Browsing monthly archive

June 2023

ଆଜିର ରାଶିଫଳ

୫-୬-୨୦୨୩(ସୋମବାର) ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର । ଦିବା ଘ୬।୪୮ ଗତେ ଘ୮।୨୬ ମଧ୍ୟେ କାଳବେଳା । ରାତ୍ରି ଘ୧୦।୨୫ ଗତେ ଘ୧୧।୪୭ ମଧ୍ୟେ କାଳରାତ୍ରି । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବୋଇତିକଖାରୁ ଭକ୍ଷଣ ନିଷେଧ । ତୁହ୍ୟସ୍ପର୍ଶ ତିଥିର ଗ୍ରହପୂଜା ହୋମାଦି କରଣୀୟ ।ଅମୃତ– ଦିବା ଘ୮।୨୨ ଗତେ ଘ୯।୫୮ ମଧ୍ୟେ ରାତ୍ରି ଘ୯।୩୧ ଗତେ ଘ୧୨।୪୩ ମଧ୍ୟେ ଘ୨।୧୯ ଗତେ ଘ୩।୫୫ ମଧ୍ୟେ ।ମାହେନ୍ଦ୍ର – ରାତ୍ରି […]

ସୋମନାଥଙ୍କ ପୀଠରେ ଦୀପଦାନ

ବାରଙ୍ଗ,୪ା୬(ଏସଏସନିଉଜ) ବାଲେଶ୍ଵର ସୋରର ବାହାନଗା ଅଂଚଳରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶ୍ରୁଆରୋଗ୍ୟ କାମନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି ସାମୁହିକ ଭାବେ ଦୀପଦାନ କରାଯାଇଛି ।ରବିବାର ସନ୍ଧ୍ୟାରେ ବାବା ସୋମନାଥ ସେନା ଓ ନାରୀଜାଗରଣ ମଂଚର କର୍ମକର୍ତାମାନେ ରାଜଧାନୀ ଉପକଣ୍ଠ ବାବାସୋମନାଥ ମନ୍ଦିରରେ ଏକାଠି ହୋଇଥିଲେ । ଟ୍ରେନ ଦୁର୍ଘଟଣାରେ ପ୍ରାଣହରାଇଥିବା ଲୋକଙ୍କ ଅମରଆତ୍ମର ସଦଗତି ନିମନ୍ତେ ନିରବପ୍ରାର୍ଥନା କରିବା ସହ ସାମୁହିକ ଦ୍ଵୀପଦାନ କରି ଆହତ ମାନଙ୍କର ଆଶୁଆରୋଗ୍ୟ କାମନା […]

ମୋତେ ୧୬ବର୍ଷ,ବାହାହେବିନି!

ମେଣ୍ଢାଶାଳ,୪।୬(ଏସଏସନିଉଜ) ମୋତେ ୧୬ବର୍ଷ।ମୋର ବାପା ମା ଏ ବୟସରେ ବିବାହ କରିବାକୁ ମୋତେ ବାଧ୍ୟ କରୁଛନ୍ତି ।ମୁଁ ବିବାହ କରିବାକୁ ଚାହୁଁନାହିଁ ବୋଲି ନାବାଳିକା ଜଣଙ୍କ ପୋଲିସ ଆଗରେ ଆସି ଅଭିଯୋଗ କରିଛି।ରବିବାର ସକାଳୁସକାଳୁ ନାବାଳିକାଜଣଙ୍କ ମେଣ୍ଢାଶାଳ ଫାଣ୍ଡିରେ ପହଁଚି ଏହିଭଳି ଅଭିଯୋଗ କରିଥିଲେ।ପୋଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା କରି ସିଡବ୍ଲୁସିକୁ ପଠାଇବା ସହ ନାବାଳିକା ପରିବାରକୁ ଡାକି ପଚରାଉଚରା କରିଛି।ପୋଲିସ ନାବଳିକାର ପରିବାର ଓ ଗ୍ରାମବାସୀମାନଙ୍କ ଠାରୁ ପାଇଥିବା ସୂଚନା ମୁତାବକ ନାବାଳିକା ଜଣଙ୍କ ଜାମୁଝରି […]

୭ମଯାଁଳା ପ୍ରିମିୟମଲିଗ୍ କ୍ରିକେଟଟୁର୍ଣ୍ଣାମେଣ୍ଟ

ମେଣ୍ଢାଶାଳ,୪।୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ଦଶହରା ପଡିଆରେ ଇଲେଭେନ୍ ଷ୍ଟାର୍ କ୍ରିକେଟ୍ କ୍ଲବ୍ ଦ୍ବାରା ଆୟଜିତ ରାତ୍ରିକାଳିନ ୭ମ ଜେପିଏଲ କ୍ରିକେଟ୍ ମ୍ୟାଚରେ ପ୍ରତେକ୍ୟ ପରସ୍ପରକୁ ତିନିଥର ଲେଖାଁ ଭେଟିଥିଲେ । ଗତ ଶନିବାର ଦ୍ବିତୀୟ ରାଉଣ୍ଡର ଅବଶିଷ୍ଟ ଖେଳର ଦୁଇଟି ମ୍ୟାଚରେ ଟିମ୍ ଲଡୁ ୮ ଓଭର ରେ ୫୦ ରନ୍ ଜବାବରେ ମା ହରଚଣ୍ଡି ଓ୍ବାରିଅର୍ସ ୩.୪ ଓଭରରେ ୫୫ ରନ୍ କରି ବିଜୟୀ ହୋଇଥିଲା । ସେହିପରି ବ୍ଲୁ […]

ଯାଁଳା ୭ମ ପ୍ରିମିୟର ଲିଗ୍ କ୍ରିକେଟ

ମେଣ୍ଢାଶାଳ,୩।୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥର ଯାଁଳା ଦଶହରା ପଡିଆରେ ଗତ ଶୁକ୍ରବାରଠାରୁ ରାତ୍ରିକାଳିନ ୭ମ ଜେପିଏଲ କ୍ରିକେଟ୍ ମ୍ୟାଚର ପ୍ରଥମ ଉଦଘାଟନି ଖେଳ ବହୁ ଆଡମ୍ବର ସହିତ ଅନୁଷ୍ଟିତ ହୋଇଯାଇଛି । ଏହା ଆଇପିଏଲ ଢାଞ୍ଚାର ୮ଓଭର ବିଶିଷ୍ଟଏକ ଖେଳରେ ଆଖପାଖ ପଞ୍ଚାୟତର ଖେଳାରୀମାନଙ୍କୁ ନେଇ ୬ଗୋଟି ଟିମ୍ ଗଠନ କରାଯାଇଛି । ଏଥିରେ ଅଂଶଗ୍ରହଣ କରିଥିବାଟିମ୍ ଗୁଡିକର ନାମ ହେଲା ବ୍ଲୁ ରକ୍ ଷ୍ଟାର,ହରଚଣ୍ଡି ଓ୍ବାରିଅର୍ସ,ଟିମ୍ ମୁଣ୍ଡମୁହାଁଣ,ମା ଖଣ୍ଡୁଆଳୀ,ଟିମ୍ ଲଡୁ,ରୟାଲ କିଙ୍ଗସ୍ ଅଟନ୍ତି ।ପ୍ରଥମଦିବସର […]

ସୂଚନାଫଳକରେ ଗ୍ରାମନାମ ବିକୃତ

ବାରଙ୍ଗ,୩ା୬(ଏସଏସନିଉଜ)ପଦାସାହି ଠାରୁ ଝିଙ୍କରଡିହ ପର୍ଯ୍ୟନ୍ତ ହୋଇଥିବା ରାସ୍ତାକଡ ସୂଚନାଫଳକରେ ଗ୍ରାମନାମ ବିକୃତ ଲେଖା ଯାଇଥିବା ଘଟଣାକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।ରାସ୍ତାକାର୍ଯ୍ୟ ପୂର୍ବରୁ ଲଗାଯାଇଥିବା ଫଳକରେ ଗ୍ରାମନାମ ସଠିକ୍ ରହିଥିବାବେଳେ ରାସ୍ତା ସମ୍ପୂର୍ଣିକରଣପରେ କିଲୋମିଟର ସୂଚନାଫଳକାରେ କିନ୍ତୁ ବିକୃତ ନାମ ଲେଖା ଯାଇଛି।ଯାହାଫଳରେ ଲୋକେମାନେ ସଠିକ୍ ଗ୍ରାମର ସଠିକ୍ ନାମ ଜାଣିନପାରି ଭୁଲରାସ୍ତାରେ ଯାତାୟତକରୁଛନ୍ତି।ଏହାସହ ଗ୍ରାମରନାମ ବିକୃତ ଯୋଗୁଁ ଗ୍ରାମବାସୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ତୁରନ୍ତ ଏହାକୁ ସଂଶୋଧନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। (ଗୈାତମରାଉତଙ୍କ […]

ଆଜିର ରାଶିଫଳ

୪-୬-୨୦୨୩(ରବିବାର)ଦେବସ୍ନାନପୁର୍ଣିମା,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର ।ରାତ୍ରି ଘ୨।୧୩ ଗତେ ଘ୩।୩୫ମଧ୍ୟେ କାଳରାତ୍ରି ।ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଦିବା ଘ୮।୫୮ଗତେ ପାଣିକଖାରୁଭକ୍ଷଣ ନିଷେଧ । ଅମୃତ – ଦିବା ଘ୬।୪୬ ଗତେ ଘ୯।୧୦ ମଧ୍ୟେ ଘ୧୧।୩୪ ଗତେ ଘ୧।୫୮ ମଧ୍ୟେ ରାତ୍ରି ଘ୭।୫୫ ଗତେ ଘ୧୧।୭ ମଧ୍ୟେ ଘ୧।୩୧ ଗତେ । ମାହେନ୍ଦ୍ର – ଦିବା ଘ୩।୩୪ ଗତେ ଘ୪।୨୨ ମଧ୍ୟେ । ମେଷ:-ଜୀବନକୁ ସକାରାତ୍ମକ କରି ଗଢ଼ନ୍ତୁ। ଯେଉଁକାମ ହାତକୁ […]

ଟ୍ରେନ ପରେ ବସ ଦୁର୍ଘଟଣା

ଭୁବନେଶ୍ୱର,୩ା୬(ଏସଏସନିଉଜ) ବାହାନଗା ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କିଛିଯାତ୍ରୀ ବାଲେଶ୍ୱରରୁ ପଶ୍ଚିମବଙ୍ଗ ବସ ଯୋଗେ ଫେରୁଥିବାବେଳେବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ମେଦିନୀପୁରରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସ୍‌ର ଧକ୍କା ହୋଇଥିବା ଜଣାପଡ଼ିଛି ।ବସ୍ ଦୁର୍ଘଟଣା ପରେ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।ତେବେ ବାହାନଗା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀ ବସ୍‌ରେ ଯାଉଥିବା ବେଳେ ଏହି ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛିା

ଜଟଣୀପୋଲିସ ହାତରେ ସଶସ୍ତ୍ରଡକାୟତ ଗ୍ୟାଙ୍ଗ

ଜଟଣୀ,୩ା୬(ଏସଏସନିଉଜ) ବଡଧରଣର ସଶସ୍ତ୍ର ଡକାୟତି କରିବା ନିମନ୍ତେ ପ୍ରାକପ୍ରସ୍ତୁତି ଚଳାଇଥିବା ବେଳେ ଜଟଣୀଥାନା ପୋଲିସ ହାତରେ ଶୁକ୍ରବାରରାତିରେ ଧରାପଡିଛନ୍ତି ୫ଯୁବକ ।ସେମାନେ ହେଲେ ଅଭିଯୁକ୍ତ ଏସ କେ ରାମଜାନ,ଏସ କେ ବସିରୁଧିନ ଓରଫ ବସା,ଏସ କେ ଫରିଉଦିନ ଇରଫ ଫରିଦ୍,ଏମ ଡି ଅକତାର ଓରଫଆକା,କାଳୁ ଓରଫ ଆନନ୍ଦ ନାୟକ ।ସେମାନଙ୍କଠାରୁ ପୋଲିସ ୫ଗୋଟି ଛୁରୀ, ୩ଟି ମୋବାଇଲ ଫୋନ, ୧୦,୫୦୦ଟଙ୍କା ଏବଂ ଦୁଇଟି ଲଙ୍କାଗୁଣ୍ଡ ପ୍ୟାକେଟ ସହିତ ଦୁଇଟି ମୋଟର ସାଇକେଲ ଜବତ କରି ଶନିବାରଦିନ କେଶ […]

ଭୁବନେଶ୍ୱର ଆସିବ ୧୬୦ ମୃତଦେହ

ଭୁବନେଶ୍ୱର ,୩ା୬(ଏସଏସନିଉଜ)ଭୁବନେଶ୍ୱର ଆସିବ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଶବ ।ଚିହ୍ନଟ ହୋଇପାରି ନଥିବା ୧୬୦ ମୃତଦେହ ଭୁବନେଶ୍ୱରକୁ ଅଣାଯିବାଏବେସୁଦ୍ଧା ୨୮୮ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶେଷ ବଗିର ଉଦ୍ଧାରକାର୍ଯ୍ୟ ଚାଲିଛି। ଏବେସୁଦ୍ଧା ୩୦/୪୦ ମୃତଦେହ ଚିହ୍ନଟ ହେବାସହ ପରିବାର ଲୋକ ନେଲେଣି । ବାଲେଶ୍ୱରରେ ମୃତଦେହ ରଖିବାକୁ ପର୍ଯ୍ୟାପ୍ତଜାଗା ନଥିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଡଛିପ୍ରଶାସନ ।ପରିବାର ଲୋକେ ମୃତ ଶରୀରକୁ ଚିହ୍ନଟ ନ କରିବା ଯାଏ ଶବାଗାରରେ ରଖାଯିବ। ଏମ୍ସ ଓ ଭୁବନେଶ୍ୱରର […]