ତାଲୁକା ବିଶ୍ଵକର୍ମାସମାଜର ନିର୍ବାଚନୀ ମହାସଭା
ଆସିକା,୨।୯(ଏସଏସନିଉଜ)ଗତକାଲି ଖଲ୍ଲିକୋଟ ତାଲୁକା ବିଶ୍ଵକର୍ମାସମାଜର ନିର୍ବାଚନୀ ମହାସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ପାଞ୍ଚବର୍ଷପାଇଁକର୍ମକର୍ତ୍ତା ଚୟନ କରାଯାଇଛି। ଏହି ବୈଠକରେ ଦକ୍ଷିଣଓଡ଼ିଶା ବିଶ୍ଵକର୍ମା ସମାଜ (ବଢ଼େଇକୁଳ) ପୂର୍ବଖଣ୍ଡ, ବଡଖେମଣ୍ଡି, ସୋରଡ଼ା ସହରାଞ୍ଚଳ,ଘୁମୁସର ଓ ଆଠଗଡ଼ (ପୋଲସରା ଓ ଖଲାଡ଼ି ମୁଠା ) ତଥା ଅନ୍ୟାନ୍ୟ ତାଲୁକାର କେନ୍ଦ୍ରୀୟ କମିଟି ସଦସ୍ୟମାନେ ଯୋଗଦେଇ ଥିଲେ।କେନ୍ଦ୍ରୀୟ କମିଟି ସଭାପତି ସନ୍ତୋଷ କୁମାର ମହାରଣା, ସମ୍ପାଦକ ହାଡିବନ୍ଧୁମହାରଣା ନିର୍ବାଚନକାର୍ଯ୍ୟ ପରିଚାଳନା କରିଥିଲେ। ଘୁମୁସର ପାଟମନ୍ତ୍ରୀ ଦଇତାରୀ ମହାରଣା ଶପଥ ପାଠ କରାଇଥିଲେ।ଏଥିରେ […]