ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟପରିଜା
ଭୁବନେଶ୍ୱର,୨୩/୧୧(ଏସ ଏସନିଉଜ)ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟ ପରିଜା ।କହିଲେ- କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଛନ୍ତି।ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ।
Browsing yearly archive
ଭୁବନେଶ୍ୱର,୨୩/୧୧(ଏସ ଏସନିଉଜ)ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ବର୍ଷିଲେ ଅକ୍ଷୟ ପରିଜା ।କହିଲେ- କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଛନ୍ତି।ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ।
ସୁବର୍ଣ୍ଣପୁର,୨୩/୧୧(ଏସଏସ ନିଉଜ) କଳାପଥର ଛକ ନିକଟରେ ବାଇକକୁ ଧକ୍କା ଦେଲା ବସ।ଦୁର୍ଘଟଣାରେ ସ୍ତ୍ରୀ ମୃତୁବରଣ କରିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ସୋନପୁରରେ ଥିବା ଏକ ମନ୍ଦିରକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
ମହୋଦଧି ଅମାବାସ୍ୟା ଓ ଶ୍ରୀମନ୍ଦିରେ ମଧ୍ୟ ଦେବଦୀପାବଳୀ ,୨୦୨୨ ମସିହା ନଭେମ୍ବର ମାସ ୨୩ ତାରିଖ (ବୁଧବାର) ମାର୍ଗଶୀରମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ.ସୁର୍ୟୋଦୟ ପ୍ରାତଃ ଘ୦୬/୦୩/୦୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୦୫ ,କର୍କଟରାଶିର ଘାତବାର ,ଅମାବାସ୍ୟାର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ମାଛ, ମାନ୍ସ ଭକ୍ଷଣ ନିଷେଧ । ମେଷ-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା […]
ମେଣ୍ଢାଶାଳ,୨୧/୧୧(ଏସଏସନିଉଜ) ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥା ଅନୁକୁଲ୍ୟରେ କୃଷିବିଜ୍ଞାନବିଭାଗର ୪ର୍ଥବର୍ଷ ଶିକ୍ଷାର୍ଥୀମାନଙ୍କୁ ନେଇ ଏକ କାର୍ଯ୍ୟଦକ୍ଷତା ଶିବିର ମେଣ୍ଢାଶାଳଗ୍ରାମପଂଚାୟତକାର୍ଯ୍ୟାଳୟ ପରିସରରେ ମଙ୍ଗଳବାରଦିନ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାର୍ଥୀମାନଙ୍କୁ ଗ୍ରାମାଂଚଳର ଚାଷକାର୍ଯ୍ୟ କାର୍ଯ୍ୟଦକ୍ଷତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଡ.ସୈାମ୍ୟାମିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେଣ୍ଢାଶାଳ ପଂଚାୟତ ସରପଂଚ କୈାଶଲ୍ୟା ବଳିୟାରସିଂହ, ସେବାସମବାୟସମିତିସଭାପତି ମହେନ୍ଦ୍ରକୁମାରପ୍ରଧାନ ସହଯୋଗ କରିଥିଲେ ।ଛାତ୍ରୀମାନେ ରଙ୍ଗସାହାର୍ଯ୍ୟରେ ଏକ ନକ୍ସା ପ୍ରସ୍ତୁତକରି ଗ୍ରାମର ଗୁରୁତ୍ୱପୁର୍ଣ ଜାଗାକୁ ଚିହ୍ନଟ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)
ବାରଙ୍ଗ,୨୨/୧୧(ଏସଏସନିଉଜ)ମଙ୍ଗଳବାରଦିନ ଏସୀୟସିଂହୀ ବିଜଲୀ ତାର ତୃତୀୟଗର୍ଭରୁ ୪ଟି ଶାବକକୁ ଜନ୍ମ ଦେଇଛି।ପ୍ରଥମଶାବକକୁ ୨ଟା୩୨,ଦ୍ୱତୀୟଶାବକକୁ୪ଟା୧୬,ତୃତୀୟଶାବକକୁ୫ଟା୩୬ ଓ ଚତୁର୍ଥଶାବକକୁ ୭ଟା୨୧ରେ ଜନ୍ମଦେଇଛି ।ବିଜଲୀର ନବଜାତ ଛୁଆ ୪ଟି ସୁସ୍ଥ ଥିବାବେଳେ ମା\’ ସେମାନଙ୍କୁ ତା ଜିଭରେ ଚାଟୁଥିବା ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି।ତେବେ ଜନ୍ମିତ ଛୁଆ ୪ଟିର ଲିଙ୍ଗଚିହ୍ନଟ ହୋଇନାହିଁ ।ସିଂହ ସମ୍ରାଟ ସହ ସିଂହୀ ବିଜଲୀର ମିଳନ ଗତ ଅଗଷ୍ଟ ମାସରେ ହୋଇଥିଲା।ପରେ ସେ ଗର୍ଭବତୀ ହୋଇଥିଲା।ଏହାପରେ କର୍ତ୍ତୁପକ୍ଷ ବିଜଲୀ ପ୍ରତି ସ୍ବତନ୍ର ଦୃଷ୍ଟି ଦେଇଥିଲେ।ସିଂହସଫାରୀ ଫିଡିଙ୍ଗ ଚାମ୍ବର […]
ମାଲକାନଗିରି,୨୨/୧୧(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଆଗେଇ ନେବ । ଭିଡିଓକନ୍ଫରେନ୍ସିଂ ଜରିଆରେ ପ୍ରକଳ୍ପ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ମାଲକାନଗିରି ସବୁବେଳେ ମୋପାଇଁ ସ୍ବତନ୍ତ୍ର ହୋଇରହିଛି । ମାଲକାନଗିରିର ବିକାଶକାମ ମୋତେ ସବୁଠାରୁ ଅଧିକଖୁସି ଦେଇଥାଏ। ମୋର ପୂର୍ଣ୍ଣବିଶ୍ବାସ, […]
ଭୁବନେଶ୍ୱର,୨୨/୧୧(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନେତା। ମୁଖ୍ୟମନ୍ତ୍ରୀଙ୍କୁ ୧୨ ଦଫା ଦାବିପତ୍ର ଦିଆାଯାଇଛି । ମୁଖ୍ୟତଃ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବାଟ ଜଣାପଡିଛି।
ଢେଙ୍କାନାଳ,୨୨/୧୧(ଏସଏସ ନିଉଜ) ଯୋରନ୍ଦା ମହିମା ପୀଠରେ ଜବରଦଖଲ ଉଚ୍ଛେଦ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢ଼ା , କୌପୁନି ସମାଜର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଉଛି। ଉପଜିଲ୍ଲାପାଳ ସ୍ୱତନ୍ତ୍ର ମାଜିଷ୍ଟ୍ରେଟେଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେରଖି ୪ପ୍ଲାଟନଫୋର୍ସ ମୁତୟନ କରାଯାଇଛି। ୨ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି।
ବାରଙ୍ଗ,୨୨/୧୧(ଏସଏସନିଉଜ) ଚନ୍ଦକାଥାନା ଅଧିନସ୍ଥ ପାଇକରାପୁର ପାହାଡ଼ତଳୁ ମଙ୍ଗଳବାର ସକାଳୁ ଏକ ମୃତଦେହକୁ ଢାବ କରିଛି ପୋଲିସ । ମୃତ ଯୁବକ ହେଉଛନ୍ତି ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁର ବଂଶିଧର ବେହେରାାସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ । ଗତକାଲି କେତେକ ଲୋକ ସେଠାରେ ଭୋଜି କରୁଥିଲେ। ସେମାନେ ବଂଶୀଧରଙ୍କୁ ପିଟିବାସହ ପଥରରେ ଛେଚି ମାରି ଦେଇଥିବା କୁହାଯାଉଛି। ଖବରପାଇ ଚନ୍ଦକାଥାନାପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ପ୍ରାଥମିକ ଅନୁସନ୍ଧାନରୁ ପୂର୍ବ ଶତ୍ରୁତାକୁ ନେଇ […]
ଭୁୁବନେଶ୍ୱର,୨୨/୧୧(ଏସଏସନିଉଜ) ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ।ନାପିଅରରେ ଉଭୟ ଦଳ ମୁହାଁମୁହିଁ ହେବେ। ସିରିଜର ପ୍ରଥମମ୍ୟାଚ ବର୍ଷାଦ୍ୱାରା ଧୋଇ ହୋଇଯାଇଥିଲା। ଏଥିସହିତ ଦ୍ୱିତୀୟ ଟି-୨୦ରେ ଭାରତୀୟଦଳ ୬୫ରନରେ ଜିତିଥିଲା।ଏହି ବିଜୟସହିତ ଟିମଇଣ୍ଡିଆ ସିରିଜରେ୧-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଭାରତୀୟଦଳ ଏହି ସିରିଜଜିତିବାକୁହେଲେ ଶେଷମ୍ୟାଚ ଜିତିବାକୁ ପଡ଼ିବ।ଟସ ସକାଳ ୧୧.୩୦ରେ ହେବ।