Browsing yearly archive

2022

ଆଜିର ରାଶିଫଳ

୨୦୨୨ମସିହା ଡିସେମ୍ବରମାସ ୦୯ତାରିଖ (ଶୁକ୍ରବାର)ପୌଷମାସ-କୃଷ୍ଣପକ୍ଷ ,ତିଥି-ପ୍ରତିପଦା.ନକ୍ଷତ୍ର-ମୃଗଶିରା ,ସୁର୍ୟୋଦୟ ପ୍ରାତଃ ଘ୦୬/୧୨/୪୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୧୮ ,ବିଛା, ଧନୁ ଓ ମୀନରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର , ଦ୍ୱିତିଆର ପ୍ରାବଣଶ୍ରାଦ୍ଧ ,ପାଣିକଖାରୁ ଦିବା ଘ୧୧/୮ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ । ମେଷ-ଆପଣଙ୍କଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛାହେବ। ଅଫିସ୍ କିମ୍ବା ବ୍ୟବସାୟକ୍ଷେତ୍ରରେ ଅଧିକାରୀମାନଙ୍କସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକଉପରେ ଚର୍ଚ୍ଚାହେବ। ସରକାରୀଲାଭ […]

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ,୭/୧୨(ଏସଏସନିଉଜ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁରନଦୀପଠାରେ ଥିବା ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ବୁଧବାର ଥିଲା ଚତୁର୍ଥ ଦିବସ।୩ଟି ପର‌୍ୟ୍ୟାୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବାବେଳେ ବୁଧବାର ଦୁଇଟି ପର୍ଯ୍ୟାୟରେ କେବଳ ଗ୍ରାମାଂଚଳକୁ ନେଇ ଖେଳ ହୋଇଥିଲା ।ଦୁର୍ଗାସାମନ୍ତରାୟ ମୁଖ୍ୟଅତିଥିଭାବେ ଯୋଗଦେଇ ଚତୁର୍ଥଦିନର ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ।ବୁଧବାର ଗ୍ରାମାଞ୍ଚଳ ବର୍ଗରେ ଦୁଇଟି ମ୍ୟାଚ୍ ଖେଳାଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ସୁପ୍ରିମଫୁଟବଲ କ୍ଲବ ବରାହିପୁର ସହ ମଦନମୋହନସ୍ପୋଟିଂକ୍ଲବ […]

ଦୁଇ ଗୋରୁବୋଝେଇ ଗାଡି ମଧ୍ୟରେ ଧକ୍କା

ବାରଙ୍ଗ,୭/୧୨(ଏସଏସନିଉଜ)ବୁଧବାର ବଢିଭୋରସମୟରେ ସାନମୁଣ୍ଡଳିଗାଁପାଖରେ ଦୁଇଟି ଗୋରୁବୋଝେଇ ଗାଡିଧକ୍କା ହେବାଫଳରେ ଏହିରାସ୍ତାରେ ଗୋଡିସାହିଫଣ୍ଡିଦେଇ ଗୋରୁଚୋରାଚାଳଣ ହେଉଥିବାର ଜଣାପଡିଛି ।ବୁଧବାରବଢିଭୋରସମୟରେ ଓଆର୦୫-ଏଜେଡ୍‌-୫୭୬୧ନଂ ପିକ୍‌ଅପ୍‌ଭ୍ୟାନ ଓ ଓଆର୦୫-ଏଏମ-୪୫୫୬ନଂ ପିକଅପ୍‌ଭ୍ୟାନରେ ୪ଟି ଗୋରୁକୁ ନେଇ ଆଠଗଡପଟରୁ କଟକଆଡକୁ ଆସୁଥିଲେ ।ଦୁଇଟି ଗାଡିଆଗପଛ ହୋଇଆସୁଥିବାବେଳେ ଦୁହିଁଙ୍କ ମଧ୍ୟରେ ସାନମୁଣ୍ଡଳିଗାଁ ପାଖରେ ଧକ୍କାହୋଇଥିଲା ।ଏହାକୁ ନେଇ ଉଭୟଗାଡିଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିବାବେଳେ ସ୍ଥାନୀୟଲୋକମାନେ ପହଁଚିଯାଇଥିଲେ ।ଏହାକୁଦେଖି ଉଭୟଚାଳକ ଗାଡିଛାଡି ଦୌଡିପଳାଯାଇଥିଲେ ।ସ୍ଥାନୀୟଲୋକମାନେ ଦୁର୍ଘଟଣାଘଟାଇଥିବା ଗାଡିରୁ ଦୁଇଟି ଗୋରୁକୁ ଫିଟାଇଦେଇଥିବାବେଳେ ଅନ୍ୟଏକ ଗାଡିରେ ଥିବା ଗୋରୁଦୁଇଟି […]

ସାବାସ! କି ଦାୟିତ୍ୱ

ବାରଙ୍ଗ,୭/୧୨(ଏସଏସନଉଜ)ବିବାଦର ପିଛା ନନ୍ଦନକାନନକୁ ଛାଡୁନଥିବାବେଳେ ଏବେ ପୁଣି ଏକ ନୁଆ ବିବାଦରେ ଛନ୍ଦି ହୋଇଯାଇଛି ନନ୍ଦନକାନନ ।ବୁଧବାରଦିନ ଲାଳନପାଳନକେନ୍ଦ୍ରରେ ରହି ବଢୁଥିବା ସିଂହିଛୁଆ ବର୍ଷା ପାଇଁ ଜନ୍ତୁବିଭାଗର ଚିନ୍ତାବଢିଯାଇଛି ।ଲାଳନପାଳନକେନ୍ଦ୍ରର ଦାୟିତ୍ୱରେ ଥିବା କର୍ମଚାରୀର ଦାୟିତ୍ୱହିନତା ଓ ଜନ୍ତୁବିଭାଗର ଖାମଖିଆଲ ନିତୀ ଯୋଗୁ ବଗିଚାରେ ଖେଳୁଥିବାବେଳେ ପାଚେରୀ ଡେଇଁ ପଳାଯାଇଥିବା ବର୍ଷାକୁ ୪୫ମିନଟ ପରେ ଉଦ୍ଧାର କରାଯାଇଛି । ପ୍ରକାସ ଯେ,ଡାକ୍ତରଖାନାପଛପଟେ ରହିଛି ଲାଳନପାଳନକେନ୍ଦ୍ର ।ଜଣେ ଅସ୍ଥାୟୀକର୍ମଚାରୀ ହାତକୁ ଟେକିଦେଇ ଜନ୍ତୁବିଭାଗ ଠିକାଦାରୀକାମରେ ଲାଗିପଡିଛି ।ଏହି କର୍ମଚାରୀ […]

ଆଜିର ରାଶି ଫଳ

ପୂର୍ଣ୍ଣିମା ,୨୦୨୨ ମସିହା ଡିସେମ୍ବର ମାସ ୦୮ ତାରିଖ (ଗୁରୁବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ,ନକ୍ଷତ୍ର-ରୋହିଣୀ.ସୁର୍ୟୋଦୟ ପ୍ରାତଃ ଘ୦୬/୧୧/୦୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୦୦ ,ତୁଳା ଓ କୁମ୍ଭରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ସ୍ତ୍ରୀ, ତୈଳ ବର୍ଜନ , ମାଛ,ମାଂସ ଦିବା ଘ୯/୧୨ ଗତେ ପାଣି କଖାରୁ ଭକ୍ଷଣ ନିଷେଧ । ମେଷ-ଦିନର ପ୍ରାରମ୍ଭରେ କିଛି ମାନସିକଦ୍ୱନ୍ଦ୍ୱ ହୋଇପାରେ। କିନ୍ତୁ ଆପଣ ସମାଧାନକାରୀ ବ୍ୟବହାର ଆପଣାଇକରି ଅସୁବିଧାକୁ ଠିକକରିନେବେ। ଆଜି ମଧୁରବାଣୀ ଏବଂ ଭାଷାରେ ଆପଣ […]

ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୦୭ ତାରିଖ (ବୁଧବାର) ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ନକ୍ଷତ୍ର-କୃତ୍ତିକା ,ସୁର୍ୟୋଦୟ ପ୍ରାତଃ ଘ୦୬/୧୧/୨୨ ,ସୂର୍ୟ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୪୧ ,କର୍କଟରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବିରି ଦିବା ଘ୭/୪୧ ଗତେ ସ୍ତ୍ରୀ, ତୈଳ ବର୍ଜନ , ମାଛ,ମାଂସଭକ୍ଷଣ ନିଷେଧ । 🐏ମେଷ👉ଆଜି ଆପଣଙ୍କ ଦିନ ଅନୁକୂଳ ଅଟେ। ସୁସ୍ଥ ମନରେ ଆଜି ସମସ୍ତ କାର୍ୟ୍ୟ କରି ପାରିବେ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ପାରିବାରିକ […]

ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲଟୁର୍ଣ୍ଣାମେଣ୍ଟ

  ବାରଙ୍ଗ,୬/୧୨(ଏସଏସନିଉଜ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ମଙ୍ଗଳବାର ଥିଲା ତୃତୀୟ ଦିବସ।୩ଟି ପର୍ୟ୍ୟାୟ ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି।ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟିତ କରିଥିଲେ।ମଙ୍ଗଳବାର ଗ୍ରାମାଞ୍ଚଳ ବର୍ଗରେ ଦୁଇଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ଖେଳା ଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ଗୋଠପୁର […]

ନନ୍ଦନକାନନରେ ଜଙ୍ଗଲମନ୍ତ୍ରୀ

ବାରଙ୍ଗ,୬/୧୨(ଏସଏସନିଉଜ) ମଙ୍ଗଳବାରଦିନ ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜଙ୍ଗଲମନ୍ତ୍ରୀ ପ୍ରଦୀପକୁମାରଅମାତ୍ ପରିଭ୍ରମଣରେ ଆସିଥିଲେ ।ପାଖାପାଖି୧୨ଟାରେ ମନ୍ତ୍ରୀ ନନ୍ଦନକାନନରେ ପହଁଚି ଅପରାହ୍ନ୪ଟାରେ ଫେରିଥିଲେ ।ନନ୍ଦନକାନନରେ ପହଁଚିବାପରେ ଗେଷ୍ଟହାଉସରେ ମଧ୍ୟାନ୍ନଭୋଜନ ସହ ଅଧିକାରିମାନଙ୍କ ସହ ନନ୍ଦନକାନନର ବିକାସ ଓ ହେଉଥିବାଉନ୍ନୟନମୁଳକକାର୍ଯ୍ୟ ଉପରେ ଆଲୋଚନା ସାରି ବଟାନିକାର୍ଲଗାର୍ଡେନର କିଆଖଣିହ୍ରଦର ପୁନଃଉଦ୍ଧାର କାର୍ଯ୍ୟକୁ ଯାଇ ଦୀର୍ଘ ସମୟ ସେଠାରେ ରହି ତର୍ଜମା କରିଥିଲେ ।ଏହାପରେ ବଟାନିକାର୍ଲଗାର୍ଡେନକୁ ସଂଯୋଗକରୁଥିବା ହେଉଥିବା ରାସ୍ତାକାମକୁ ମଧ୍ୟ ଦେଖିଥିଲେ ।ଏହାପରେ ନନ୍ଦନକକାନନକୁ ଆସି ପ୍ରଥମେ ବିହଙ୍ଗସରଣୀକୁ ଯାଇଥିଲେ। ସେଠାରୁ ଆସି ,କୋକିଶିଆଳି […]

ବସୁଦେବଙ୍କ ପୀଠରେ ଗୀତା ଜୟନ୍ତୀ

ମେଣ୍ଢାଶାଳ,୫/୧୨(ଏସଏସ ନିଉଜ)ପ୍ରତ୍ୟେକ ବର୍ଷ ପରି ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଗୀତା ଜୟନ୍ତୀ, ଖୋର୍ଦ୍ଧା ଜିଲ୍ଲାର ମେଣ୍ଢାଶାଳ ଗ୍ରାମର ଶ୍ରୀ ଭଗବତ ବସୁଦେବଙ୍କ ପୀଠରେ ମେଣ୍ଢାଶାଳ ଗୀତା କମିଟିଙ୍କ ଦ୍ଵାରା ପାରମ୍ପାରିକ ରୀତିରେ ପାଳିତ କରାଯାଇଅଛି। ଚଳିତ ଇଂରାଜୀ ବର୍ଷ ୨୦୨୨ ଗୀତା ଜୟନ୍ତୀର ଠିକ୍‌ ୫୧୫୯ ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଏହି ଦିନରେ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇଥିଲେ। ଶ୍ରୀମଦ୍ ଭଗବତ ଗୀତାରେ ୧୮ ଅଧ୍ୟାୟ ଏବଂ ୭୦୦ ଶ୍ଳୋକ ରହିଛି। ଶ୍ରୀମଦ୍ଭଗବତଗୀତା ସବୁ […]

ଆଜିର ରାଶିଫଳ

ପାଷାଣ ଚତୁର୍ଦ୍ଦଶୀ ,୨୦୨୨ ମସିହା ଡିସେମ୍ବର ମାସ ୦୬ ତାରିଖ (ମଙ୍ଗଳବାର)ମାର୍ଗଶୀର ମାସ -ଶୁକ୍ଳପକ୍ଷ, ତିଥି-ତ୍ରୟୋଦଶୀ .ସୁର୍ୟୋଦୟ ପ୍ରାତଃ ଘ୦୬/୧୦/୪୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୨୩ ,ମକରରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ ଦିବା ଘ୬/୪୦ ଗତେ ବିରି ଭକ୍ଷଣ ନିଷେଧ ।  ମେଷ-ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହି କାର୍ଯ୍ୟ କରି ପାରିବେ ଏବଂ ସଶକ୍ତ ଅନୁଭବ କରିବେ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର […]