୨୬ରୁ ସ୍ବାଭିମାନ ଅଞ୍ଚଳରେ ବୋଟ୍ ଆମ୍ବୁଲାନ୍ସ ସେବା

ମାଲକାନଗିରି,୧୯/୧(ଏସଏସନିୟୁଜ) ଜାନୁଆରି ୨୬ରୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଈଝୠ ପକ୍ଷରୁ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହେବାକୁ ଯାଉଛି ।ଏହାଦ୍ୱାରା ବାଲିମେଳା ଡ୍ୟାମର ଉଭୟ ପାର୍ଶ୍ଵରେ ରୋଗୀଙ୍କୁ ମେଡିକାଲ ସେବା ମିଳିପାରିବ ।ଏହାଦ୍ୱାରା ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବାସହ ଗୁରୁତର ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥା କରିବାନେଇ ଈଝୠ ପକ୍ଷରୁ ସୁଚନା ଦିଆଯାଇଛି ।

Comments (0)
Add Comment