Browsing monthly archive

July 2023

ଚାଲିଗଲା ଦୁଇଜଣଙ୍କ ଜୀବନ

ସୋର,୧୫ା୭(ଏସଏସନିଉଜ) ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କାହେବାରୁ ଦୁଇଜଣଙ୍କ ଜୀବନ ଚାଲିଯାଇଛି ।ଏହିଘଟନା ବାଲେଶ୍ୱରଜିଲ୍ଲା ସୋରଥାନା ୧୬ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଦେଖିବାକୁ ମିଳିଛି । ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ବାଇକଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଦୁଇଜଣ ରାତି୨ଟାସମୟରେ ଭଦ୍ରକରୁ କାମସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଗଟିଥିଲା ।ରାସ୍ତାରେ ଯାଉଥିବା ପଥଚାରୀ ପୋଲିସକୁ ଖବରଦେବାପରେ ପୋଲିସ ଆସି ମୃତଶରୀରକୁ ଜବତ କରି ବ୍ୟବଛେଦପାଇଁ ପଠାଇଛି ।

ସିଆର୍‌ପିଏଫ୍ କ୍ୟାମ୍ପଉପରେ ମାଓହମଲା

ମାଲକାନଗିରି,୧୫ା୭(ଏସଏସନିଉଜ) ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଚିନ୍ନାଗେଲୁର ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ଗୁରୁବାର ବିଳମ୍ବିତରାତିରେ ମାଓବାଦୀମାନେ ଜଙ୍ଗଲପଟୁଆସି ଅଚାନକଭାବେ କ୍ୟାମ୍ପ ଉପରକୁ ଆଖିବୁଜା ଗୁଳିଚାଳନା ସହ ଦେଶୀରକେଟ୍ ମାଡ଼ କରିଛନ୍ତି ।ଯବାନମାନେ ପାଲଟା ଗୁଳିଚାଳନା କରିବାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କ୍ୟାମ୍ପରେଥିବା ସମସ୍ତଯବାନ ସୁରକ୍ଷିତ ଥିବାର ଜଣାପଡିଛି ।ଅନ୍ୟପଟେ ଦାନ୍ତେଵାଡ଼ାଜିଲ୍ଲା ପୁଲିସ ସିମେଲ-ତୁମ୍ମାପାଦ ପାହାଡ଼ରେକମ୍ବିଂ ଅପରେସନ କରିବାବେଳେ ମାଓବାଦୀମାନେ ଶିବିର ଛାଡ଼ି ଛତ୍ରଭଙ୍ଗ ଦେଇଛନ୍ତି ।ସେଠାରୁ ଯବାନମାନେ ବିପୁଳପରିମାଣର ବିସ୍ଫୋରକ, ମାଓପୋଷାକ, ଔଷଧ, ପୁସ୍ତକ ସହିତ […]

ଆଜିରରାଶିଫଳ

୨୦୨୩ମସିହା ଜୁଲାଇମାସ ୧୫ତାରିଖ ଶନିବାର।ପ୍ରଦୋଷ ବ୍ରତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୯/ ୩୮,ସୂର୍ଯ୍ୟାସ୍ତ-ଘ୬/୨୫/୧୦,ଶ୍ରାବଣମାସ,କୃଷ୍ଣପକ୍ଷ,ଶୌରି ବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୮/୨୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ରାତ୍ରି ଘ୮/୨୮ମି ପରେ ପଶ୍ଚିମଦିଗରେ। ଶନିବାର, ରିକ୍ତାତିଥି, ବିଷ୍ଟିକରଣ ଓ ରବିଯୁକ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ବିଛା ରାଶିର ଏବଂ ଦିବା ଘ୧୨/୪ମି ପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବାଇଗଣ, ରାତ୍ରି ଘ୮/୨୮ମି ପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ଘ୫/୨୦ମି ରୁ ଘ୬/୫୯ମି […]

ଚନ୍ଦ୍ରଅଭିମୁଖେ ବାହାରିଲା ଚନ୍ଦ୍ରଯାନ-୩

ଭୁବନେଶ୍ୱର,୧୪।୭(ଏସଏସନିଉଜ)ଭାରତପାଇଁ ଗର୍ବ ଓ ଗୌରବର ଦିନ ସାଜିଛି ଚନ୍ଦ୍ରୟାନ-୩ ।ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ । ସଫଳତାର ସହ କକ୍ଷପଥରେ ଅବସ୍ଥାପିତହୋଇଛି ।ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୩୫ରେ ହେଲା ଉତକ୍ଷେପଣ ଚନ୍ଦ୍ରଯାନ-୩। ୩୪୦ ଦିନର ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩।ଚନ୍ଦ୍ର ଅଭିମୁଖେ ବାହାରିଲା ‘ଚନ୍ଦ୍ରଯାନ-୩।ସତୀଶ ଧାୱନ ସ୍ପେସ ସେଣ୍ଟରରୁ ହେଲା ଉତକ୍ଷେପଣ।ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ ସେଣ୍ଟର ଉତକ୍ଷେପଣ ହୋଇଛି।

ଆଜିର ରାଶିଫଳ

୧୪-୭-୨୦୨୩(ଶୁକ୍ରବାର)ଅଦ୍ୟ  ମିଥୁନ ଦି୩୦ନ ଶ୍ରାବଣ କୃଷ୍ଣଦ୍ଵାଦଶୀ ଦ୩୪।୫୧ ସଂଘ୭।୧୬ ରୋହିଣୀ ଦ୪୪।୨୨ ରାଘ୧୧।୫,ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ନୈରୃତେ । ସନ୍ଧ୍ୟା ଘ୭।୧୬ଗତେ ଦକ୍ଷିଣେ ଯାତ୍ରାନାସ୍ତି । ଅଦ୍ୟ ଦେବତାଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ବିବାହ ଓ ପାଣିଗ୍ରହଣ ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ବିଛାରାଶିର ଘାତଚନ୍ଦ୍ର । ବିଛା ,ଧନୁ ଓ ମୀନ ରାଶିର ଘାତବାର […]

ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିବେ ରାଷ୍ଟ୍ରପତି

କଟକ,୧୩ା୭(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୨୬ରେ କଟକ ଓଡ଼ିଶା ଉଚ୍ଚନ୍ୟାୟଳୟ, ଏସସିବିମେଡିକାଲ ଓ ଜାତୀୟ ଆଇନବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇସାରିବାପରେ କଟକ ଚଣ୍ଡୀମନ୍ଦିର ଯାଇ ମାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେରଖି କଟକରେ ପୁଲିସର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭଦ୍ରକମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିଉତ୍ସବ ଦୁଇଦିନଧରି ପାଳନ କରାଯାଉଥିବାରୁ ୨୭ରେ ମହାମହିମରାଷ୍ଟ୍ରପତିଙ୍କ ଗସ୍ତକାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି । ଭଦ୍ରକକଲେଜର ପ୍ଲାଟିମ୍ ଜୁବୁଲିଉତ୍ସବ ଦୁଇଦିନଧରି ଚାଲିବ। ପ୍ରଥମ ଦିନର […]

ଭିଜିଲାନ୍ସ ଜାଲରେ ସହିଦନଗରASI

ଭୁବନେଶ୍ୱର,୧୩ା୭(ଏସଏସନିଉଜ)ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ ମମତାବସ୍ତିଆ ।ମମତା ୧୫ହଜାରେ ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସହାତରେ ଧରାପଡିଛନ୍ତି ।ଜଣେ ଏତଲାକାରୀଙ୍କୁ ସାହାର୍ଯ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କଠାରୁ ୧୫ହଜାରେ ଟଙ୍କା ଲାଂଚ ନେବାବେଳେ ଭିଜିଲା୍‌ସ ହାତରେ ଧରାପଡିଯାଇଥିଲେ ।ପରେ ଭିଜିଲାନ୍ସ ପକ୍ଷରୁ ମମତାଙ୍କ ଦୁଇଟି ଘରେ ଚଢଉ ଚାଲିଛି ।

ଛାତ୍ରୀଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ

ବଲାଙ୍ଗୀର,୧୩ା୭(ଏସଏସନିଉଜ) ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ନିଖିଲନଗରରେ ବାପା ଓ ମା ଘରେ ଅନୁପସ୍ଥିତ ଥିବାବେଳେ ଜଣେ ଯୁକ୍ତ୨ ପ୍ରଥମ ବର୍ଷଛାତ୍ରୀଙ୍କୁ ତଣ୍ଟିକାଟି ହତ୍ୟାକରାଯାଇଛି। ମୃତ ଛାତ୍ରୀହେଲେ ଶେଷାଦ୍ରି ନାଗ (୧୫)ଶେଷାଦ୍ରିଙ୍କ ମା ବଲାଙ୍ଗୀର ପୌରସଂସ୍ଥାରେ ସଫେଇ କର୍ମଚାରୀ ଅଛନ୍ତି। ସେ ଆଜି ସକାଳୁ କାମକୁ ଯାଇଥିବାବେଳେ ବାପା ମଧ୍ୟ ଘରେ ନଥିଲେ ।ଶେଷାଦ୍ରି ରୋଷେଇ କରି ବାପା ଓ ମାଙ୍କୁ ଖାଇବା ପହଞ୍ଚିବାର ଥିଲେ ମଧ୍ୟ ସେ ଯାଇନଥିଲେ ।ବାପା-ମା ଘରେ ଆସି ପହଞ୍ଚିଲାବେଳକୁ ଝିଅର […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୩ତାରିଖ ଗୁରୁବାର।ଶ୍ରୀମନ୍ଦିରରେ ଓ ସର୍ବସମ୍ମତ କାମଦା (ଚକ୍ରବୁଲା) ଏକାଦଶ୍ୟୁପବାସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୫୨ ,ସୂର୍ଯ୍ୟାସ୍ତ- ଘ୬/୨୫/୨୮ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ବୃହସ୍ପତି ବାସ ,ତିଥି- ଏକାଦଶୀ ସନ୍ଧ୍ୟା ଘ୬/୩୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- କୃତ୍ତିକା ରାତ୍ରି ଘ୯/୪୦ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ। ସନ୍ଧ୍ୟା ଘ୬/୩୩ମି ପରେ ନୈର୍ଋତ କୋଣରେ। ଅଗନ୍ତବ୍ୟ ତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ସନ୍ଧ୍ୟା ଘ୬/୩୩ମି ମଧ୍ୟେ ଯାତ୍ରା ଶୁଭ। ଅଗ୍ନିକୋଣ, […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୨ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୩୩ ,ସୂର୍ଯ୍ୟାସ୍ତ- ଘ୬/୨୫/୩୩ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଦଶମୀ ସନ୍ଧ୍ୟା ଘ୬/୧୭ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ଦ୍ବିଜା ରାତ୍ରିଘ୮/୩୯ମିପର୍ଯ୍ୟନ୍ତ ତଦନ୍ତେ କୃତ୍ତିକାନକ୍ଷତ୍ର। ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ। ସନ୍ଧ୍ୟାଘ୬/୧୭ମି ପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୧୮ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗ ସନ୍ଧ୍ୟାଘ୬/୧୭ମି ପରେ ରାତ୍ରିଶେଷପର୍ଯ୍ୟନ୍ତ ଅଗ୍ନିକୋଣ, ପୂର୍ବଦିଗ, ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ମେଷରାଶିର ଏବଂ ରାତ୍ରିଘ୨/୫୩ମିପରେ ବିଛାରାଶିରଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ […]