Browsing yearly archive

2023

ରଘୁନାଥପୁରେ କାନାରାବ୍ୟାଙ୍କର ୨୭୦ତମ ଶାଖା

ବାରଙ୍ଗ,୮ା୧୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ରଘୁନାଥପୁର ଗାଁମୁଣ୍ଡରେ କାନାରା ବ୍ୟାଙ୍କର ଏକଶାଖା ନୁଆକରି ଶୁକ୍ରବାରଦିନ ଖୋଲିଛି ।ଏହାକୁ ମହାପ୍ରବନ୍ଧକ ଜଗଦୀସ ଚନ୍ଦର ଏହାକୁ ଆନୁଷ୍ଠାନକ ଭାବେ ଉଦଘାଟନ କରିଥିଲେ । ଡିଭିଜିନାଲ ମ୍ୟାନେଜର ଅରବିନ୍ଦବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଘାଟନୀଉସ୍‌ବରେ ଉପ-ମହାପ୍ରବନ୍ଧକ ଜିନରସିଂହା ମୁର୍ତି ,କ୍ଷେତ୍ରିୟ ପ୍ରବନ୍ଧକ ମହାମାୟାପ୍ରସାଦରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲ । ଏହି ଉଦଘାଟନୀ ଉସ୍‌ବରେ ଯୋଗଦେଇଥିବା ଗ୍ରାହକ ଓ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ମୁର୍ତି କହିଲେ ଯେ,ରାଜ୍ୟର ଏହାହେଉଛି ୨୭୦ତମ ଶାଖା । ଏ ଅଂଚଳରେ […]

ଅସ୍ତ୍ରବିରତି ପ୍ରସ୍ତାବ ଖାରଜ

ଭୁବନେଶ୍ୱର,୮।୧୨(ଏସଏସନିଉଜ)ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ହୋଇଥିବା ପ୍ରସ୍ତାବ ଖାରଜ ହୋଇଛି।ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଖାରଜ ହୋଇଛି। ଆମେରିକାର ଭିଟୋ ପ୍ରୟୋଗ ଯୋଗୁଁ ପ୍ରସ୍ତାବ ଖାରଜ।ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ପାଇଁ UAE ପ୍ରସ୍ତାବ ଦେଇଥିଲା।୧୩ ଦେଶର ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ।ଏକମାତ୍ର ଦେଶ ବ୍ରିଟେନ ଏହି ଭୋଟ ଦାନରୁ ବିରତି ରହିଥିଲା। ଇସ୍ରାଏଲକୁ ସମର୍ଥନ କରି ଆମେରିକା ଭିଟୋ ପ୍ରୟୋଗ କରିଥିଲା।ଯୁଦ୍ଧ ପାଇଁ ହମାସକୁ ଦାୟୀ କରି ଆମେରିକାର ଭିଟୋ ପ୍ରୟୋଗ।

ଯବାନଙ୍କୁ ପିଟିପିଟି ହତ୍ୟା, ୫ ଗିରଫ

ଖଲ୍ଲିକୋଟ,୮।୧୨(ଏସଏସନିଉଜ)ଯବାନଙ୍କୁ ପିଟିପିଟି ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ।ଆଳିପଲ୍ଲୀଗାଁର ୫ ଜଣଙ୍କୁ ଗିରଫକଲା ଚମାଖଣ୍ଡି ଥାନା ପୋଲିସ।ପୂର୍ବ ଶତ୍ରୁତାରୁ ଯବାନ ଦିଲ୍ଲେଶ୍ବର ପାତ୍ରଙ୍କୁ ହତ୍ୟା କରାଯାଇଥିଲା।ଗଣେଶ ପୂଜା ଭସାଣି ଓ କ୍ରିକେଟ ଖେଳକୁ ନେଇ ଶତ୍ରୁତା ହୋଇଥିଲା। ୩ ତାରିଖରେ ଦିଲ୍ଲେଶ୍ବରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଆଜିର ରାଶିଫଳ

ଡିସେମ୍ବରମାସ ୦୯ତାରିଖ ୨୦୨୩ ମସିହା(ଶନିବାର)ମାର୍ଗଶିରମାସ-କୃଷ୍ଣପକ୍ଷ ,ତିଥି- ଏକାଦଶୀ ପ୍ରାତଃ ଘ ୦୬/୩୩ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ନକ୍ଷତ୍ର- ଚିତ୍ରା ଦିବା ଘ ୧୧/୨୪ ପର୍ଯ୍ୟନ୍ତ ତଦନ୍ତେ ସ୍ଵାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୩୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୯ ,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ ୦୬/୩୩ ଗତେ ନୈରୁତେ , ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,କାଳବେଳା -ଦିବା ଘ୦୭/୩୫ ମଧ୍ୟେ ଓ ଘ୦୩/୪୩ ଗତେ ଘ୦୫/୦୪ ମଧ୍ୟେ ,ବାରବେଳା – ଦିବା ଘ୦୧/୦୧ ଗତେ […]

ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ଣାମେଣ୍ଟ

ବାରଙ୍ଗ.୮ା୧୨(ଏସଏସନିଉଜ)କଲ୍ୟାଣପୁର ଗ୍ରାମପଞ୍ଚାୟତର ଗଣ୍ଡରପୁର ବିଜୁପଟ୍ଟନାୟକ ମିନିଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟ ଷଷ୍ଠଦିନରେ ୬ଟି ମ୍ୟାଚ ଖେଳାଯାଇଥିଲା । ଗ୍ରାମାଞ୍ଚଳବିଭାଗର ପ୍ରଥମ ମ୍ୟାଚରେ ଇଲେଭେନଗନ କ୍ଲବ, ତିନିଘରିଆ ୧-୦ ଗୋଲରେ ମହାବୀର ସ୍ପୋର୍ଟିଂକ୍ଲବ, ନରଣପୁରକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସେହିପରି ଦ୍ୱିତୀୟମ୍ୟାଚରେ ମାମଙ୍ଗଳକ୍ଲବ ଗୋଠପୂର ୫-୪ ଟାଏ ବ୍ରେକରରେ ବନମହାବୀରକ୍ଲବ ଜୟପୁରକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି । ଗୋଠପୁର ପକ୍ଷରୁ ଅଜିତରାଉତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ […]

ଛାଡ଼ୁନି ବିବାଦ

  ବାରଙ୍ଗ,୭।୧୨(ଏସଏସ ନିଉଜ) ନନ୍ଦନକାନନରେ ପିଛା ଛାଡୁନି ଅଘଟଣ । ଦିନକୁ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । କେତେବେଳେ ଜୀବଜନ୍ତୁ ଙ୍କ ଅସୁସ୍ଥ ତ ଆଉ କେତେବେଳେ ଅସୁସ୍ଥ ହୋଇ ମୃତ୍ୟୁ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ପୂର୍ବରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଭାଲୁ, ଜଲହସ୍ଥି , ବାରସିଙ୍ଗା,ଆନାକୋଣ୍ଡା ମୃତୁବରଣ କରିଥିବାବେଳେ ଗୁରୁବାର ୭୨ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଚଉଶିଙ୍ଗା ଅସୁସ୍ଥ […]

ସଡକସୁରକ୍ଷା ସଚେତନତାକାର୍ଯ୍ୟକ୍ରମ

ବାରଙ୍ଗ,୭।୧୨(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟରେ ଗୁରୁବରଦିନ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧକ୍ଷ ପ୍ରତାପ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ନିର୍ଦ୍ଧେଶକ ତପନ କୁମାର ମିଶ୍ର, କଟକ ସଡ଼କ ପରିବହନ ଅଧିକାରୀ ସଞ୍ଜୟ ବେହେରା ଓ ରାଜ୍ୟ ସଡକ ସୁରକ୍ଷା ସଦସ୍ୟ ବିମଳ ସିଂ ଯୋଗଦେଇ ସଡ଼କ ସୁରକ୍ଷା ଓ ଏହାର ନିରାକରଣ ସହ ପ୍ରାଥମିକ ଚିକିତ୍ସାର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। […]

ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟର ଚତୁର୍ଥଦିନ

ବାରଙ୍ଗ,୭।୧୨(ଏସଏସନିଉଜ)କଲ୍ୟାଣପୁର ଗ୍ରାମପଞ୍ଚାୟତର ଗଣ୍ଡରପୁର ବିଜୁପଟ୍ଟନାୟକ ମିନିଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲଟୁର୍ନାମେଣ୍ଟ ଚତୁର୍ଥଦିନରେ ଆଜି ୬ଟିମ୍ୟାଚ ଖେଳ।ଯାଇଥିଲା ।ଗ୍ରାମାଞ୍ଚଳବିଭାଗର ପ୍ରଥମମ୍ୟାଚରେ ଟାଏ ବ୍ରେକର ଜାରିରରେ ନିଷ୍ପତି କରାଯାଇ ଥିଲା ଏଥିରେ ନରଣପୁରଦଳ ୫-୪ ଗୋଲରେ ବିଜୟୀ ହୋଇ କ୍ୱାର୍ଟରରେ ପ୍ରବେଶ କରିଥିଲେ ।ସେହିଭଳି ଦ୍ୱିତୀୟ ମ୍ୟାଚରେ ଜୟପୁର ଦଳ ୪-୩ ଟାଏ ବ୍ରେକରରେ ଉଷୁମାକୁ ପରାସ୍ତକରି କ୍ୱାର୍ଟରରେ ପ୍ରବେଶ କରିଥିଲେ ।ସେହିଭଳି ତୃତୀୟ ମ୍ୟାଚରେ ସ୍ଵର୍ଣ୍ଣଦେବିକ୍ଲବ, ବଉଳକୁଦ ୩-୦ଗୋଲରେ ସାଇଁସକୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ […]

ଶୋଇବାଘରେ ମହିଳାଙ୍କୁ ବିଭସ୍ ହତ୍ୟା ଘଟଣାରେ ୩ଅଟକ

ବାରଙ୍ଗ,୭।୧୨(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ମଧୁପୁର ଗ୍ରାମରେ ମଙ୍ଗଳବାର ବିଳମ୍ଭିତ ରାତିରେ ସୁଚିତ୍ରା ସାହୁ ନାମକ ମହିଳାଙ୍କୁ ଶୋଇବା ଘରେ ବିଭସ୍‌ଭାବେ ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ବୁଧବାର ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ପ୍ରକାସଯେ, ମଧୁପୁର ଗ୍ରାମର ଚତୁର୍ଭୁଜସାହୁଙ୍କ ପୁଅ ସରୋଜ ମଙ୍ଗଳବାର ରାତିରେ ନଥିବାରୁ ଘରେ ବୋହୁପାଖରେ ଶାଶୁ ସୁଚିତ୍ରା ଶୋଇଥିଲେ।ଅଧାରାତିରେ ଶାଶୁଙ୍କ ପାଖରୁ ଉଠି ବୋହୁ ଅନ୍ୟ ଘରକୁ ପଳାଇଆସିଥିଲେ। ଶଶୁର ଦାଣ୍ଡପଟ ଘରେ ଶୋଇଥିଲେ।ସକାଳେ ଶାଶୁଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇବାଘରୁ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୮ତାରିଖ ୨୦୨୩ମସିହା(ଶୁକ୍ରବାର)ମାର୍ଗଶିରମାସ-କୃଷ୍ଣପକ୍ଷ ,ତିଥି- ଏକାଦଶୀ ,ନକ୍ଷତ୍ର- ହସ୍ତା ଦିବା ଘ ୦୯/୩୯ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୫୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୯ ,ଯୋଗିନୀଅଗ୍ନିକୋଣେ , ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା ,ଧନୁ ଓ ମୀନରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୮/୫୫ ଗତେ ଘ୧୧/୩୮ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୦୨ ମଧ୍ୟେ ଓ ଘ୦୭/୫୦ ଗତେ ଘ ୦୮/୫୪ ମଧ୍ୟେ ଓ ଘ୧୧/୪୦ ଗତେ ଘ […]