ପମ୍ପ ହାଉସରେ ତାଲା ପକାଇଲେ ମହିଳା
ଟମକା,୨୩ା୪(ଏସଏସନିଉଜ) ଦାନଗଦି ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତବାସୀ ସଠିକଭାବେ ପାନୀତଜଳ ଯୋଗାଣରେ ଅବ୍ୟବସ୍ଥା କରାଯାଉଥିବାର ଦର୍ଶାଇ ବସୁଧା ପାନୀୟଜଳପ୍ରକଳ୍ପ ପମ୍ପହାଉସରେ ତାଲା ପକାଇବାସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଗୋଟେପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରିରହିଥିବାବେଳେ ପାନୀୟ ଜଳ ନମିଳିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଦାନଗଦି ବ୍ଲକ୍ରେ ବୃହତ୍ ପାନୀୟ ଜଳ ପ୍ରକଳ୍ପରୁ ପାଣି ଏବେ ସୁଦ୍ଧା ଗାଁ ଗହଳିରେ ପହଞ୍ଚି ପାରିନାହିଁ। ଅନେକ ପଞ୍ଚାୟତରେ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। କେଉଁଠି […]