ଅନୁଗୋଳ, ୨୨ା୪(ଏସଏସନିଉଜ) ଅବକାରୀ ବିଭାଗ ହାବୁଡ଼ରେ ପଡିଛି ବ୍ରାଉନସୁଗାର ମାଫିଆାନାଲକୋନଗର କନିଆବେଡାଗାଁର ଅବିନାଶଦାସକୁ ତାଳଚେର ଡେରାଛକରୁ ଗିରଫ କରିଛି ଅବକାରୀବିଭାଗ। ମାଫିଆ ନିକଟରୁ ୧୬ ଗ୍ରାମ ବ୍ରାଉନସୁଗାର ମଧ୍ୟ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକଲକ୍ଷ ୬୦ହଜାରଟଙ୍କା ହେବ ବୋଲି ଜଣାପଡିଛିା