୩ ଛୁଆହାତୀଙ୍କୁ ପିଟିଲା ଟ୍ରକ୍‌

ବାରଙ୍ଗ,୧୬।୬(ଏସଏସନିଉଜ) ଟ୍ରକ୍‌ ଧକ୍କାରେ ୩ଟି ହାତୀଛୁଆ ମୃତୁବରଣ କରିଛନ୍ତି।ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ପାଲାମାନେରୁ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି।ରାସ୍ତା ପାରିହେବା ବେଳେ ହାତୀ ଛୁଆଙ୍କୁ ଧକ୍କା ଦେଇଥିଲା ଟ୍ରକ୍‌।ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି।

Comments (0)
Add Comment