ଚଳର ତିନି ଜାଗାରେ ଲାଗିଲା ନିଆଁ । ବାରଙ୍ଗ ଅଗ୍ନିଶମ ବିଭାଗରୁ ମିଳିଥିବା ସୂଚାନୁସାରେ ଆଜି ଅଗ୍ନିଶମ ବିଭାଗକୁ ଖବର ଆସିଲା କି ପ୍ରତାପ ନଗରୀ ଝାଉଁ ବଣରେ ନିଆଁ ଲାଗିଛି । ଅଗ୍ନିଶମ ଭିଭାଗରୁ ନିଆଁ ଲିଭାଳି ଦଳ ସେଠାକୁ ଯାଇ ନିଆଁ କୁ ଆୟତ କରିଥିଲେ, ଫେରିବା ବେଳକୁ ଖବର ପାଇଲେ କି ବାରଙ୍ଗ ଯଇପୁର ଗ୍ରାମରସ୍ଥିତ ସେଣ୍ଟ୍ରାଲ ରେଲୱେ ଦ୍ୱାରା ହୋଇଥିବା ଜଙ୍ଗଲରେ ନିଆଁ ଲାଗିଛି । ସେଠାରେ ପହଁଚି […]

ଚାଲିଗଲେ ବୈାରାଗୀ

ବାରଙ୍ଗ,୬/୩(ଏସଏସନିୟୁଜ)ଚାଲିଗଲେ ବୈାରଗୀ ।ସମସ୍ତଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ।ଏହିଭଳି ଏକ ଦୁଃଖଦ ଘଟଣା ବାରଙ୍ଗରେ ଶନିବାରଦିନ ଦେଖିବାକୁ ମିଳିଥିଲା । ବାରଙ୍ଗ ମଧୁବନ ଗ୍ରାମର ଧାର୍ମିିକ ବ୍ୟକ୍ତି ବୈରାଗୀନାୟକ ୫୫ବର୍ଷ ବୟସରେ ତାଙ୍କ ମଧୁପୁରସ୍ଥିତ ବାସ ଭବନରେ ପରଲୋକ ଘଟିଛି । ଗତ କିଛିଦିନ ହେବ ସେ ଅସୁସ୍ଥ ରହି  ଚିକିତ୍ସିତ ହେଉଥିଲେ ।ତାଙ୍କଜର ବିୟୋଗରେ ମଧୁପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।ସେ ଜଣେ ମେଳାପି,ପରୋପକାରୀ, ସହୃଦୟ ତଥା ଧାର୍ମିକ ବ୍ୟକ୍ତି ହୋଇଥିବାରୁ […]

ଲଦାଖରେ ଭୂକମ୍ପ

ଭୁବନେଶ୍ୱର,୬/୩(ଏସ ଏସ ନିୟୁଜ))ଆଜି ଭୋର ୫ଟା୧୧ରେ ଲଦାଖରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ଼ କରାଯାଇଛି।  ଏଯାବତ ଭୂକମ୍ପରେ କୌଣସି ମୃତାହତ କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିନାହିଁ। ସେହିପରି ଗତ ମାସରେ ମଧ୍ୟ ଲଦାଖରେ ଭୂମ୍ପର ଝଟକା ଅନୁଭବ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା ।

ମହିଳାଙ୍କ ମୃତଦେହ ଜବତ

ସୋର,୬/୩(ଏସ ଏସ ନିୟୁଜ) ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଥିବା ନେଇ ଶନିବାର ଜଣାପଡିଛି। ମୃତ ମହିଳା ହେଲେ କଳମଙ୍ଗା ଗ୍ରାମର ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ ହେମଲତା।ପୋଡ଼ି ହୋଇଥିବା ଅବସ୍ଥାରେ ହେମଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ମୃତଦେହ ନିକଟରେ ପେଣ୍ଟି ଜୋତା ପଡି ପଡ଼ିରହିଥିବା ବେ​‌ଳେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘରଠାରୁ ଶହେ ମିଟର ଦୂରରେ କୁକୁଡ଼ା ଫାର୍ମ […]

ବାରବାଟୀ ଷ୍ଟାଡିୟମର ହେଲା ଉର୍ଣତିକରଣ

କଟକ,୬/୩(ଏସ ଏସ ନିୟୁଜ)ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଭିଜନ-୨୦୨୪ ଦୃଷ୍ଟିରେ ରଖି ବିସିସିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ ବାରବାଟୀ ଷ୍ଟାଡ଼ିୟମ ଗ୍ରାଉଣ୍ଡ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବିସିସିଆଇ ମାନର ପଡ଼ିଆ ପ୍ରସ୍ତୁତି କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାଜଧାନୀ ବିଚ ରାସ୍ତାରେ ରକ୍ତର ହୋଲି

ଭୂବନେଶ୍ଵର,୬/୩(ଏସଏସନିୟୁଜ) ରାଜଧାନୀ ଥରହର । ବିଚ ରାସ୍ତାରେ ରକ୍ତର ହୋଲି । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଏହିଭଳି ଘଟଣ । ରାଜଧାନୀ ଭୁବନେଶ୍ୱର ସିଆରପି ଛକରେ ଦିନ ଦ୍ୱିପହରରେ ଏହି ଚାଞ୍ଚଲ୍ୟକର ଘଟିଛି। ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଜଣ ଅଟକ ଥିବା ଡିସିପି କହିଛନ୍ତି । ପ୍ରକାସ ଯେ,ତେବେ ପିକଅପ୍ ଭ୍ୟାନରେ ସାଲିଆସାହିର ଜଟିଆ, ସୁଧୀର ଓ ସାଗର ନାମକ ୩ ଜଣ ଯୁବକ […]

ଆଜିର ଅନୁଚିନ୍ତା

➡️ମୁଁ ଶବ୍ଦକୁ ବାରମ୍ବାର ପ୍ରୟୋଗ କରିବା ଅନୁଚିତ୍, କାରଣ ଏହା ନିଜର ଅହଂ ଭାବକୁ ପରିଲକ୍ଷିତ କରିଥାଏ । ➡️ବିନା ସ୍ବାର୍ଥରେ ଗଢା ଯାଇଥିବା ସମ୍ପର୍କ ବହୁତ ମଜବୁତ୍ ହୋଇଥାଏ, ଯେତେ ବାଧାବିଘ୍ନ ଆସୁ ପଛେ ତାହା କେବେହେଲେ ଭାଙ୍ଗେ ନାହିଁ । ➡️ବିଶ୍ୱାସ ଏବଂ ସତ୍ୟ ହେଉଛି ଏକ ଦୃଢ଼ ସମ୍ପର୍କର ଦୁଇଟି ସ୍ତମ୍ଭ.. ଯଦି ତୁମେ କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରୁନାହଁ, ତେବେ ତୁମେ ତାକୁ ସତ୍ୟ କହିବ ନାହିଁ ଏବଂ ଯଦି ତୁମେ […]

ଖେଲା ହୋବେ, ଦେଖା ହୋବେ

୧-ମୋଦିଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ଖେଲା ହୋବେ, ଦେଖା ହୋବେ, ଜେତା ହୋବେ । ୨-ବନାଗ୍ନି କବଳରେ ଓଡ଼ିଶାର ଅଧା ଜଙ୍ଗଲ । ୩-ନାସା ସାଟେଲାଇଟରୁ ଆସିଲା ଶିମିଳିପାଳରେ ଜଙ୍ଗଲ ଜଳୁଥିବାର ଚିତ୍ର, ବହୁ ସ୍ଥାନରେ ‘ରେଡ ସ୍ପଟ୍’ ୪-୨୦୧୬ ମସିହାର ବିହାରର ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ସ୍ବତନ୍ତ୍ର ଅବକାରୀ କୋର୍ଟ ଏହି ମାମଲାରେ ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ଏବଂ ସେମାନଙ୍କୁ ୧୦ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୬ ତାରିଖ ୨୦୨୧ ମସିହା(ଶନିବାର)ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ଅଷ୍ଟମୀ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଲାଉ ଭକ୍ଷଣ ନିଷେଧ । ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ […]

ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅଜଗର

ବାଙ୍କୀ,୫/୩(ଏସଏସନିୟୁଜ)ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁ ନିକଟରୁ ୧୦ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ଅନୁସାରେ ଗାଁଟି ଚନ୍ଦକା-ଡ଼ମପଡା ଅଭୟାରଣ୍ୟକୁ ଲାଗି ରହିଥିବାରୁ ଏହି ଅଜଗର ସାପଟି ଚଳପ୍ରଚଳ କରୁଥିବାର ଗ୍ରାମବାସୀ ପୂର୍ବରୁ ଦେଖିଥିଲେ। ଆଜି ସାପଟି କୌଣସିଏକ ଖାଦ୍ୟ ଗିଳିଦେଇ ଅସୁସ୍ଥ ଅବସ୍ଥାରେ ଧୀରେ ଧୀରେ ଗାଁ ଭିତରକୁ ପଶିବା ବେଳେ ବନ ବିଭାଗକୁ ଖବର ଦିଆଯାଇଥିଲା।ପରେ ବନବିଭାଗ ଆସି ସାପଟିକୁ ଉଦ୍ଧାର କରିଥିବାର ଜଣାପଡିଛି ।