Browsing yearly archive

2021

ଆଜିର ଅନୁଚିନ୍ତା

ଜୀବନରେ କେଵେବି ନିଜ ଦକ୍ଷତାକୁ ନେଇ ଗର୍ବ କରନ୍ତୁ ନାହିଁ, କାରଣ ପଥର ପାଣିରେ ପଡିଲାପରେ ଯେମିତି ନିଜ ଓଜନ ଯୋଗୁ ହିଁ ବୁଡିଯାଇଥାଏ, ସେହିପରି:- ଗୁଣ ନ ଥିଲେ ରୂପ ବ୍ୟର୍ଥ୍ୟ , ବିନମ୍ରତା ନ ଥିଲେ ବିଦ୍ୟା ବ୍ୟର୍ଥ୍ୟ , ସାହସ ନ ଥିଲେ ଅସ୍ତ୍ରଶସ୍ତ୍ର ବ୍ୟର୍ଥ୍ୟ , ଉପଯୋଗ ନ ଥିଲେ ଧନ ବ୍ୟର୍ଥ୍ୟ , ପରୋପକାର ନ ଥିଲେ ଜୀବନ ବ୍ୟର୍ଥ୍ୟ । ହଲଚଲ ହେଉଥିବା ପାଣିରେ ଯେପରି ପ୍ରତିବିମ୍ବ ଦେଖାଯାଏନାହିଁ, […]

ଡେଲାଙ୍ଗ ପାଇଁ ୨୬ କୋଟି ୪୨ ଲକ୍ଷ

ଡେଲାଙ୍ଗ,୨୩/୨(ଏସଏସନିୟୁଜ) ଡେଲାଙ୍ଗ ବ୍ଳକର ଉନ୍ନତି ପାଇଁ ଆଜି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ କୋଟି ୪୨ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ଡେଲାଙ୍ଗ ଷ୍ଟେସନସ୍ଥିତ ରେଞ୍ଚ ରେଳୱେ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଯୁବର ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍‌ଡଳୀ ପାଇଁ ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ […]

ରାସ୍ତାରେ ବସିଲେ ଗ୍ରାମବାସୀ

ଜଟଣୀ,୨୩/୨(ଏସଏସନିୟୁଜ) ରାସ୍ତାରେ ବସିଲେ ଗ୍ରାମାବସୀ ।ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକକୁ ଆର୍ଥିକ ସହାୟତା ସହ ରାସ୍ତାରେ ହମ୍ପ୍ସ ହେବ ଦବୀରେ ଜଟଣୀ-ଭୂବନେଶ୍ୱର ମୂଖ୍ୟରାସ୍ତାର ଷଣ୍ଢପୁରଠାରେ ମଙ୍ଗଳବାର ଦିନ ଗ୍ରାମାବସୀମାନେ ରାସ୍ତା ଅବରୋଧ କରିଥିଲେ । ପ୍ରକାଶ ଯେ ,ଗୁଣ୍ଡୁରୀ ସ୍ୱାଇଁ ସାଇକେଲ ଯୋଗେ ଜଟଣୀ ଯାଉଥିଲେ। ଏହି ସମୟରେ ବାଇକନେଇ ଆସୁଥିବା କୁଦିଆରୀ ଅଞ୍ଚଳର ଜଣେ ଯୁବକ ସାଇକେଲ ସହିତ ଧକ୍କା ଦେଇଥିଲା । ଫଳରେ ଗୁଣ୍ଡୁରୀଙ୍କ ଡାହାଣ ଗୋଡଟି ଭାଙ୍ଗିଯିବା ସହିତ ଗୁରୁତର ହୋଇଥିଲେ […]

ଆଜିର ରାଶିଫଳ

ଫେବୃଆରୀ ୨୪ ତାରିଖ ୨୦୨୧ ମସିହା(ବୁଧବାର),ମାଘମାସ-ଶୁକ୍ଳପକ୍ଷ,ତିଥି- ଦ୍ୱାଦଶୀ, ନକ୍ଷତ୍ର-ପୁନର୍ବସୁ, କନ୍ୟା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ଓ ବାଇଗଣ ଭକ୍ଷଣ ନିଷେଧ । ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ […]

ଆଜିର ଅନୁଚିନ୍ତା

➡️ ସମୟଠୁ ବଡ ନ୍ୟାୟଧାରୀ କେହି ବି ନାହିଁ ।ସେ ଯାହା ନିର୍ଣ୍ଣୟ କରେ ସମସ୍ତଙ୍କୁ ମାନିବାକୁ ପଡିଥାଏ ➡️ଯନ୍ତ୍ରଣା ସର୍ବଦା ଆଖିର ଲୁହରୁ ଜଣା ଯାଏ ନାହିଁ, ବେଳେବେଳେ ହସ ପଛରେ ବି ଯନ୍ତ୍ରଣା ଲୁଚି ରହିଥାଏ ➡️ନାଟକ କରିବାକୁ ହେଲେ ରଙ୍ଗମଞ୍ଚରେ କର, କାହା ଜୀବନ ମଞ୍ଚରେ ନୁହେଁ । ➡️ଜୀବନ ଆପଣଙ୍କୁ ବହୁତ କିଛି ଦେବାକୁ ପ୍ରସ୍ତୁତ କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ ସକ୍ଷମ ହେବାକୁ ପଡିବ । ➡️ମଣିଷର ମନ୍ଦତା ମଧ୍ୟ […]

ଅଜବ ଦେଶ, ଗଜବ କାହାଣୀ

ଖବର ଆଜିର,ତାରିଖ ୨୪-୦୨-୨୦୨୧ ବୁଧବାର ୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ୨-ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର : ତେଲ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ବିରୋଧ; ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ । ୩-ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଝଟକା, ସଂସଦ ଭଙ୍ଗ ନିଷ୍ପତ୍ତି ଅସାମ୍ବିଧାନିକ । ୪-ନଡିଆ କତା ଶିଳ୍ପର ହେବ ବିକାଶ : ଅତିରିକ୍ତ […]

ମୁହଁ ଖୋଲିଲେ ବିବନବିଶ୍ଵାଳଙ୍କ ପତ୍ନୀ ଗୀତାଞ୍ଜଳି

ବାରଙ୍ଗ,୨୩/୨(ଏସଏସନିୟୁଜ) ୨୨ବର୍ଷ ତଳେ ବାରଙ୍ଗରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳ କମିସିନେରେଟ ପୋଲିସ ହାତରେ ଧରାପଡିବା ପରେ ମୁହଁ ଖୋଲିଲେ ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ଵାଳ। ପୋଲିସ କମିଶନର ଯାହା କହିଛନ୍ତି ତାହା ମିଛ। ୨୨ ବର୍ଷରୁ ସେ ଘରକୁ ଆସିନାହାନ୍ତି। ତାଙ୍କ ସହ କୌଣସି ଯୋଗାଯୋଗ ନଥିଲା। କିଛି ପଇସା ପତ୍ର କାରବାର ହୋଇନାହିଁ। ମୋ ଶଶୁର ପୂଣ୍ଣ ବିଶ୍ୱାଳଙ୍କ ଡେଥ୍ ସାର୍ଟିଫିକେଟ ବାହାର କରିବା ପାଇଁ ଆବେଦନ କରିଥିଲୁ ।ବଡ […]

NASA ର ସଫଳତା : ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ରିଲିଜ୍

ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୋମବାର ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ମୁକ୍ତିଲାଭ କରିଛି, ଯାହା ପର୍ସେଭେରାନ୍ସ ରୋଭର ଦ୍ୱାରା ଧରାଯାଇଥିବା ପବନର ଏକ ଦୁର୍ବଳ ରେକର୍ଡିଂ ଅଟେ। ନାସା ଗତ ସପ୍ତାହରେ ରୋଭରର ଅବତରଣର ପ୍ରଥମ ଭିଡିଓ ମଧ୍ୟ ପ୍ରକାଶ କରିଥିଲା, ଯାହାକି ରେଡ ଗ୍ରହରେ ଅତୀତର ଜୀବନର ସନ୍ଧାନ ପାଇଁ ଏକ ମିଶନରେ ଅଛି। ରୋଭର ଭୂପୃଷ୍ଠକୁ ଆସିବା ସମୟରେ ଏକ ମାଇକ୍ରୋଫୋନ୍ କାମ କରିନଥିଲା, କିନ୍ତୁ ମଙ୍ଗଳ ଗ୍ରହରେ ଅବତରଣ କରିବା ପରେ […]

ଆକ୍ସନ ମୋଡ୍‌ରେ ପୋଲିସ

୧-ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍ ଉପସ୍ଥାପନ : ୧ଲକ୍ଷ ୭୦ ହଜାର କୋଟିର ବଜେଟ୍ ୨୬% ବଢ଼ିଛି ବଜେଟ୍ ଆକାର । ୨-କାର୍ଲିଫର୍ଣ୍ଣିଆ-ଇଣ୍ଟରନେଟ୍ ସ୍ପିଡ୍ କମିଗଲା ବୋଲି ରାଗିଗଲେ ୯୦ ବର୍ଷୀୟ ବୃଦ୍ଧ, ଖବରକାଗଜରେ ୭ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇ କଲେ ଅଭିଯୋଗ । ୩–କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ […]

ଆଜିର ଅନୁଚିନ୍ତା

➡️ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା । ➡️ସମୁଦ୍ରରେ ସ୍ନାନ କଲାବେଳେ ନଇଁ ପଡିଲେ ମାଡି ଆସୁଥିବା ଲହଡି ଆମ ଉପର ଦେଇ ଚାଲି ଯାଏ, ଆମର କୌଣସି କ୍ଷତି କରିପାରେ ନାହିଁ ଠିକ୍ ସେହିପରି ଜୀବନରେ ଦୁଃଖ କଷ୍ଟ ଆସିଲେ ଧୈର୍ଯ୍ୟ ର ସହିତ ମଥାପାତି ସହିଗଲେ ଆମର କୌଣସି କ୍ଷତି ହୁଏନାହିଁ । […]