Browsing daily archive

April 4, 2023

ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ୫ତାରିଖ ବୁଧବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଶ୍ରୀବିଷ୍ଣୁ ଦମନକ ଯାତ୍ରା, ଲଙ୍କାପୋଡି଼ ପ୍ରସ୍ତାବ, ହିଙ୍ଗୁଳା ଯାତ୍ରା, ଅଦ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟ ଦାନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୧/୬ ,ସୂର୍ଯ୍ୟାସ୍ତ- ଘ୫/୫୮/୬ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀ ଦିବା ଘ୯/୩୪ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ûଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ। ଦିବା ଘ୯/୩୪ମି ପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ ଓ ରବିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ବୃଷରାଶିର ଘାତଚନ୍ଦ୍ର।କର୍କଟରାଶିର ଘାତବାର।ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ […]

ବେବିକେୟାର ସେଂଟରରେ ଏକାଠି ଖେଳୁଛନ୍ତି

ବାରଙ୍ଗ,୪ା୪(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଏକାଠି ଖେଳୁଛନ୍ତି ୩ପ୍ରଜାତିର ହିଂସ୍ରବନ୍ୟଜନ୍ତୁ । ଏହି ବିରଳ ଦୃଶ୍ୟ ନନ୍ଦନକାନନ ଡାକ୍ତରଖାନାର ବେବିକେୟାର ସେଂଟରରେ ଦେଖିବାକୁ ମିଳିଛି ।ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ମାଛେଉଣ୍ଡ ୩ପ୍ରଜାତିର ତିନିଛୁଆ ସିଂହ, ଭାଲୁ ଆଉ ଗଧିଆଶାବକ ଏକାଠି ଖେଳୁଛନ୍ତି ।ମାର ସୁଖ ସିନା ହରାଇଛନ୍ତି ମାକୋଳରୁ ଦୁରେଇଦେବାପରେ ଏମାନେ ସତେଜେମିତି ନୁଆ ଜୀବନ ପାଇଛନ୍ତି ।ସବୁକିଛି ଭୁଲିଯାଇ ଗୋଟେ ମାପେଟରୁ ଜନ୍ମହେଲାଭଳି ସ୍ନେହ ସେମାନଙ୍କଠାରେ ଦେଖିବାକୁ ମିଳିଛି ।ସମୟ ଯେମିତି ଏମାନଙ୍କୁ ଏକାଠି […]

ନନ୍ଦନକାନନରେ ପଶିଲା ଗୋଟିକିଆ ଦନ୍ତା

ବାରଙ୍ଗ,୪ା୪(ଏସଏସନିଉଜ)ଦୀର୍ଘଦିନର ବ୍ୟବଧାନପରେ ପୁଣି ନନ୍ଦନକାନନରେ ପଶିଛି ଚନ୍ଦକାଜଙ୍ଗଲିଦନ୍ତାହାତୀ ।ଏଥର ରାତିରେ ନୁହେଁ ବଢିଭୋର ସମୟରେ ନନ୍ଦନକାନନ ପରିସରକୁ ପଶିଥିବାର ଜଣାପଡିଛି ।ମଙ୍ଗଳବାର ଏହା ଜଣାପଡିବାପରେ ନନ୍ଦନକାନନ କର୍ତୁପକ୍ଷଙ୍କ ପାଇଁ ଦନ୍ତାକୁ ନେଇ ଚିନ୍ତା ବଢିଯାଇଛି । ପୁର୍ବରୁ ଏହି ଦନ୍ତାଟି ଯେଉଁ ସୁରକ୍ଷାପ୍ରାଚୀର ଭାଙ୍ଗି ଭିତରକୁ ପଶିଥିଲା ସେହିସ୍ଥାନକୁ ଆବଦ୍ଧ କରାଯାଇଥିବା ତାରଜାଲିକୁଭାଙ୍ଗି ଏଥର ଭିତରକୁ ପଶିଛି ଗୋଟିକିଆ ଦନ୍ତା ।ଦନ୍ତାଟି ୧୦ନଂ ଫାଟକ ପଛପଟ ଓ ବାଘସଫାରୀ ପଛପଟ ଜଙ୍ଗଲରେ ଦିନତମାମ ରହିଛି ।କାଳେ ହାତୀସଫାରି […]

ମୋବାଇଲ ଫୋନ ଲୁଟି ଫୋରର ଥିବା ଯୁବକ ଧରାପଡିଲା

ବାରଙ୍ଗ,୪ା୪(ଏସଏସନିଉଜ)ରାସ୍ତାପଚାରିବା ବାହାନାରେ ମୋବାଇଲଫୋନ ଲୁଟିବା ଅଭିଯୋଗରେ ମଙ୍ଗଳବାରଦିନ ଚନ୍ଦକାଥାନା ପୋଲିସ ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛି ।ଗିରଫ ଯୁବକ ହେଉଛନ୍ତି ମଳୟମଲ୍ଲିକାତାଙ୍କ ନିଜ ଘର ପଟାମୁଣ୍ଡାଇ ନିମାପୁର ଶାସନ ଗ୍ରାମରେ ହୋଇଥିବାବେଳେ ସେ ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାରେ ରହୁଥିଲୋ ପ୍ରକାସ ଯେ, ୨୦୨୨ମସିହା ଅକ୍ଟୋବର୨୫ତାରିଖ ସନ୍ଧ୍ୟାରେ ଗୁଣୁପିଙ୍ଗୁଆ ତାଙ୍କର ମୋବାଇଲ ଫୋନରେ ଗେମ ଖେଳୁଥିବା ସମୟରେ ମଳୟମଲ୍ଲିକ ଓ ତାଙ୍କ ଅନ୍ୟ ୨ସହଯୋଗୀ ଗୋଟିଏ ମୋଟରସାଇକେଲରେ ଆସି ରାସ୍ତା ପଚାରିବୁଝିଥିଲେ । ଗୁଣ ତାଙ୍କୁରାସ୍ତା କହୁଥିବାସମୟରେ ଗୁଣଙ୍କହାତରୁ […]

କୁଜିମହଲ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବାରଙ୍ଗ,୪।୪(ଏସଏସନିଉଜ) ମଙ୍ଗଳବାରସକାଳେ ଚନ୍ଦକାଥାନା ପୋଲିସ କୁଜିମହଲ ପାହଡ ଉପରେ ଝୁଲନ୍ତା ଅବସ୍ଥାରେ ଏକ ଅଜଣା ମୃତଦେହକୁ ଉଧାର କରୁଛି।ମୃତଦେହର ପରିଚୟ ମିଳିପାରିନଥିବା ବେଳେ ମୃତକ ନୀଳରଙ୍ଗର ଅଧାପ୍ୟାଣ୍ଟ ଏବଂ କଳାରଙ୍ଗର ଅଧାଟିସାର୍ଟ ପିନ୍ଧିଥିଲା।ମୃତକଙ୍କ ବୟସ ୩୦ରୁ୪୦ବର୍ଷ ହେବ ବୋଲି ପୋଲିସ ଅନୁମାନ କରିଛି। ଶରୀର ପଚି ଯାଇଥିବାରୁ ଘଟଣା ୬୭/୮ଦିନର ବୋଲି ପୋଲିସ ଅନୁମାନ କରିଛି।ସ୍ଥାନୀୟ ଗ୍ରାମର କିଛି ଲୋକ ଆଜି ସକାଳେ ଜଙ୍ଗଲକୁ ଯାଇଥିବାବେଳେ ଏକ ଗଛରେ ପରିତ୍ୟକ୍ତ ଅବସ୍ଥାରେ ଏକ ମୃତଦେହ ଝୁଲୁଥିବାର ଦେଖିବାକୁ […]

ଆଜିଠୁ ମାହିଙ୍ଗୁଳାଙ୍କ ଯାତ୍ରା

ତାଳଚେର,୪ା୪(ଏସଏସନିଉଜ) ଅନୁଗୁଳଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀଦେବୀ ମାହିଙ୍ଗୁଳାଙ୍କ ପ୍ରସିଦ୍ଧଯାତ୍ରା ଓ ୧୯ତମ ଲୋକମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ।ଏହାକୁ ନେଇ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି।ଚଳିତ ବର୍ଷ ମାଙ୍କ ମନ୍ଦିରଠାରୁ କିଛିଦୂରରେ ଉଭାସ୍ଥଳ ହୋଇ ଥିବାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣଲାଗି ବ୍ୟବସ୍ଥା କରାଯାଇଥିବାବେଳେ ସମଗ୍ର ପୀଠକୁ […]

ବଢ଼ୁଛି ଜ୍ବରରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା

ଜୟପୁର, ୪ା୪(ଏସଏସନିଉଜ) ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁ ୱାର୍ଡର ସମସ୍ତ ୩୬ଟି ଯାକ ଶଯ୍ୟାରେ ଜ୍ବରରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଜାରି ରହିଛି।ସେହିପରି ପୂର୍ବରୁ ଭର୍ତ୍ତି ହୋଇଥିବା ୫ଜଣ ଶିଶୁ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଡିସ୍‌ଜାର୍ଚ ହୋଇଛନ୍ତି।ଗତ୧ମାସହେବ ଜୟପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ଜ୍ବର ବ୍ୟାପିବା ସହ ବିଶେଷକରି ଛୋଟପିଲାମାନେ ବେଶୀପରିମାଣର ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁ ୱାର୍ଡର ସମସ୍ତ ୩୬ଟିଯାକ ଶଯ୍ୟାରେ ଜ୍ବରରେ ଆକ୍ରାନ୍ତଶିଶୁଙ୍କ ଚିକିତ୍ସା ଜାରି ରହିଛି।ସେଥିମଧ୍ୟରୁ ଭର୍ତ୍ତି […]

ସରିଲା ଅତାବିରା, ହିନ୍ଦୋଳ ଏନ୍ଏସି ନିର୍ବାଚନ

ବରଗଡ଼, ୪ା୪(ଏସଏସନିଉଜ) ସୋମବାରଦିନ ଅତାବିରା ଓ ଢେଙ୍କାନାଳଜିଲ୍ଲାର ହିନ୍ଦୋଳ ଏନ୍‌ଏସିର ୨୮ଟି ୱାର୍ଡରେ ଶାନ୍ତିଶୃଙ୍ଖଳାରସହ ମତଦାନ ଶେଷହୋଇଛି। ହିନ୍ଦୋଳଏନ୍‌ଏସିରେ ୮୮%ମତଦାନ ଓ ଅତାବିରାରେ ୭୪% ମତଦାନ ହୋଇଛି । ଅତାବିରା ଏନ୍‌ଏସିରେ ୧୨ଟିୱାର୍ଡର କାଉନସିଲର୍ ପଦବିପାଇଁ ୩୯ଜଣ ଓ ଅଧ୍ୟକ୍ଷପଦ ପାଇଁ ୪ଜଣ , ହିନ୍ଦୋଳଏନ୍‌ଏସିର ୧୬ଟିୱାର୍ଡର କାଉନସିଲର୍ ପଦବି ପାଇଁ ୫୦ଜଣ ଓ ଅଧ୍ୟକ୍ଷ ପାଇଁ ୩ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ଆସନ୍ତା ୫ରେଭୋଟ୍ ଗଣତି ହେବ ।

ଜଳିଗଲା ୬୯ ଦୋକାନ

କେନ୍ଦୁଝର, ୪ା୪(ଏସଏସନିଉଜ) ସୋମବାର ଭୋରରେ କେନ୍ଦୁଝର ଦୈନିକବଜାରରେ ଥିବା ୬୯ଟି ଦୋକାନ ପୋଡ଼ିଯିବାରୁ ୧୦କୋଟିରୁ ଊର୍ଦ୍ଧ୍ବଟଙ୍କାର ସମ୍ପତ୍ତି ନଷ୍ଟହୋଇଛି। ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।ପ୍ରଥମେ ଏକ ମସଲା ଦୋକାନରୁ ନିଆାଁ ଲାଗି ଗୋଟିଏପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପି ହୁହୁହୋଇ ଜଳିଥିଲା ଦୈନିକବଜାର । ଖବରପାଇ ୫ଟିଅଗ୍ନିଶମ ବାହାନୀଆସି ୪ଘଣ୍ଟା କସରତ କରିବାପରେ ନିଆଁ ଆୟତ୍ତ କରିଥିଲେ ମଧ୍ୟ ନିଆଁ ଲିଭିଲାବେଳକୁ ୬୯ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା।

ନାଟୋରେ ସାମିଲ ହେବ ଫିନଲାଣ୍ଡ

ଭୁବନେଶ୍ୱର,୪ା୪(ଏସଏସନିଉଜ) ଆଜି ନାଟୋରେ ସାମିଲ ହେବ ଫିନଲାଣ୍ଡ। ୩୧ତମ ରାଷ୍ଟ୍ରଭାବେ ଗ୍ରହଣ କରିବସଦସ୍ୟତା। ଉତ୍ତରଆଟଲାଣ୍ଟିକ୍ ସନ୍ଧିସଂଗଠନ (ନାଟୋ)ର ମୁଖ୍ୟଜେନ୍ସ ଷ୍ଟୋଲଟେନବର୍ଗ ସୂଚନା ଦେଇଛନ୍ତି ।ଷ୍ଟୋଲଟେନବର୍ଗ କହିଛନ୍ତିଯେ, ଫିନଲାଣ୍ଡ ଏହି ସୈନ୍ୟସଂଗଠନର ପୂର୍ଣ୍ଣସଦସ୍ୟ ହେବ। ୟୁକ୍ରେନ ଉପରେ ରୁଷରଆକ୍ରମଣପରେ ଫିନଲାଣ୍ଡ ଏବଂ ସ୍ୱିଡେନ ନାଟୋରେସାମିଲ ହେବାପାଇଁ ନିବେଦନ କରିଥିଲେ ।