ହୋଇଛିକି ଏସିଡିଟି?
ବର୍ତ୍ତମାନ ସମୟରେ ଏସିଡିଟି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ ଓ ଏସିଡିଟି ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ ଜାଣନ୍ତୁ.. ଜଙ୍କ୍ ଫୁଡ୍, ଅଧିକ ମସଲା ଜାତୀୟ ଜିନିଷ ଆଦି ଆଦୌ ଖାଆନ୍ତୁ ନାହିଁ। ଏସିଡିଟି ସମୟରେ ଖଟା ଫଳ କମଳା, ଲେମ୍ବୁ, ଜାମୁକୋଳି, ଟମାଟୋ ଆଦିକୁ ଖାଆନ୍ତୁ ନାହିଁ। ଏସିଡିଟି ସମୟରେ ମାଟିଆ ଚାଉଳରେ ପ୍ରସ୍ତୁତ ଭାତ, ପାଉଁରୁଟି, ପାସ୍ତା ଆଦି ଖାଇବା ଉଚିତ ନୁହେଁ। ଏସିଡିଟି […]