ଜମି ପାଇଁ ଟଙ୍କାନେଇ ଦେଲାନାହିଁ

,ବାନ୍ଧିଲା ପୋଲିସ

ବାରଙ୍ଗ,୮/୧୨(ଏସଏସନିଉଜ)ଜମିଦେବାନାମରେ୧୦ଲକ୍ଷଟଙ୍କାନେଇ ଜମିପଞିକରଣ କରାଇ ବାକୁ ସମୟଗଡାଇବା ଓ ନେଇଥିବା ଟଙ୍କା ଫେରାଇବାକୁ କହି ହତ୍ୟାଧମକଦେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଫେରାରଥିବା ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଳଣ କରିଛି ।
ପ୍ରକାସଯେ,ଜନାର୍ଦନ ସାହୁ ନାମକ ବ୍ୟକ୍ତି ଅନ୍ଧାରୁଆ ଗାଁପାଖରେ ଏକ କାରାଖାନାକରିବାପାଇଁ ଜମିକିଣିବା ନିମନ୍ତେ ଅନ୍ଧାରୁଆଗାଁର ପ୍ରମୋଦକୁମାର ମାନ୍ଧାତା ନାମକ ବ୍ୟକ୍ତିଙ୍କ ସହ କଥାବାର୍ତା ହୋଇଥିଲେ ।ପରେ ନେବାକୁଥିବା ଜମି ଦେଖିବାସହ କାଗଜପତ୍ର ଯାଂଚ କରି ଅଗ୍ରିମ ଆକାରରେ ୧୦ଲକ୍ଷ୫୦ହଜାରେ ଟଙ୍କା ଦେଇଥିଲେ ।ପରବର୍ତିିସମୟରେ ଜମି ପଞ୍ଜିକରଣ କରିବାକୁ ଆଇନଗତ ଉତ୍ତରାଧିକାରୀ ସମସ୍ୟା ଦର୍ଶାଇ ପ୍ରମୋଦ ଧରା ଦେଇ ନଥିଲେ ।ଜନାର୍ଦ୍ଦନ ପ୍ରଥମେ ଖଣ୍ଡଗିରି ଓ ପରେ ଚନ୍ଦକାଥାନାରେ ଅଭିଯୋଗ କରିବାପରେ ପୋଲିସ ଉପସ୍ଥିତିରେ ଚୁକ୍ତିନାମା ଅନୁଯାୟୀ ୨୦୧୮ମସିହାରେ ନେଇଥିବା ଟଙ୍କା ଫେରସ୍ତ ଉଦ୍ଦେଶ୍ୟରେ ଜନାର୍ଦ୍ଦନକୁ ଚେକ୍ ଦେଇଥିଲେ ।ଉକ୍ତ ଚେକଟି ବ୍ୟାଙ୍କରେ ପୈଠ ପରେ ହସ୍ତାକ୍ଷର ନମିଶିବାରୁ ଖାରଜ ହୋଇଯାଇଥିଲା ।ଏହାପରେ ପ୍ରମୋଦକୁ ଟଙ୍କାମାଗିବାରୁ ଜନାର୍ଦ୍ଦନକୁ ମାରିଦେବାକୁ ଧମକ ଦେଇଥିବାର ସେସମୟରେ ଅଭିଯୋଗ ହୋଇଥିଲା ।ପୋଲିସ ୯୭/୨୨କେଶନଂରେ ଏକମକଦ୍ଦମାରୁଜୁକରି ତଦନ୍ତ କରିଥିଲା ।ଫେରାରଥିବା ପ୍ରମୋଦକୁ ପୋଲିସ ବୁଧବାରରାତିରେ ଧରି ଗୁରବାରଦିନ କୋର୍ଟଚାଳଣ କରିଛି ।

Comments (0)
Add Comment