ମେଲାଣି ନେଲେ କାର୍ତ୍ତିକେୟ
ବାରଙ୍ଗ, ୬।୧୨ (ଏସଏସ ନିଉଜ) ବାରଙ୍ଗ ଗଣପର୍ବ ପ୍ରଭୁ କାର୍ତ୍ତିକକେଶ୍ଵରଙ୍କର ଭସାଣୀ ଉତ୍ସବ ବୁଧବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାପାଇଁ ପ୍ରାୟ ସବୁ ପୂଜାକମିଟି ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି।ପାରମ୍ପରିକ ବାଦ୍ୟ,ଆକର୍ଷଣୀୟ ଲାଇଟ ଗେଟ, ସିଂହ ଗର୍ଜନ,କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ଦେବା ଦେବୀନାଚ ,ଘୋଡାନାଚ , କଣ୍ଢେଇନାଚ, ଘଂଣ୍ଟ, ପଞ୍ଜାବୀ ବାଜା ,ଶିଙ୍ଘ, ଶଙ୍ଖ, ହଳିଦିକାଠ,ଆଦିବାସୀ ନାଚ ସମେତ ବହୁ ପାରମ୍ପାରିକ ଓ ଆଧୁନିକ ବାଦ୍ୟକୁ ଏଥର ଶୋଭାଯାତ୍ରାରେ […]