ସ୍କୁଟିସହ ଧକ୍କାଦେଲା ସ୍କୁଟି
ମେଣ୍ଢାଶାଳ,୧୧ା୭(ଏସଏସନିଉଜ)ମଙ୍ଗଳବାର ସକାଳେ ଚନ୍ଦକା ପିତାପଲି ରାସ୍ତ।ର ମେଣ୍ଢାଶାଳ ବଜାରଠାରେ ସ୍କୁଟିସହ ସ୍କୁଟି ଧକା ହେବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ଅହତଦ୍ୱୟଙ୍କୁ ସ୍ଥାନୀୟ ଲୋଲକ ୧୦୮ଆମ୍ନୁଲାନ୍ସରେ ଚିକିସ୍ାପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି । ପ୍ରକାଶଯେ ସୋମବାର ସକାଳେ କଣ୍ଟାବାଡ଼ ଅଂଚଳର ମନୋଜପଣ୍ଡ।ନାମକ ବ୍ୟକ୍ତି ତାଙ୍କ ସ୍କୁଟିରେ ମୁଣ୍ଡାସାହିର ମିନାପିଙ୍ଗୁଆନାମକ ମହିଳାଙ୍କୁ ବସାଇ ବଜାରରାସ୍ତାଆଡେଆସୁଥିଲେ ।ଏହିସମୟରେ ମେଣ୍ଢାଶାଳ ଡାକ୍ତରଖାନାପଟରୁ ଅନ୍ୟଏକ ସ୍କୁଟିରେ ଆସୁଥିବା ଜଣେ ବୃଦ୍ଧଙ୍କ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ମହିଳାଙ୍କ ଶରୀରର ବିଭିର୍ଣସ୍ଥାନରେ […]