Browsing monthly archive

June 2023

ଆଜିର ରାଶିଫଳ

୨୦-୬-୨୦୨୩(ମଙ୍ଗଳବାର)ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା, ଦିବା ଘ୪।୨୯ ଗତେ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ବୃଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତବାର । ଘ୧।୨୫ ଗତେ ଘ୩।୪ ମଧ୍ୟେ କାଳବେଳା । ରାତ୍ରି ଘ୭।୪୪ ଗତେ ଘ୯।୫ ମଧ୍ୟେ କାଳରାତ୍ରି । ମୃତେ ତ୍ରିପାଦ ଦୋଷ । ଫଳଂ କୃଷି ସନ୍ତାନ ହାନି । ଭୂମି ଓ ତିଳ କାଞ୍ଚନ ଦାନ ।ରାତ୍ରି ଘ୧୧।୮ ଗତେ ପାଦ ଦୋଷ । […]

ଆଜିର ରାଶିଫଳ

ଜୁନମାସ ୧୯ତାରିଖ ୨୦୨୩ ମସିହା(ସୋମବାର) ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ୧୧ /୧୦ ପର୍ୟ୍ୟନ୍ତ ତଦନ୍ତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬ /୨୪/ ୦୧,କନ୍ୟାରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତ ବାର,ପ୍ରତିପଦର ଏକୋଦିଷ୍ଟ ଓ ଦ୍ଵିତୀୟା ପାର୍ବଣ ଶ୍ରାଦ୍ଧ,କାଳବେଳା -ଘ୦୬/୫୦ ଗତେ ଘ୦୮ /୩୦ ମଧ୍ୟେବିଶୁଦ୍ଧ ଅମୃତବେଳ। – ଦିବା ଘ୦୮/ ୩୧ଗତେ ଘ୧୦/ ୦୦ମଧ୍ୟେ ଓ ରାତ୍ରି ଘ୦୯/ ୪୧ଗତେ ଘ୧୨/୪୮ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୪/୦୧ ଗତେ ଘ୦୪/୪୮ ମଧ୍ୟେ, ପାଣି କଖାରୁ ଦିବା ଘ୧୧/୧୦ ଗତେ ବୋଇତି […]

ଆଜିର ରାଶିଫଳ

୧୮-୬-୨୦୨୩(ରବିବାର)ଅମାବାସ୍ୟା, କନ୍ୟାରାଶିର ଘାତଚନ୍ଦ୍ର । ମେଷରାଶିର ଘାତବାର । ଦିବା ଘ୧୦।୯ ଗତେ ଘ୧।୨୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୮ ଗତେ ଘ୨।୨୯ ମଧ୍ୟେ କାଳରାତ୍ରି ।ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପାଣିକଖାରୁ ଭକ୍ଷଣ ନିଷେଧ । ଅମୃତ – ଦିବା ଘ୬।୪୮ ଗତେ ଘ୯।୧୨ ମଧ୍ୟେ ଘ୧୧।୩୬ ଗତେ ଘ୨।୦ ମଧ୍ୟେ ରାତ୍ରି ଘ୭।୫୯ ମଧ୍ୟେ ଘ୧୧।୧୧ ଗତେ ଘ୧।୩୫ ମଧ୍ୟେ । ମାହେନ୍ଦ୍ର – ଦିବା ଘ୩।୩୬ ଗତେ […]

ଆଜିର ରାଶିଫଳ

୨୦୨୩ ମସିହା ଜୁନ୍ ମାସ ୧୭ ତାରିଖ ଶନିବାର।ଧରାସ୍ନାନ/ବସୁମତୀ ସ୍ନାନ, ଶ୍ରୀଲକ୍ଷ୍ମୀଦେଵୀ ସ୍ନାନ ଓ ପୂଜା, ଶ୍ରୀଜୀଉଙ୍କର ଅନବସର ଚତୁର୍ଦ୍ଦଶୀ, ଚନ୍ଦ୍ରଗ୍ରହ ଜୟନ୍ତୀ, ନିଶାପାଳନ, ନଷ୍ଟ ଚନ୍ଦ୍ରୋପବାସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୨୯,ସୂର୍ଯ୍ୟାସ୍ତ- ଘ୬/୨୨/୫୯,ଆଷାଢ଼ ମାସ,କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୯/୩ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ସୌର ଚଳନେ ମିଥୁନ ଦି୩ନ।,ଘାତଚନ୍ଦ୍ର–ବିଛା ରାଶିର ଘାତଚନ୍ଦ୍ର ଘାତ ବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ଅମାବାସ୍ୟା ବିହିତ ଶ୍ରାଦ୍ଧ ଓ ତିଳ ତର୍ପଣ। ପିତୃ […]

ରଜରେ ଫିକା ପଡ଼ିଲା ନନ୍ଦନକାନନ

ବାରଙ୍ଗ, ୧୬ା୬(ଏସଏସନିଉଜ) ଚଳିତ ବର୍ଷ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫିକା ପଡିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ନନ୍ଦନକାନନରେ ଚଳିତବର୍ଷ ଶେଷରଜରେ ଆଶାନୁପାତ ପର୍ଯ୍ୟଟକଙ୍କ ସମାଗମ ହୋଇନଥିଲା। ଅତ୍ୟାଧିକ ଗରମ ସାଙ୍ଗକୁ ଗୁଳୁଗୁଳି ସତ୍ତ୍ବେ ରଜ ତିନି ଦିନରେ ମୋଟ ୪୯ ହଜାର ୧୧ଜଣପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ।ପ୍ରଥମ ରଜରେ ୧୨ହଜାର ୮୩୬ଜଣ,ଦ୍ବିତୀୟ ରଜରେ ୨୧ହଜାର ୫୫୧ ଜଣ ଓ ଶେଷରଜରେ ୧୪ ହଜାର ୬୨୪ […]

ଆଜିର ରାଶିଫଳ

୧୬-୬-୨୦୨୩(ଶୁକ୍ରବାର)ବିଛାରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର, ଦିବା ଘ୮।୨୯ ଘ୧୧।୪୭ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୯।୪ ଗତେ ଘ୧୦।୨୫ ମଧ୍ୟେ କାଳରାତ୍ରି । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ବାଇଗଣ ବିବା ଘ ୮।୩୯ ଗତେ ବିରି ଭକ୍ଷଣ ନିଷେଧ । ଅଦ୍ଯ ଭୂଦାହ (ଶେଷରଜ) ।ଅମୃତ — ଦିବା ଘ୧୧।୩୫ ଗତେ ଘ୧।୫୯ ମଧ୍ୟେ ରାତ୍ରି ଘ୮।୪୭ ମଧ୍ୟେ ଘ୧।୩୫ ଗତେ ଘ୩।୫୯ ମଧ୍ୟେ ଘ୪।୪୭ […]

ମହିମାପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର

ଭୁବନେଶ୍ୱର,୧୫।୬(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ 5Tସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି […]

୩ ଛୁଆହାତୀଙ୍କୁ ପିଟିଲା ଟ୍ରକ୍‌

ବାରଙ୍ଗ,୧୬।୬(ଏସଏସନିଉଜ) ଟ୍ରକ୍‌ ଧକ୍କାରେ ୩ଟି ହାତୀଛୁଆ ମୃତୁବରଣ କରିଛନ୍ତି।ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ପାଲାମାନେରୁ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି।ରାସ୍ତା ପାରିହେବା ବେଳେ ହାତୀ ଛୁଆଙ୍କୁ ଧକ୍କା ଦେଇଥିଲା ଟ୍ରକ୍‌।ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି।

ଚିନ୍ତା ଦୂରକରେ ଲସି

ଖରାଦିନେ ବିଶେଷ କରି ନିଜକୁ ସୁସ୍ଥ ରଖିବାପାଇଁ ସଭିଏଁ ନିଜଖାଦ୍ୟରେ ଅନେକ ପରିବର୍ତ୍ତନ କରିଥାଆନ୍ତି। ଏହିସମୟରେ ଅଧିକାଂଶଲୋକେ ଥଣ୍ଡାଜାତୀୟ ଜିନିଷ ସେବନକରିବାକୁ ଇଚ୍ଛାକରିଥାଆନ୍ତି। ଯାହାଗରମରୁ ମୁକ୍ତିଦେଇଥାଏ। ସେଭଳି ଅଧିକାଂଶଲୋକଙ୍କୁ ଖରାଦିନେ ଲସିପିଇବା ବେଶପସନ୍ଦ। ଏହାଶରୀରକୁ ଥଣ୍ଡା ପ୍ରଦାନ କରିବାସହ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ମଧ୍ୟ ଦୂରକରିଥାଏ। କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁରଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟଉପକାରୀ ଗୁଣ ରହିଛି। କେବଳ ସ୍ୱାଦପାଇଁ ନୁହେଁ ବରଂ ଉତ୍ତମସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲସିପିଇବା […]

ଆରମ୍ଭ ହେଲା ତଦନ୍ତ

ବାରଙ୍ଗ,୧୪ା୬(ଏସଏସନିଉଜ) ପ୍ରାଣୀଉଦ୍ୟାନନନ୍ଦନକାନରେ ଟ୍ରାନ୍ସର୍ଫମର ଫାଟିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଟ୍ରାନ୍ସର୍ଫମର କେମିତି ଫାଟିଲା ସେ ନେଇ ତନାଘନା ଜୋର୍ ଦାର ଚାଲିଛି । ବୁଧବାରଦିନ ବିଦ୍ୟୁତବିଭାଗର ୪ ଜଣିଆ ଦଳ ନନ୍ଦନକାନନ ପରିଭ୍ରମଣ କରି ଫେରିଛନ୍ତି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି ଯେ, ରୋପଓ୍ବେ ପୁନଃକାର‌୍ୟ୍ୟ କ୍ଷମ ପାଇଁ ନୂତନ ଟ୍ରାନ୍ସର୍ଫମରକୁ ୩୧କେଭି ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ମଙ୍ଗଳବାର ଦିନ […]