Browsing monthly archive

June 2023

ନନ୍ଦନକାନନରେ ୪ଦିନରେ ୩ମୃତ

ବାରଙ୍ଗ,୨୪।୬ (ଏସଏସନିଉଜ)ନନ୍ଦନ କାନନଙ୍କୁ ବିଶ୍ୱସ୍ତରୀୟ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।କିନ୍ତୁ ନନ୍ଦନକାନନରେ ପଶୁପକ୍ଷୀମାନଙ୍କ ମୃତୁହାର କମିବାର ନାଁ ଧରୁନାହିଁ।ରୋଗ ନିରୂପଣ ନକରିପାରିବା ଏହାର ମୁଖ୍ୟ କାରଣବୋଲି ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନରେ ଗତ୪ଦିନରେ ୩ଟି ପଶୁପକ୍ଷୀ ଙ୍କର ମୃତ୍ୟୁଘଟିଛି ।ବୁଧବାରଦିନ ଏକ ୮ବର୍ଷର ମାଇ ବିଲୁଆ, ଗୁରୁବାରଦିନ ମୟୁର ଓ ଶନିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତାର ଚିକିସ୍‌।ଧିନ ଅବସ୍ଥାରେ ମୃତ୍ୟୁଘଟିଛି । ଗତ ୧ମାସ ତଳେ ବଜ୍ରକାପ୍ତାଟି ହଠାତ ଅସୁସ୍ତ ହୋଇପଡିଥିଲା ।ଧୀରେଧୀରେ […]

ଗାଈଚୋରି କରି ନେଉଥିବା ବେଳେ ଧରିଲା ପୋଲିସ

ବାରଙ୍ଗ, ୨୪/୬ (ଏସଏସନିଉଜ ) ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗଥାନା ପୋଲିସର ଦୁଇଟି ଦଳ ରାସ୍ତାବ୍ଳକିଂ କରି ଚେକିଂ କରୁଥିବାବେଳେ ଗାଈ ଚୋରିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନେ ହେଲେ ବିଡ଼ାନାସିଥାନା ଅଧିନସ୍ତ ତୁଳସୀପୁର ଅଂଚଳର ଏସକେ ୱାଜିଦ(୩୭), ସୟିଦ ବାବୁ (୨୮), ମଙ୍ଗଳାବାଗଥାନା ଅଧୀନ କେଶପୁରର ସେକ ଉସମାନ(୪୪), ସେକ ରିୟାଜ଼ (୩୦)। ପ୍ରକାଶ ଯେ,ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ନିର୍ଦ୍ଦେଶରେ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ତ୍ରିଶୂଳିଆ ବଜାର ଏବଂ […]

ଆଜିର ରାଶିଫଳ

ଜୁନ ମାସ ୨୪ ତାରିଖ ୨୦୨୩ ମସିହା(ଶନିବାର) ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୩/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୫୯,କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା – ଦିବା ଘ୦୬/୫୨ ମଧ୍ୟେ ଓ ଘ୦୪/୪୪ ଗତେ ଘ୦୬/୨୩ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୩ /୦୭ ଗତେ ଘ୦୫/୧୪ ମଧ୍ୟେ ଓ ରାତ୍ରି ଘ୦୭/୧୦ ଗତେ ଘ୦୮/୦୧ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୯ /୧୩ ଗତେ ଘ୧୧/୩୮ ମଧ୍ୟେ, […]

୪୦ଲିଟର ଦେଶୀମଦ ସହ ସ୍କୁଟି ଜବତ

ମେଣ୍ଢାଶାଳ,୨୩ା୬(ଏସଏସନିଉଜ) ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ କରୁଥିବା ଅଭିଯୋଗରେ ସୁର୍ଯ୍ୟଦିଗି ନାମକ ବ୍ୟକ୍ତିଙ୍କୁ ଗିରଫ କରି୨୦୯/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛନ୍ତି ।ପୋଲିସ ତାଠାରୁ ୪୦ଲିଟରଦେଶୀମଦକୁ ଜବତ କରିଛନ୍ତି ।ବିଶେଷସୁତ୍ରରୁ ଖବରପାଇ ଥାନାରପେଟ୍ରୋଲିଙ୍ଗ ଟିମ୍ ଡେରାସ ଡ୍ୟାମରୁ ନୋଧୁରା ମଧ୍ୟରେ ଥିବା କାଳୁ ଫାର୍ମହାଉସ ନିକଟରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗ ସୁର୍ଯ୍ୟଦିଗିକୁ ଗୁରୁବାର ରାତିରେ ଗିରଫ କରିଥିଲେ ।ପୋଲିସ ୪୦ଲିଟରଦେଶୀମଦ ସହ ଓଡି୩୩-ଏବି-୭୮୦୫ନଂ ବାଇକକୁ ଜବତ […]

ବନ୍ଦହେବ କି ଆଞ୍ଚଳିକଖେଳ ଓ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ?

ମେଣ୍ଢାଶାଳ,୨୨|୬(ଏସଏସନିଉଜ )ରାଜଧାନୀ ଭୁବନେଶ୍ବରରେ ପ୍ରସ୍ତାବିତ ଟାଉନ୍ ପ୍ଲାନିଙ୍ଗ୍ ସ୍ମିମରେ ଭୂବନେଶ୍ବର ବ୍ଲକର ତମାଣ୍ଡୋ ମିନି ଷ୍ଟାଡିୟମ ସହିତ ଶ୍ମଶାନ ଏବଂ ଖଟିଖିଆ ଗରିବ ବସ୍ତିଟିଏ କ୍ଷତି ହେଉଛି । ଯାହାକୁ ନେଇ ବୁଧବାର ଶିବ ଶକ୍ତି କ୍ଲବ୍ ଘରେ ଏକ ଆଲୋଚନା ସଭାରେ ସ୍ଥିର ହୋଇଛି କି ଯେହେତୁ ରାର୍ଯ୍ୟ ସରକାର ଏକଛତ୍ରବାଦ ନୀତି ଆପଣେଇ କୋର୍ଟକୁ ସନମ୍ମାନ ନ ଦେଇ ଖେଳ ପଡିଆ ଅଧିଗ୍ରହଣ କରିବାକୁ ଯାଉଛନ୍ତି ଯଦି ଏଥିରୁ ନିବୃତ ନ ରହିବେ ତେବେ […]

ଆଜିର ରାଶିଫଳ

୨୦୨୩ମସିହା ଜୁନ୍ ମାସ ୨୩ତାରିଖ ଶୁକ୍ରବାର।ମଘାପଞ୍ଚମୀ ସ୍ନାନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୨/୩୯ ,ସୂର୍ଯ୍ୟାସ୍ତ-ଘ୬/୨୪/୨୭ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ପଞ୍ଚମୀ ରାତ୍ରି ଘ୮/୨ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ରାତ୍ରି ଘ୮/୨ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟ ତିଥି, ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତ ବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ ,ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବେଲ, ରାତ୍ରି ଘ୮/୨ମି ପରେ ନିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା- […]

ଆଜିର ରାଶିଫଳ

୨୦୨୩ମସିହା ଜୁନ୍ ମାସ ୨୨ତାରିଖ ଗୁରୁବାର।ର୍ଯ୍ୟୋଦୟ- ପ୍ରାତଃ ଘ୫/୧୨/୨୪ ,ସୂର୍ଯ୍ୟାସ୍ତ- ଘ୬/୨୪/୧୬ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ବୃହସ୍ପତି ବାସ ,ତିଥି- ଚତୁର୍ଥୀ ଅପରାହ୍ନ ଘ୫/୨୮ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ମେଷ, ମିଥୁନ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ନିଶାନ୍ତ ଘ୫/୩ମି ପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ମୂଳା ଅପରାହ୍ନ ଘ୫/୨୮ମି ପରେ ବେଲ ଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ

ଆସିକା,୨୧ା୬(ଏସଏସନିଉଜ) ଆଜି ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ମୁକ୍ତ ପ୍ରାଙ୍ଗଣରେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ଯୋଗଶିକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଏନ୍.ସି.ସିର ୯୨ଜଣ ଛାତ୍ରଛାତ୍ରୀ ଉପସ୍ଥିତଥିଲେ। ଉକ୍ତ ଶିବିରକୁ ଏନ୍.ସି.ସିର ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ଏବଂ ଏ.ଏନ୍.ଓ. ପ୍ରଭାତ କୁମାର ଗୌଡଙ୍କୁ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ମହାବିଦ୍ୟାଳୟର ପିଇଟିଶିକ୍ଷକ ତାଲିମ ଶିବିରକୁ ସୁପରିଚାଳନା କରିବା ସହିତ ଯୋଗ ଶିକ୍ଷାର ଉପକାରିତା ଉପରେ ମତବ୍ୟକ୍ତ […]

କାର-ଟ୍ରକ ମୁହାଁମୁହିଁ

ବାରଙ୍ଗ,୨୧।୬ (ଏସଏସନିଉଜ) ବାରଙ୍ଗ ତ୍ରିଶୁଳିଆ ଛକରେ ବୁଧବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତି। ଖବରରୁ ପ୍ରକାଶ ଯେ, ବୁଧବାର ଅପରାହ୍ନ ସମୟରେ ତ୍ରିଶୁଳିଆରୁ ବାଲିକୁଦା ଅଭିମୁଖେ ଯାଉଥିବା ଓଆର-୦୫-ବି-୨୫୫୫ ନମ୍ବର ଟ୍ରକକୁ ବାମପଟେ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଆର-୦୫- ଜେଡ-୪୯୫୫ ନମ୍ବର କାରଟି ଟ୍ରକର ବାମପଟେ ଧକ୍କା ହୋଇ ଟ୍ରକ୍ ସମ୍ମୁଖକୁ ଚାଲିଆସିଥିଲା।ଘଟଣାସ୍ଥଳରେ କାର ଭିତରେ ଥିବା ଦମ୍ପତି ସାମାନ୍ୟ ଆହତ ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। […]

ଆଜିର ରାଶିଫଳ

୨୧-୬-୨୦୨୩(ବୁଧବାର)କର୍କଟ ରାଶିର ଘାତବାର ।ଦିବା ଘ୮।୩୦ ଗତେ ଘ୧୦।୯ ମଧ୍ୟେ କାଳବେଳା । ଘ୧୧।୪୮ ଗତେ ଘ୧।୨୭ ମଧ୍ୟେ ବାରବେଳା । ରାତ୍ରି ଘ୨।୩୦ ଗତେ ଘ୩।୫୧ ମଧ୍ୟେ କାଳରାତ୍ରି । ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ପୋଟଳ ଦିବା ଘ୩।୨ ଗତେ ମୂଳା ଭକ୍ଷଣ ନିଷେଧ ।ଅମୃତ ଦିବା ଘ୭।୩୬ ଗତେ ଘ୧୦।୪୮ ମଧ୍ୟେ ଘ୧।୧୨ ଗତେ ଘ୪।୨୪ ମଧ୍ୟେ ରାତ୍ରି ଘ୧୦।୨୩ ମଧ୍ୟେ ଘ୧୨।୪୭ ଗତେ ଘ୨।୨୩ ମଧ୍ୟେ ।ମାହେନ୍ଦ୍ର – […]