ବଦଳିଲେ ତାରାବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ

ଭୁବନେଶ୍ୱର,୯ା୬(ଏସଏସନିଉଜ) କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି । କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ବଦଳରେ ଦୁର୍ଗାଶଙ୍କର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛିା ସେହିପରି ନୂଆପଡାଜିଲ୍ଲା ପାଇଁ ସୁରେଶ କୁମାର ଆଜାଦ, କେଉଁଝରପାଇଁ ମୋହନ ପରିଡା, ପୁରୀପାଇଁ ଜୟରାମପଟ୍ଟନାୟକ, ଭଦ୍ରକ ପାଇଁ ଅଶୋକଦାସ, ଅନୁଗୁଳପାଇଁ ସଂଗ୍ରାମମିଶ୍ର, ସମ୍ବଲପୁରପାଇଁ ଆସିଫ ଅଲ୍ଲୀଖାନ, ସୁନ୍ଦରଗଡପାଇଁ ଦନାର୍ଦ୍ଦନଦେହୁରୀ, କୋରାପୁଟପାଇଁ ଦୁର୍ଗା ଶଙ୍କରସାହୁ, ରାୟଗଡାପାଇଁ ବିଜୟକୁମାରଗମାଙ୍ଗ, ଦେବଗଡପାଇଁ ସେମହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି ।

Comments (0)
Add Comment