ଅସ୍ତ୍ରବିରତି ପ୍ରସ୍ତାବ ଖାରଜ

ଭୁବନେଶ୍ୱର,୮।୧୨(ଏସଏସନିଉଜ)ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ହୋଇଥିବା ପ୍ରସ୍ତାବ ଖାରଜ ହୋଇଛି।ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଖାରଜ ହୋଇଛି। ଆମେରିକାର ଭିଟୋ ପ୍ରୟୋଗ ଯୋଗୁଁ ପ୍ରସ୍ତାବ ଖାରଜ।ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ପାଇଁ UAE ପ୍ରସ୍ତାବ ଦେଇଥିଲା।୧୩ ଦେଶର ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ।ଏକମାତ୍ର ଦେଶ ବ୍ରିଟେନ ଏହି ଭୋଟ ଦାନରୁ ବିରତି ରହିଥିଲା। ଇସ୍ରାଏଲକୁ ସମର୍ଥନ କରି ଆମେରିକା ଭିଟୋ ପ୍ରୟୋଗ କରିଥିଲା।ଯୁଦ୍ଧ ପାଇଁ ହମାସକୁ ଦାୟୀ କରି ଆମେରିକାର ଭିଟୋ ପ୍ରୟୋଗ।

Comments (0)
Add Comment