ବାରବାଟୀ ଷ୍ଟାଡିୟମର ହେଲା ଉର୍ଣତିକରଣ

କଟକ,୬/୩(ଏସ ଏସ ନିୟୁଜ)ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଭିଜନ-୨୦୨୪ ଦୃଷ୍ଟିରେ ରଖି ବିସିସିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ ବାରବାଟୀ ଷ୍ଟାଡ଼ିୟମ ଗ୍ରାଉଣ୍ଡ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବିସିସିଆଇ ମାନର ପଡ଼ିଆ ପ୍ରସ୍ତୁତି କାର୍ଯ୍ୟ ୩ ମାସ ମଧ୍ୟରେ ଶେଷ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସମ୍ପାଦକ ସଞ୍ଜୟ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments (0)
Add Comment