Browsing yearly archive

2022

ସକାଳେ ଆୟକର ବିଭାଗ ଓ ସନ୍ଧ୍ୟାରେ ଜିଏସଟି ରେଡ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ‌ଆଜି ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ କରିଛି। ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରିଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ସଶସ୍ତ୍ର ଉଜଚୠ ଉପସ୍ଥିତିରେ ଚଢ଼ାଉ କରିଛି କେନ୍ଦ୍ରୀୟ ଟିମ୍ । ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍ ।ପଦ୍ମପୁରରେ ଥିବା […]

ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଗାଡ଼ି ଯାଞ୍ଚ

ଭୁବନେଶ୍ୱର,୨୮/୧୧(ଏସଏସନିଉଜ) ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଗାଡ଼ି ଅଟକାଇ ଯାଞ୍ଚ କରିଛି ପୋଲିସା ପଦ୍ମପୁର ପ୍ରଚାରପାଇଁ ଗଲାବେଳେ ରାସ୍ତାରେଅଟକାଇଥିଲା ପୋଲିସ । ଗାଡ଼ିଯାଞ୍ଚକୁ ସହଯୋଗ କରିବାସହ ପୋଲିସକୁ ପ୍ରଶ୍ନ କଲେ ପ୍ରତାପ । ଏତେଗାଡ଼ି ଯାଞ୍ଚ ହେଉଥିବାସତ୍ତ୍ୱେ ଟଙ୍କା କିଭଳି ଯାଉଛି ବୋଲି ପଚାରିଥିଲେ ।

ଦମ୍ପତିଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

ଉଦଳା,୨୮/୧୧(ଏସଏସନିଉଜ)ପେଟ୍ରୋଲଢାଳି ଘର ଜାଳିଦେଇଛନ୍ତି ଦୁର୍ବୃତ୍ତ । ଏହାଫଳରେ ସ୍ୱାମୀଓସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଦଳାଥାନା କଳିଅଳମ ପଞ୍ଚାୟତ ନୂଆସାହିରେ ଦଂପତିଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।ରାତିରେ ଶୋଇଥିଲାବେଳେ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛନ୍ତି ଗାଁର ୨ଜଣବ୍ୟକ୍ତି ।ଏହି କାଣ୍ଡ କରିବାପରେ ଫେରାର ହୋଇଯାଇଛନ୍ତି । ଅନ୍ୟଘରେ ଶୋଇଥିବା ୪ ଝିଅ ସୁରକ୍ଷିତ ଥିବାର ଜଣାପଡିଛିା ତେବେ ନିଆଁ ଲଗାଇବାର ପକୃତ କାରଣ ଜଣାପଡିନାହିଁ ।  

ବିଚାରପତିଙ୍କୁ ଛୁରା ଦେଖାଇଲେ ଯୁବକ

ବ୍ରହ୍ମପୁର,୨୮/୧୧(ଏସଏସନିଉଜ) ବିଚାରପତିଙ୍କୁ ଛୁରା ଦେଖାଇ ଜଣେ ଯୁବକ ଅଟକ ଅଛନ୍ତି । ଶୁଣାଣି ଚାଲିଥିବା ବେଳେ ଝଊଔଗଙ୍କୁ ଛୁରା ଦେଖାଇଥିଲେ ଯୁବକ । ଏକମାମଲାର ଶୁଣାଣି ଚାଲିଥିବାବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଘଟଣାପରେ ବୈଦ୍ୟନାଥପୁରଥାନାରେ ଅଭିଯୁକ୍ତ ଯୁବକ ଅଟକ ଥିବାର ଜଣାପଡିଛି ।

ଆଜିର ରାଶିଫଳ

କୁରାଳପଞ୍ଚମୀ ,୨୦୨୨ ମସିହା ନଭେମ୍ବର ମାସ ୨୮ତାରିଖ (ସୋମବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃଘ୦୬/୦୬/୪୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୨/୧୩ ,ମିଥୁନରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପ୍ରାବଣଶ୍ରାଦ୍ଧ ,ବେଲ , ନିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ରାହୁ ଓ ଚନ୍ଦ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କସହ ସାମାନ୍ୟ ତିକ୍ତତା ସୃଷ୍ଟିହୋଇପାରେ। ସାମାଜିକସ୍ତରରେ ମନଭୁଲାଣିଆ କଥାକହି ପରିସ୍ଥିତିକୁ ସମ୍ଭାଳିନେବେ। ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ସାହିତ୍ୟ, ସଙ୍ଗୀତକ୍ଷେତ୍ରରୁ ସୁଫଳମିଳିବ। ପ୍ରତ୍ୟେକକ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହେବେ। ବୃଷ-ଆପଣ କଥାବାର୍ତ୍ତାର […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୨୭ ତାରିଖ (ରବିବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୫/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୪୪ ,ମେଷରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ଚର୍ତୁଥୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ମୂଳା ବେଲ ଭକ୍ଷଣ ନିଷେଧ । ମେଷ-ନିଜରକାର୍ଯ୍ୟସାଧନ ସକାଶେ ମନ ବୁଝିଲାଭଳି କଥାକହି ବନ୍ଧୁଙ୍କୁ ଆପଣେଇନେବେ। ଆର୍ଥିକସ୍ଥିତି ପୂର୍ବପରି ରହିବ ଏବଂ ଅଭାବବୋଧ ବିଶେଷ ବାଧିବନାହିଁ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ […]

ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା

ଭୁବନେଶ୍ୱର,୨୫/୧୧(ଏସଏସନିଉଜ)ଡିସେମ୍ବର ପହିଲା ସୁଦ୍ଧା ଶୀତ ସହାୟତା । ଶୀତ ସହାୟତା ବାବଦ ୩ ଶହ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭତ୍ତା ପାଉଥିବା ୪୮ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସହାୟତା । ଶୀତ ସହାୟତା ପାଇଁ ରାଜ୍ୟ ସରକାର ମଂଜୁର କଲେ ୧୪୬ କୋଟି ଟଙ୍କା । ପ୍ରତି ଦୁଇ ବର୍ଷରେ ଥରେ ହିତାଧିକାରୀଙ୍କୁ ମିଳିଥାଏ ଶୀତ ସହାୟତା.ା

ଆଜିର ରାଶିଫଳ

ରମ୍ଭା ତୃତୀୟା ,୨୦୨୨ମସିହା ନଭେମ୍ବରମାସ୨୬ତାରିଖ (ଶନିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ତୃତୀୟା.ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୪୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୫୦ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ତୃତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ପୋଟଳ , ମୂଳା ଭକ୍ଷଣ ନିଷେଧ । ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ […]

ସ୍ୱାସ୍ଥ୍ୟପାଇଁ ବରଦାନ ସାଜିଛି ୪ଟିଜିନିଷ

ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହା ମାନସିକଶାନ୍ତି ପ୍ରଦାନ କରିବାସହ ମସ୍ତିଷ୍କକୁ ସୁସ୍ଥରଖିଥାଏ। ଏହାସହ ଭିଟାମିନ-ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟପାଇଁ ଖୁବ ଉପକାରୀ। ଏହା ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି କରିଥାଏ। ତେଜପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲଗୁଣ ସହ ଏହା ପାଚନପାଇଁ ମଧ୍ୟ ଉପକାରୀ। ଏଥିରେଥିବା ଏକପ୍ରକାର ପୋଷକତତ୍ତ୍ୱ ବିଭିନ୍ନ ଯନ୍ତ୍ରଣାକୁ ଦୂରକରିଥାଏ। ଏହି ପତ୍ରକୁ ବ୍ୟବହାରଦ୍ୱାରା ଥଣ୍ଡା,ଜ୍ୱର,କାଶଆଦି ସମସ୍ୟା ଦୂର ହୋଇଥାଏ। ଏହା ଗ୍ୟାଷ୍ଟ୍ରିକ,ପାଚନର ଅନେକ ସମସ୍ୟାକୁ ଦୂରକରିଥାଏ। ପୁଦିନାପତ୍ରରେ ବିଭିନ୍ନ ପୋଷକତତ୍ତ୍ୱ ଭରପୁର ପରିମାଣରେରହିଛି। […]

କଲେଜ ଛାତ୍ରୀଙ୍କୁ ଧକ୍କାଦେଲା ବାଲିବୋଝେଇ ଟ୍ରକ

କଟକ ,୨୫/୧୧(ଏସଏସନିଉଜ) ଶୁକ୍ରବାରଦିନ ତନିଟା ସମୟରେ ଖଲର୍ଦା ବଜାର ଉପରେ ବାଲିବୋଝେଇ ହାଇୱା ଜଣେ କଲେଜଛାତ୍ରୀଙ୍କୁ ଧକ୍କାଦେଇଛି ।ନନ୍ଦନକାନନଥାନାଅର୍ନ୍ତଗତ ବାଲିପଡା ଗ୍ରାମର ଶୁଭଲକ୍ଷ୍ମୀ ପଢୀଆରୀ ନାମକ ଛାତ୍ରୀ ଗୋବିନ୍ଦପୁର କଲେଜରେ ପଢୁଥିଲେ ।ଆଜି ତାଙ୍କ ସ୍କୁଟି ନଂ ଓଡି-୦୫-ବିସି-୯୩୯୦ ଯୋଗେ ଘରକୁ ଫେରୁଥିବାବେଳେ ଗୋବିନ୍ଦପୁରଥାନା ଅନ୍ତର୍ଗତ ସିମଳଦା ବାଲିଘାଟରୁ ବାଲି ବୋଝେଇକରି ପ୍ରତାପନଗରୀ ଅଭିମୁଖେ ଆସୁଥିବା ଓଡ୧୮ଏଫ-୨୦୦୨ନମ୍ବର ହାଇୱାଟି ଖଲର୍ଦ୍ଧା ବଜାର ଉପରେ ସ୍କୁଟିକୁ ପଛପଟରୁ ଧକ୍କାଦେଇଥିଲା ।ଫଳରେ ଛାତ୍ରୀ ଜଣଙ୍କୁ ଗୁରୁତର ଅହତ ହୋଇଥିବାବେଳେ ସ୍ଥାନୀୟ […]