ଆଜିର ରାଶିଫଳ
୨୦୨୩ମସିହା ଅପ୍ରେଲମାସ ୨୩ତାରିଖରବିବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରାରମ୍ଭ, ଅକ୍ଷିମୁଠୀ, ରଥ ଅନୁକୂଳ, ଜୟଦେବ ଜୟନ୍ତୀ, ରେବତୀ ବିବାହୋତ୍ସବ, କଟକ ଆଠଗଡ଼ସ୍ଥିତ ବଳରାମପୁର ଗ୍ରାମରେ ସର୍ପେଶ୍ଵର ମହାଦେବଙ୍କ ୩ ଦିନ ବ୍ୟାପୀ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ।।ବି.ଦ୍ର- ଅଦ୍ୟ ଉଦୟ କାଳରୁ ତୃତୀୟା ତିଥି ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇ ରହିଥିବାରୁ ଏହି ଯୋଗରେ ସୂର୍ଯ୍ୟୋଦୟରୁ ତୀର୍ଥସ୍ଥଳ ତଥା ପୁଣ୍ୟତୋୟା ନଦ-ନଦୀରେ ସ୍ନାନପୂର୍ବକ ଯଥା ଶକ୍ତି ଦାନ କଲେ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ। ସୁର୍ଯ୍ୟୋଦୟ- […]