Browsing yearly archive

2022

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା

ଭୁବନେଶ୍ୱର, ୧୯/୧(ଏସଏସନିୟୁଜ)ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କରାଯାଇଛି । ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ କଟକଣା ଲାଗୁ କରାଯାଇଛି । ଏହା ସହିତ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଭୋଟ ହେବାର ୪୮ ଘଣ୍ଟା ପୂର୍ବ ସମୟ […]

ଆଜିର ରାଶିଫଳ

ମାଘ- କୃଷ୍ଣପକ୍ଷ,ତିଥି- ପ୍ରତିପଦ,ମକର ରାଶିର ଘାତବାର,ପ୍ରତିପଦ। ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପାଣିକଖାରୁ ଭକ୍ଷଣ ନିଷେଧ। ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ ସିଂହ ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର କନ୍ୟା ରାଶିର ଘାତ ଚନ୍ଦ୍ର,ମେଷ: ଆୟଯୋଗ,ବୃଷ:ଧନକ୍ଷୟ,ମିଥୁନ: ଯଶଲାଭ, କର୍କଟ: ଶ୍ରୀ ଚନ୍ଦ୍ର, ସିଂହ:ରୋଗପୀଡା, କନ୍ୟା: ପ୍ରୀତିଲାଭ, ତୁଳା: ଭ୍ରମଣ ଯୋଗ, ବିଛା: ଆଶାବାଦୀ,ଧନୁ: ସମ୍ମାନିତ,ମକର: ଉତ୍ସାହିତ, କୁମ୍ଭ : ପ୍ରତିରୋଧ, ମୀନ: ପ୍ରୀତିଲାଭ। ମେଷ:ମନରେ […]

ଟିକା ନ ନେଲେ ଖେଳି ପାରିବନି…..

୧. ଭାରତ ପୁଞ୍ଜିନିବେଶର ଏକ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବିଶ୍ବ ଅର୍ଥନୀତି ଫୋରମ୍‌ର ‌ଡାଭୋସ୍ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି । ୨. ପଜିଟିଭ୍ ହାରରେ ବି ସର୍ବକାଳୀନ ଦିନିକିଆ ରେକର୍ଡ, ସୁନ୍ଦରଗଡ଼ ଜିଲ୍ଲାର ପଜିଟିଭ୍ ହାର ୫୫% । ୩. ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଶାନ୍ତିଦେବୀ -ସାତ ଦଶନ୍ଧିର ନିରବଚ୍ଛିନ୍ନ ସେବାରେ ପଡିଛି ପୂର୍ଣ୍ଣଚ୍ଛେଦ । ୪. ଆଗାମୀ ଇଣ୍ଡିଆନ ପ୍ରିମିୟର […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ମୃତ୍ୟୁ କାଳରେ ଧନ, ସମ୍ପଦ, ଯଶ, ଗୌରବ କିଛି ସାଥିରେ ଯାଏ ନାହିଁ । କେବଳ କର୍ମ ହିଁ ମଣିଷକୁ ଅମର ରଖେ !! ➡️”ଅନ୍ୟର ମଙ୍ଗଳ କାମନା କରିଥିବା ଲୋକ ହିଁ ଆତ୍ମ ଶାନ୍ତି ଲାଭ କରିପାରେ !!” ➡️”ଧର୍ମର ଅନ୍ୟ ଅର୍ଥ ସତ୍ କର୍ମ ଓ ପରୋପକାର !! ➡️”ଇନ୍ଦ୍ରୀୟ ସଂଯମ, ଜୀବନ ଦୟା, ଆତ୍ମବତ୍ ନୀତିରେ ଚାଲିଲେ ବୁଦ୍ଧିର ଶୁଦ୍ଧି ଘଟିଥାଏ !! ➡️”କର୍ମ ଘେନି ମଣିଷ ଛୋଟ ବଡ, […]

ଆଜିର ରାଶିଫଳ

ପୌଷ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ରାତ୍ରି ଘ ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୫/୧୪ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୯/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୫୮ ,କନ୍ୟା ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆମିଷ ରାତ୍ରି ଘ ୦୫/୧୬ ଗତେ ପାଣିକଖାରୁ ଭକ୍ଷଣ ନିଷେଧ !! ମେଷ– ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ | ପରିବାରରେ ମନୋମାଳିନ୍ୟ ଦେଖାଦେବ […]

ଆଜିର ଅନୁଚିନ୍ତା 

ଆଜିର ନୀତିବାଣୀ  ➡️”ମୃତ୍ୟୁ ସଦା ଜାଗ୍ରତ । ସେ କେବେ ଶୋଇପାରେନା । ପ୍ରତି ମୁହୂର୍ତରେ ସେ ଅପେକ୍ଷା କରୁଥାଏ କାହାକୁ ନା କାହାକୁ । ମୃତ୍ୟୁ ପ୍ରତି ସମସ୍ତେ ସଚେତନ ହୋଇ କାମ କରିବା ଆବଶ୍ୟକ !! ➡️”ଜୀବନର ଲକ୍ଷ୍ୟ ମନ୍ଦ କାର୍ଯ୍ୟ ନୁହେଁ, ଭଲ କାମ ଓ ପରୋପକାର ଅଟେ !! ➡️”ପ୍ରାଣୀ ଯେପରି କର୍ମ କରେ ସେପରି ଫଳ ପାଇଥାଏ । ସତ୍ କର୍ମହିଁ ଶ୍ରେଷ୍ଠ ଧର୍ମ । ସତ୍ କର୍ମ କରିନପାରିଲେ […]

ମୁହଁ ଫେରାଉଛି କରୋନା

୧. ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ଟୋକିମରା’ ପର୍ବ ପର୍ଯ୍ୟାୟକ୍ରମେ ପାଳିତ ହୋଇଛି । ୨. ଉତ୍ତରାଖଣ୍ଡ ନିର୍ବାଚନ ୨୦୨୨ ପୂର୍ବରୁ ଜଙ୍ଗଲ ମନ୍ତ୍ରୀ ହରକ ସିଂ ରାୱତଙ୍କୁ ଦଳ ବିରୋଧୀ ବିବୃତ୍ତି ପାଇଁ କ୍ୟାବିନେଟରୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ୩. ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନିକୁ ନିଜର ଦାବି କଲା ନେପାଳ, ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଭାରତକୁ କଲା ଅପିଲ । ୪. ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଛି […]

ବିଜେପିର ୭ ଜଣିଆ ପରିଚଳନା କମିଟି ଘୋଷଣା

ଭୁବନେଶ୍ୱର, ୧୬/୧(ଏସ୍‌ଏସ୍‌ନିଉଜ) ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାପରେ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବିଜେପିର ୭ ଜଣିଆ କମିଟି ଘୋଷଣା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ନିର୍ବାଚନ ପରିଚାଳନା କମିଟିରେ ଜୁଏଲ ଓରାମ, ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର, ମୋହନ ମାଝୀ, ଅନିତା ଶୁଭଦର୍ଶିନୀ, ଗୋଲକ ମହାପାତ୍ର, ଶଙ୍କର ପରିଡ଼ା ସଦସ୍ୟ ରହିଥିବାର ଜଣାପଡିଛି ।  

ସେକ୍ସ ରାକେଟ ଠାବ

କଟକ, ୧୬/୧(ଏସ୍‌ଏସ୍‌ନିଉଜ) ଏକ ହୋଟେଲରେ ସେକ୍ସ ରାକେଟ ଚାଲୁଥିବାବେଳେ କମିସିନେରେଟ ପୋଲିସ ଚଢଉ କରିଛି ।କମିସିନେରେଟ ପୋଲିସର ମର୍କତନଗର ପୋଲିସ ବିଶେଷସୁତ୍ରରୁ ଖବର ପାଇଁ ସିଡିଏର ଏକ ହୋଟେଲରେ ଚଢଉ କରିଥିଲା ।ଚଢଉ ସମୟରେ ୨ ଯୁବତୀ ଉଦ୍ଧାର ହେବା ସହ ଜଣକୁ ଗିରଫ କରିଥିବାର ଜଣାପଡିଛି ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନୂଆପଡ଼ା,କଳାହାଣ୍ଡି ଜିଲ୍ଲା ଗସ୍ତ

ଭୁବନେଶ୍ୱର,୧୬/୧(ଏସ୍‌ଏସ୍‌ନିଉଜ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଆଜି ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ଗୁଇନ୍ଦା ନିର୍ଦ୍ଦେଶକ, ଶ୍ରୀ ଲଳିତ ଦାସ, ଆଇଜି (ଅପରେସନ୍‌) ଶ୍ରୀ ଅମିତାଭ ଠାକୁର, ଡିଆଇଜି(ଏସ୍‌ଆଇଡବ୍ଲ୍ୟୁ) ଶ୍ରୀ ଅନିରୁଦ୍ଧ ସିଂଙ୍କ ସମେତ ଉଭୟ ଜିଲ୍ଲାର ଏସ୍‌ପି ପ୍ରମୁଖ ସାମିଲ ହୋଇଥିଲେ । ଉଭୟ ଜିଲ୍ଲା ଗସ୍ତ ସମୟରେ ଡିଜିପି ଶ୍ରୀ ବଂସଲ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ […]