ବଢ଼ୁଛି ଜ୍ବରରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା

ଜୟପୁର, ୪ା୪(ଏସଏସନିଉଜ) ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁ ୱାର୍ଡର ସମସ୍ତ ୩୬ଟି ଯାକ ଶଯ୍ୟାରେ ଜ୍ବରରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଜାରି ରହିଛି।ସେହିପରି ପୂର୍ବରୁ ଭର୍ତ୍ତି ହୋଇଥିବା ୫ଜଣ ଶିଶୁ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଡିସ୍‌ଜାର୍ଚ ହୋଇଛନ୍ତି।ଗତ୧ମାସହେବ ଜୟପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ଜ୍ବର ବ୍ୟାପିବା ସହ ବିଶେଷକରି ଛୋଟପିଲାମାନେ ବେଶୀପରିମାଣର ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁ ୱାର୍ଡର ସମସ୍ତ ୩୬ଟିଯାକ ଶଯ୍ୟାରେ ଜ୍ବରରେ ଆକ୍ରାନ୍ତଶିଶୁଙ୍କ ଚିକିତ୍ସା ଜାରି ରହିଛି।ସେଥିମଧ୍ୟରୁ ଭର୍ତ୍ତି ହୋଇଥିବା ୫ଜଣଶିଶୁ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଡିସ୍‌ଜାର୍ଚ କରାଯାଇଛି ।

Comments (0)
Add Comment