ଝାମ୍ପି ନଲେ ସୁନାହାର
ରେଢ଼ାଖୋଲ, ୨୭/୧(ଏସଏସନିଉଜ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳିଗଡ ଶିବମନ୍ଦିର ସମ୍ମୁଖରେ ଜଣେ ନବବିବାହିତା ବିଜୟିନୀ ପ୍ରଧାନ ଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି ଦୁର୍ବୁତ ।ଗତ୨୩ତରିଖରେ ବିଜୟିନୀଙ୍କ ବାହାଘର ହୋଇଛି ।
Browsing monthly archive
ରେଢ଼ାଖୋଲ, ୨୭/୧(ଏସଏସନିଉଜ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳିଗଡ ଶିବମନ୍ଦିର ସମ୍ମୁଖରେ ଜଣେ ନବବିବାହିତା ବିଜୟିନୀ ପ୍ରଧାନ ଙ୍କ ବେକରୁ ସୁନାହାର ଝାମ୍ପି ନେଇଛନ୍ତି ଦୁର୍ବୁତ ।ଗତ୨୩ତରିଖରେ ବିଜୟିନୀଙ୍କ ବାହାଘର ହୋଇଛି ।
ଜାନୁଆରୀ ମାସ ୨୭ ତାରିଖ ୨୦୨୨ ମସିହା(ଗୁରୁବାର)ମାଘ- କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ ୦୨/୧୦ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ,ତୁଳା ଓ କୁମ୍ଭ ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳ। ଓ ବାର ବେଳା – ଦିବା ଘ ୦୨/୪୬ ଗତେ ଘ୦୫/୩୨ ମଧ୍ୟେ କଳମ ଶାଗ ରାତ୍ରି ଘ ୦୨/୧୦ ଗତେ ଶିମ୍ବ ଭକ୍ଷଣ ନିଷେଧ । ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି […]
ଆଜିର ନୀତିବାଣୀ ➡️ଯିଏ ରୂପ, ରସ, ଅଭିମାନ, ସ୍ପର୍ଶ ଉପରେ ବିଜୟ ଲାଭ କରିପାରେ ସେ ମହାନ୍ । ସେ ସମସ୍ତଙ୍କୁ ବଶୀଭୂତ କରିପାରେ !!” ➡️ଯେଉଁମାନେ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ହାତରେ ଖେଳନା ପାଲଟି ଜୀବନର ଅର୍ଥ ଭୁଲିଯାଆନ୍ତି ସେମାନେ ଏକ ପ୍ରକାର ପାପରେ ଲିପ୍ତ ହୋଇପଡନ୍ତି । କିନ୍ତୁ ଯିଏ ଏସବୁକୁ ଅବଦମିତ କରିପାରେ, ସଂଯମ ସାଧନାରେ କୃତକାର୍ଯ୍ୟ ହୋଇପାରେ ସେ ମହାନ୍ ପାଲଟି ଯାଇପାରେ !! ➡️ଏ ଦୁନିଆଁ ଅମର […]
୧. ଜମ୍ମୁ କାଶ୍ମୀରର ସୋପିଆଁରେ ଏନକାଉଣ୍ଟର; ୨ ଲସ୍କର ଆତଙ୍କବାଦୀ ନିହତ । ୨. ୱେଷ୍ଟଇଣ୍ଡିିଜ କ୍ରିକେଟ୍ ଦଳର ଭାରତ ଗସ୍ତରେ କେବଳ ଅହମଦାବାଦ ଓ କୋଲକାତାରେ ଖେଳାଯିବ ମ୍ୟାଚ୍ । ୩. ୩ୟ ଲହରରେ ମୃତ୍ୟୁବରଣ କରିଥିବା ୬୦% କରୋନା ଆକ୍ରାନ୍ତ ଟିକା ନେଇନଥିଲେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ୪. ସୋନପୁର ମହାନଦୀ ବ୍ରିଜ୍ ସଡକ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ୨ ଲକ୍ଷ ଟଙ୍କା:ମୁଖ୍ୟମନ୍ତ୍ରୀ ୫. […]
ମାଘମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ଦିବା ଘ୯/୨୦ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୮/୫୫,ଯୋଗିନୀ ଦକ୍ଷିଣେ ଦିବା ଘ୯/୨୦ ଗତେ ପଶ୍ଚିମେ ଦିବା ଘ୯/୨୦ ମନ୍ଧେ ଯାତ୍ରା ଶୁଭ ,ଦକ୍ଷିଣେ ,ଅଗ୍ନିକୋଣେ ,ପୂର୍ବେ ଯାତ୍ରା ନାସ୍ତି,ଉତ୍ତରାଫା ଓ ହସ୍ତା ନକ୍ଷତ୍ରେ (ବିବାହ ଓ ପାଣିଗ୍ରହଣ)ମେଷ ରାଶି ଘାତବାର,ବୃଷ ରାଶି ର ଘାତଚନ୍ଦ୍ର ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ(ଶ୍ରୀଫଳ ଓ ବେଲ) ଦିବା ଘ୯/୨୦ ଗତେ ନିମ୍ବ ଭକ୍ଷଣ ନିଷେଧ। 🐏ମେଷ-କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ […]
ଆଜିର ନୀତିବାଣୀ ➡️”କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ !! ➡️”ସବୁ ପ୍ରାଣୀଙ୍କର ଆୟୁ, ବିଦ୍ୟା, ଧନ, ମୃତ୍ୟୁ କର୍ମ ନିର୍ଦ୍ଧିଷ୍ଟ । ଏହାକୁ କର୍ମର ଫଳ କୁହାଯାଇଥାଏ । ସମସ୍ତେ କର୍ମର ଦାସ । ଯିଏ ଯେପରି କର୍ମ କରେ ସିଏ ସେପରି ଫଳ ପାଏ !! ➡️”ନିଜର କର୍ମ ଏବଂ ସାମର୍ଥ୍ୟ ବଳରେ ଜଣେ ଚାହିଁଲେ ନିଜର ଜୀବନଶୖଳୀ କୁ […]
ବାରଙ୍ଗ,୨୨/୧(ଏସଏସନିଉଜ)ତ୍ରିସ୍ତରୀୟ ପଂଚାୟତ ନିର୍ବାଚନପାଇଁ ଶୁକ୍ରବାରଥିଲା ପାର୍ଥୀପତ୍ର ଦାଖଲର ଶେଷଦିନ ।ଶେଷଦିନରେ ବାରଙ୍ଗବ୍ଲକର ୧୬ଗୋଟି ପଂଚାୟତରେ ସରପଂଚପାଇଁ ୬୮ଜଣ,ସମିତିସଭ୍ୟପାଇଁ ୬୪ଓ ୱାର୍ଡମେମ୍ବରପାଇଁ ୪୦୧ଜଣଙ୍କୁନେଇ ସମୁଦାୟ ୫୩୩ଜଣ ପାର୍ଥୀପତ୍ର ଦାଖଲ କରିଥିଲେ ।ଶନିବାର ଯାଂଚ ପରେ ସେମାନଙ୍କ ମଧ୍ୟରୁ ୱାର୍ଡମେମ୍ବର୮ଜଣ ଓ ସମିତିସଭ୍ୟଜଣେଙ୍କୁ ମିଶାଇ ୯ଜଣ କଟିବାପରେ ୫୨୪ଜଣଙ୍କର ପାର୍ଥିପତ୍ର କାଏମ ରହିଥିବାର ବିଡିଓ ପ୍ରଭାକର ପଣ୍ଡା ସୁଚନା ଦେଇଛନ୍ତି ।
କନ୍ଧମାଳ ,୨୨/୧(ଏସଏସନିଉଜ) କନ୍ଧମାଳ ଜିଲ୍ଲା ରାଇକିଆ କାମ୍ବାଗୁଡା ଗାଁରେ ଜେଜେ ମାଁଙ୍କୁ ତଣ୍ଟି ଚିପି ହତ୍ୟା କରିଲା ନାତି । ୮୦ ବର୍ଷର ବୃଦ୍ଧା ସୋରଜିନି ପ୍ରଧାନ ତାଙ୍କ ମାନସିକ ବିକାରଗ୍ରସ୍ତ ନାତି ସହ ରହୁଥିଲେ । ଗତକାଲି ରାତିରେ ନାତି ମନୋଜ ପ୍ରଧାନ ଜେଜେମାଙ୍କୁ ଅତି ନୃଶଂସଭାବେ ହତ୍ୟା କରିଥିବା ବିଷୟରେ ଗାଁଲୋକଙ୍କଠାରୁ ଖବରପାଇ ଆଜି ପୋଲିସ ପହଞ୍ଚି ଶବକୁ ଜବତ କରି ମନୋଜ କୁ ଗିରଫ କରିଛି ।
ଭୁବନେଶ୍ୱର,୨୨/୧(ଏସ ଏସ ନିଉଜ) ଆଜି ଅପରାହ୍ନ ରେ ବାଲେଶ୍ବର ର ସୋରୋ ଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ଯକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ […]
ଭୁବନେଶ୍ୱର,୨୧/୧(ଏସଏସନିୟୁଜ) ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ଦେବେ। କଟକରେ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୁରୀରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସମ୍ବଲପୁରରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ନୟାଗଡ଼ରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁରରେ ସଂସ୍କୃତି ମନ୍ତ୍ରୀ […]