Browsing yearly archive

2022

ମୋବାଇଲ୍ ଦୋକାନରୁ ୬୦ଟି ମୋବାଇଲ ଚୋରି

ଯୋଡା,୨୧/୧(ଏସଏସନିୟୁଜ) ବିଳମ୍ବିତ ରାତ୍ରିରେ ଆୟୂଷ କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନ ସଟରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ନାମୀଦାମୀ ବ୍ରାଣ୍ଡର ୬୦ଟି ମୋବାଇଲ ସହ ନଗଦ ୧.୮୦ଲକ୍ଷ ଟଙ୍କା ଚୋରି ହୋଇଥିବା ବିଲେଇ ପଦା ଫାଣ୍ଡିରେ ଅଭିଯୋଗ ହୋଇଛି ।ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅନ୍ତର୍ଗତ ବିଲେଇପଦା ହାଟବଜାର ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ ଧରଣର ଚୋରି ହୋଇଛି ।ଚୋରମାନେ ଦୋକାନରେ ଲାଗିଥିବା ସିସିଟିଭି ଡିଭିଆର ମେସିନକୁ ସାଙ୍ଗରେ ଧରି ନେଇ ପଳାଇଥିବା […]

ବିଜେଡି ପକ୍ଷରୁ ବବିତାରାଉତ ନାମାଙ୍କନ ପତ୍ର ଦାଖଲ କଲେ

ଭୁବନେଶ୍ୱର,୨୧/୧(ଏସଏସନିୟୁଜ)ରାଜନୈତିକ କ୍ଷେତ୍ରରେ ସବୁସମୟରେଚର୍ଚ୍ଚାରେରହିଆସିଛି ଭୁୁବନେଶ୍ୱରବ୍ଲକର ରଘୁନାଥପୁର, ଦାଢା, କଲ୍ୟାଣପୁର, ବରିମୁଣ୍ଡ,ଇଞଣା ଆଦିକୁ ନେଇ ଗଠିତ ୫ପଂଚାୟତ । ଏହି ୫ପଂଚାୟତକୁନେଇ ଗଠିତ ହୋଇଛି ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ । ବହୁ ଚର୍ଚ୍ଚିତ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ଶେଷରେ ଦାଢାଗ୍ରାମପଂଚାୟତର ବାଲିପଡା ଗ୍ରାମର ବବିତା ରାଉତକୁ ବିଜେଡି ପାର୍ଥିନୀ କରିଛି ।ଶେଷଦିନରେ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ […]

ନୟାଗଡ଼ ବାଇପାସକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, ୨୧/୧(ଏସଏସନିୟୁଜ)ଜାତୀୟ ରାଜପଥ-୫୭ରୁ ନୟାଗଡ଼ ଟାଉନ୍ ବାଇପାସ୍ ନିର୍ମାଣକୁ ମଞ୍ଜୁରୀ ମିଳିଥିବାନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିପାଇଁ ୩ ଶହ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ବାଇପାସ୍ ମାଙ୍କପାଲ୍ଲୀରୁ ବଡ଼ପଣ୍ଡୁସର ପର‌୍ୟ୍ୟନ୍ତ ୧୭ କିମି ରାସ୍ତା ନିର୍ମାଣ ପାଇଁ ୧୦୪ କୋଟି ଓ ଜମି ଅଧିଗ୍ରହଣ ପାଇଁ ୧୩୦ କୋଟି ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି ।

ପୁଣି ନବୀନ ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧/୧(ଏସଏସନିୟୁଜ) ପୁଣି ନବୀନ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ। ନିଜ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ଦେଶରେ ସବୁଠୁ ଅଧିକ । ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ପ୍ରଥମ ପସନ୍ଦ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶାର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ନେସନ୍ ପୋଲରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଏକ ନମ୍ବରରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ।ଦ୍ୱିତୀୟ ସ୍ଥାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ […]

କ୍ୟାପିଟାଲ ହସ୍ପିଟାଲରେ କରୋନା ବିସ୍ଫୋରଣ

➡️୧-ସରକାରୀ ଏବଂ ବେସରକାରୀ କର୍ମଚାରୀ ଙ୍କୁ ଭୋଟ୍ ଗ୍ରହଣ ଦିନ ରାଜ୍ୟ ନିର୍ବାଚନ କମିଶନ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ଦେଲେ ନିର୍ଦ୍ଦେଶ । ➡️୨-ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେଲା ବଡ ଘୋଷଣା, ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ ହେବ କଟକଣା ଲାଗୁ। ➡️୩-ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ଯୋଗୁଁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ […]

ଆଜିର ରାଶିଫଳ

ପରମେଶ୍ବରୀ ନମଃ,ମାସ-ମାଘ,ପକ୍ଷ- କୃଷ୍ଣ, ତିଥି- ଦ୍ବିତୀୟା ଦିବା ଘ୦୬ଳ୮-୦୩ମିଗତେ ତୃତୀୟା,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ କନ୍ୟା ତୁଳା ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତଚନ୍ଦ୍ର ନାସ୍ତି ଦିବା ଘ୦୮-୧୩ମିଗତେ ବୃଷ ମିଥୁନ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତଚନ୍ଦ୍ର କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ତୃତୀୟାର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ ,ନିଷିଦ୍ଧ ଖାଦ୍ୟ- ବୋଇତି କଖାରୁ ଦିବା […]

ଆଜିର ଅନୁଚିନ୍ତା

🦋ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ତ ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା ହିଁ କରି ନ ଥାଏ । 🦋ଶବ୍ଦର ଶକ୍ତିକୁ ଅବମାନନା କରନ୍ତୁ ନାହିଁ । ଏକ ଛୋଟ “ହଁ” ଏବଂ ଏକ ଛୋଟ “ନା” ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ । 🦋 ସମାଜ ଆଜି ଏମିତି ହୋଇଯାଇଛି ଯେ ଏଠି ସତ୍ ପଥଗାମୀ ମଣିଷମାନେ ଅବହେଳିତ ଆଉ ଅସତ୍ ପଥଗାମୀ ମଣିଷମାନେ ସମ୍ମାନିତ , […]

ତୃତୀୟଦିନରେ ବାରଙ୍ଗରେ ୧୭୦ ପାର୍ଥିପତ୍ର ଦାଖଲ

ବାରଙ୍ଗ,୧୯/୧(ଏସଏସନିୟୁଜ)ତ୍ରିସ୍ତରୀୟ ପଂଚାୟତନିର୍ବାଚନ ପାଇଁ ସୋମବାରଠାରୁ ଆରମ୍ଭ ହୋଇଯାଇଛି ନାମାଙ୍କନପତ୍ର ଦାଖଲ ।ବୁଧବାର ତୃତିୟ ଦିନରେ ବାରଙ୍ଗବ୍ଲକର ୧୬ଟି ପଂଚାୟତରେ ସମୁଦାୟ୧୭୦ଜଣ ପାର୍ଥିପତ୍ର ଦାଖଲ କରିଛନ୍ତି ।ସେଥିମଧ୍ୟରେ ସରପଂଚ୨୬,ସମିତିସଭ୍ୟ୨୬ ଓ ୱାର୍ଡମେମ୍ବର୧୧୮ଜଣ ରହିଛନ୍ତି ।ବେଲଗଛିଆପଂଚାୟତପାଇଁ ସମିତିସଭ୍ୟ୩, ୱାର୍ଡମେମ୍ବର ୭, ଦାଢାପାଟଣାରେ ୨ସରପଂଚ,୨ସମିତିସଭ୍ୟ ଓ ୮ୱାର୍ଡମେମ୍ବର, ହରିଅନ୍ତା ୨ସରପଂଚ, ୩ସମିତିସଭ୍ୟ ଓ୯ୱାର୍ଡମେମ୍ବର, କୁହ୍ନେଇପଡା ରେ ୨ସରପଂଚ,୧ସମିତିସଭ୍ୟ ଓ୬ୱାର୍ଡମେମ୍ବରପାଇଁ ପାର୍ଥିପତ୍ର ଦାଖଲ କରିଛନ୍ତି ।ସେହିଭଳିଭାବେ କୋରକୋରା ୧ସରପଂଚ,୩,୫ୱାର୍ଡମେମ୍ବର, କୁରାଙ୍ଗଶାସନ ୧ସରପଂଚ, ୨ସମିତିସଭ୍ୟ ଓ୭ୱାର୍ଡମେମ୍ବର, କୁରାଙ୍ଗପ୍ରଧାନ ୧ସରପଂଚ, ୧୨ୱାର୍ଡମେମ୍ବର, ଖର୍ଲଦା ୨ସରପଂଚ,୪ସମିତିସଭ୍ୟ,୧୮ ୱାର୍ଡମେମ୍ବର, […]

୨୬ରୁ ସ୍ବାଭିମାନ ଅଞ୍ଚଳରେ ବୋଟ୍ ଆମ୍ବୁଲାନ୍ସ ସେବା

ମାଲକାନଗିରି,୧୯/୧(ଏସଏସନିୟୁଜ) ଜାନୁଆରି ୨୬ରୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଈଝୠ ପକ୍ଷରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହେବାକୁ ଯାଉଛି ।ଏହାଦ୍ୱାରା ବାଲିମେଳା ଡ୍ୟାମର ଉଭୟ ପାର୍ଶ୍ଵରେ ରୋଗୀଙ୍କୁ ମେଡିକାଲ ସେବା ମିଳିପାରିବ ।ଏହାଦ୍ୱାରା ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବାସହ ଗୁରୁତର ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥା କରିବାନେଇ ଈଝୠ ପକ୍ଷରୁ ସୁଚନା ଦିଆଯାଇଛି ।

ଓଡ଼ିଶାରେ ପହଞ୍ଚିଲା ଓମିସିୟର କିଟ୍

ଭୁବନେଶ୍ୱର, ୧୯/୧(ଏସଏସନିୟୁଜ) ଓଡ଼ିଶାରେ ପହଞ୍ଚିଛି ୫୦ ହଜାର ଓମିସିୟର କିଟ୍ । ଏହି କିଟ୍ ଦ୍ୱାରା ଓମିକ୍ରନ ଭାରିଆଣ୍ଟ ଶୀଘ୍ର ଚିହ୍ନଟ ହୋଇପାରିବ । ଓମିକ୍ରନ ଚିହ୍ନଟ ପାଇଁ ଆଉ ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ଆବ୍ୟଶ୍ୟକ ହେବନି । ଓମିସିୟର ହେଉଛି ଦେଶର ପ୍ରଥମ ସ୍ୱଦେଶୀ ପରୀକ୍ଷା କିଟ୍ । ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଏହି କିଟ୍ ତିଆରି କରିଛି । ୫ ଲକ୍ଷ ଓମିସିୟର କିଟ୍ ଆଣିବାକୁ ଅର୍ଡର ଦିଆଯାଇଥିବାର ଜଣାପଡିଛି ।