କଟକ ,୨୨ା୪(ଏସଏସନିଉଜ)କଟକ ନୂଆବଜାର ସ୍କୁଲ ନିକଟରେ ଦୁର୍ଘଟଣାଘଟିଛି। କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ କାର୍ ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି ।ଯାହାଫଳରେ କଟରରେ କାରଟିକୁ କାଟି ମୃତଦେହକୁ ଅଗ୍ନିଶମବାହିନୀ ଉଦ୍ଧାର କରିଛି ।ଏଥିରେ ୩ଜଣ ଗୁରୁତର ଆହତ ହୋଇ ଚିକିସ୍ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତିା ଦୁର୍ଘଟଣା ପରେ ଟ୍ରକକୁ ଜବତକରି ଉଜଜଓ ଥାନାପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।