Browsing monthly archive

November 2023

ଭିକାରିମୁକ୍ତ ପାଇଁ ପଦକ୍ଷେପ ନେବ ବିଏମସି

ଭୁବନେଶ୍ୱର,୨୨ା୧୧(ଏସଏସନିଉଜ) ବିଏମ୍‌ସି ଅଧୀନ ଟ୍ରାଫିକ୍ ପୋଷ୍ଟ ନିକଟରେ ଆଉ ଭିକାରୀମାନଙ୍କୁ ଆଉ ଦେଖିବାକୁ ମିଳିବନି ।ପେନ୍‌, କଣ୍ଢେଇ ହେଉ ବା ଅନ୍ୟ ଜିନିଷ ବିକ୍ରି କରିବା ବାହାନାରେ ଭିକାରୀମାନେ ଆଉ ଟ୍ରାଫିକ୍ ସିଗନାଲ୍ ପାଖରେ ରହିପାରିବେ ନାହିଁ।ଏହାକୁ ନମାନି କୈାଣସି ଭିକାରୀ ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ବିଏମସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।

ଜାନୁଆରି୧୫ରୁ ବିଶ୍ବପ୍ରସିଦ୍ଧ ବରଗଡ଼ଧନୁଯାତ୍ରା

ବରଗଡ଼,୨୨ା୧୧(ଏସଏସନିଉଜ) ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରି ୧୫ ତାରିଖରୁ ଆୟୋଜନ ହେବାକୁଯାଉଛି। ଏଥି ନିମନ୍ତେ ବୁଧବାର ଦିନ ପ୍ରଥମ ପ୍ରସ୍ତୁତି ବୈଠକ ସରିଛି। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର ସାଧାରଣ ପରିଷଦ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି ।ତେବେ କଳାକାର, ସାଜସଜ୍ଜା ସମେତ ଅନ୍ୟ ବାବଦକୁ ଯେଉଁ ଟଙ୍କା ଖର୍ଚ୍ଚ କରାଯାଇଛି ଏହାକୁନେଇ ପ୍ରବଳ ହଟଗୋଳ ଓ ଉତେଜନା ଦେଖାଦେଇଥିଲା ।

ସାକ୍ଷୀଗୋପାଳଙ୍କ ଦର୍ଶନସାରି ଫେରିବାବାଟରେ ଚାଲିଗଲା ଜୀବନ

ଜଗତପୁର,୨୨ା୧୧(ଏସଏସନିଉଜ) ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବାଇକ୍ ଆରୋହୀ ଦଂପତିଙ୍କ ଉପରେ ଚଢ଼ିଯାଇଥିଲା ଟ୍ରକ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ବର୍ଷର ଶିଶୁପୁତ୍ର ଆହତ ହୋଇଥିବା ବେଳେ ତାର ବାପା- ଅନିରୁଦ୍ଧ ଜେନା (୪୦) ଓ ମା ରିତାଲି ଜେନା (୩୫) ଙ୍କର ମୃତ୍ୟୁ ହୋଇଛି। ମୃତ ଅନିରୁଦ୍ଧଙ୍କ ଘର କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ମହଣ ପଞ୍ଚାୟତର ପୂରଣଗ୍ରାମରେ ।ଅନିରୁଦ୍ଧ ନିଜ ସ୍ତ୍ରୀ ଓ ୪ ବର୍ଷ ବୟସର ଶିଶୁପୁତ୍ରକୁ ନେଇ […]

ଠକିଦେଲେ ଜମିବେପାରୀ

ବାରଙ୍ଗ,୨୨ା୧୧(ଏସଏସନିଉଜ)ଜମିଯୋଗଦେଇବାକୁ କହି ୨୦ଲକ୍ଷ ନେଇ ଜମିନଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ବୁଧବାରଦିନ ଜଣେ ଜମିବେପାରୀକୁ ଗିରଫ କରି କୋର୍ଟଚାଳଣ କରିଛି ।ଜମିବେପାରୀ ଜଣଙ୍କ ହେଉଛନ୍ତି ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁରଗ୍ରାମର ଶିଖରଚଣ୍ଡିସାହିର ଆଲୋକକୁମାରରାଉତ(୪୩) । ପ୍ରକାସ ଯେ,ଆଲୋକ ରଘୁନାଥପୁର ଗାଁ ମୁଣ୍ଡରେ ଏକ ଜମିବେପାର କାର୍ଯ୍ୟାଳୟ କରି ପ୍ଲଟିଂକରି ଜମିବେପାର କରୁଛନ୍ତି । ସରୋଜ କୁମାର ରାଉତ ନାମକ ବ୍ୟକ୍ତି ଜମିକିଣିବା ଉଦ୍ଦେଶ୍ୟରେ ଆଲୋକ ସହ ଯୋଗାଯୋଗ କରିଥିଲେ ।ପରେ ଆଲୋକ ତାଙ୍କୁ ଏକ ଜମି ଦେଖାଇବା […]

ଅଧା ରହିଲା ଜଗାଦର୍ଶନ

ଯାଜପୁର,୨୧ା୧୧(ଏସଏସନିଉଜ) ଶ୍ରୀଜଗନ୍ନାଥ ଦର୍ଶନ ଲାଗି ଅଟୋରେ ଯାଉଥିବାବେଳେ ଅଜଣାଗାଡିଧକ୍କାରେ ୨ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୮ ଜଣ ଗୁରୁତର ହୋଇଛନ୍ତି ।ଏହିଭଳି ଘଟଣା ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ଘଟିଛି । ଭଦ୍ରକ ଜିଲ୍ଲାର ୩ଟି ପରିବାରର ମୋଟ ୧୦ ଜଣ ଏକ ଅଟୋ ଯୋଗେ ପୁରୀ ଯାଉଥିବା ସମୟରେ ଭୋର ୪ଟା ଏହି ଦୁର୍ଘଟଣା ଘଟିଛି ।ଏଥିରେ ବିଷମ କଟକ ଅଞ୍ଚଳର ୧୧ବର୍ଷ ନାବାଳକ ଶିବେନ୍ଦ୍ର ମହାପାତ୍ର ଓ […]

ବିପୁଳ ପରିମାଣର ଜର୍ଦ୍ଦା ଜବତ

ଭଦ୍ରକ,୨୧ା୧୧(ଏସଏସନିଉଜ) ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ହେଲା ସାହି ଅଂଚଳରେ ଚାଲୁଥିଲା ନକଲି ଜର୍ଦ୍ଦା କାରବାର ଓ ତିଆରିକରି ବିକ୍ରି କରୁଥିବାର ଖବର ପାଇ ଚଢଉ କରିଥିଲା ।ତେବେ କୈାଶଳକ୍ରମେ ନକଲି ଜର୍ଦ୍ଦା ତିଆରି କରୁଥିବା ଲୋକମାନେ ଫେରାର ହୋଇଯାଇଥିବାବେଳେ ୧ କୁଇଣ୍ଟାଲ ୨୦୦ ଗ୍ରାମ ନକଲି ଜର୍ଦ୍ଦା ଓ କିଛି ସରଞାମକୁ ଜବତ କରିବା ସହ ଏକ ଅଟୋ କୁ ମଧ୍ୟ ପୋଲିସ ଜବତ କରିଛି।ତେବେ ପୁରାଣବଜାର ଅଞ୍ଚକରେ ଆହୁରି ଅନେକ ସ୍ଥାନରେ ଏହି […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨୨ତାରିଖ ବୁଧବାର।ଶ୍ରୀଜଗନ୍ନାଥଙ୍କ ରାଧାଦାମୋଦର ବେଶ ସମାପ୍ତି, ରାସଯାତ୍ରାଧିବାସ, ଶରଣଶେଷ।ସୁର୍ଯ୍ୟୋଦୟ- ଘ୬/୨/୫୧ ,ସୂର୍ଯ୍ୟାସ୍ତ- ଘ୫/୨/୩୯ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଦଶମୀ ରାତ୍ରି ଘ୧୧/୧୯ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ରାତ୍ରି ଘ୧୧/୧୯ମିପରେ ଆଗ୍ନେୟକୋଣରେ।ଦିବା ଘ୧/୫୧ମିପରେ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗ, ରାତ୍ରି ଘ୧୧/୧୯ମିପରେ ଅଗ୍ନିକୋଣ, ପୂର୍ବଦିଗ, ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ଦିବା ଘ୧/୫୧ମିପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ରାତ୍ରି ଘ୧୧/୧୯ମିପରେ […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୨୧ତାରିଖ ମଙ୍ଗଳବାର ,ଶ୍ରୀମନ୍ଦିରରେ ଓ ସର୍ବତ୍ର ଅଁଳା ନବମୀ, ଧାତ୍ରୀପୂଜା, ଶ୍ରୀରାଧାଙ୍କ ପାଦ ଦର୍ଶନ ଉତ୍ସବ, ଶ୍ରୀଦୁର୍ଗାଦେବୀଙ୍କର ଅନୁକଳ୍ପ ନବମୀପୂଜା, ଜଗମୋହନଭୋଗ, ଜଗଦ୍ଧାତ୍ରୀପୂଜା, ଜୟୀରାଜଗୁରୁ ଜୟନ୍ତୀ, ଡ଼କ୍ଟର ହରେକୃଷ୍ଣମହତାବଙ୍କ ଜୟନ୍ତୀ।ସୁର୍ଯ୍ୟୋଦୟ- ଘ୬/୨/୧୪ ,ସୂର୍ଯ୍ୟାସ୍ତ- ଘ୫/୨/୪୬ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ନବମୀ ରାତ୍ରି ଘ୧/୨୭ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୧/୧୭ମି ପରେ ଉତ୍ତରଦିଗରେ। ମଙ୍ଗଳବାର, ରିକ୍ତାତିଥି , ଶନିଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର– ମିଥୁନ ଓ […]

ଆଜିର ରାଶିଫଳ

ନଭେମ୍ବର ମାସ ୨୦ ତାରିଖ ୨୦୨୩ ମସିହା(ସୋମବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୦୩/୩୪ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୧୦/୨୧ ପର୍ଯ୍ୟନ୍ତ ତଦନ୍ତେ ଶତଭିଶା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨/୪୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୯ ,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,କାଳବେଳା -ଦିବା ଘ୦୭/୨୫ ଗତେ ଘ୦୮/୪୮ ମଧ୍ୟେ ,ବାରବେଳା – ଦିବା ଘ୦୨/୧୬ ଗତେ ଘ୦୩/୪୦ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳ। […]

ଦାଦନ ଖଟିବାକୁ ଯାଇ ଫେରିଲାନାହିଁ ପୁଅ

ଗଞ୍ଜାମ,୧୯ା୧୧(ଏସଏସନିଉଜ)ପରିବାରର ଗୁଜରାଣ ମେଂଟାଇବାପାଇଁ ଦାଦନଖଟିବାକୁ ଯାଇଥିଲା ପୁଅ ।କିନ୍ତ ଆଉ ଘରକୁଫେରିଲାନାହିଁ ।ଘରକୁଫେରୁଥିବାର ପରିବାରଲୋକଙ୍କୁ ସୁଚନାଦେଇ ଟ୍ରେନରେ ଆସୁଥଲା ।ପରିବାରଲୋକ ବହୁତ ଖୁସିଥିଲେ ।ହେଲେ ପୁଅ ଟ୍ରେନରେ ଆସୁଥିବାବେଳେ ନିଖୋଜ ହୋଇଯାଇଥିଲେ ।ଏହିଭଳି ଘଟଣା ଆସିକାବ୍ଲକ ହରିଡାପଦର ପଂଚାୟତର କୁମ୍ବାରୀଗ୍ରାମରେ ଘଟିଛି ।ଗ୍ରାମର ଶିକ୍ଷିତଯୁବକ ଜିତେନ୍ଦ୍ର ବେହେରା ପରିବାରର ଦୁଃଖକୁ ସହ୍ୟନକରିପାରି ରୋଜଗାରକରିବାପାଇଁ ଦାଦନଖଟିବାକୁ ଦୁର୍ଗାପୁରକୁ ଗତ୫ବର୍ଷ ହେବ ଯାଇଥିଲେ ।ସେଠାରୁ ଅନ୍ୟକାହାସହ ମିଶି କାମଆଶାରେ ଦିଲ୍ଲୀ ଗୁରୁଗାଁଓ ଯାଇଥିଲେ ।ସେଠାରେ ହତାଶହେବାପରେ ଦିଲ୍ଲୀରେ ଥିବା ଭାଇ […]