ନନ୍ଦନକାନନରେ ମୁଖ୍ୟ ଶାସନ ସଚିବ
ବାରଙ୍ଗ,୧୦/୧୨(ଏସଏସନିଉଜ) ମୁଖ୍ୟଶାସନସଚିବ ସୁରେଶଚନ୍ଦ୍ରମହାପାତ୍ର ଶନିବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ ଗସ୍ତକରି ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ପର୍ୟ୍ୟଟକମାନଙ୍କ ନିମନ୍ତେ ଆନୁଷଙ୍ଗିକବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ୟକୁ ତ୍ବରାନ୍ବିତକରିବାକୁ ଅଧିକାରୀମାନଙ୍କୁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟଶାସନସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲଅଞ୍ଚଳ ବୁଲିଦେଖିଛନ୍ତି । ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନକୁ ସଂପ୍ରସାରିତ ହୋଇ ଏହି ଅଞ୍ଚଳରେ ନାଇଟ ସଫାରି ଓ ପକ୍ଷୀସରଣୀ ନିର୍ମାଣ ହେବ । ଏହି କାର୍ୟ୍ୟକୁ […]