ଗୋରୁଙ୍କ ଉପରେ ମାଡ଼ିଗଲା ଟ୍ରକ୍

କାମାକ୍ଷାନଗର,୩୧।୮(ଏସଏସନିଉଜ)ମାଡ଼ିଗଲା ଟ୍ରକ୍‌, ରାସ୍ତାରେ ଶୋଇଥିବା ଗୋରୁ ଉପରେ ଟ୍ରକ ମାଡିଯିବାରୁ ୧୩ ଗୋରୁଙ୍କ ମୃତୁ ହୋଇଛି।ପରଜଙ୍ଗ ଥାନା ବାରିହାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି।ଗୋରୁଙ୍କୁ ଧକ୍କା ଦେଇ ଚା’ଦୋକାନ ଆଡ଼କୁ ମାଡ଼ିଯାଇ ଥିଲା ଟ୍ରକ୍‌।ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚା’ ଦୋକାନୀ। ଦୁର୍ଘଟଣା ପରେ ଟ୍ରକ୍‌ ସହ ଡ୍ରାଇଭର ଚମ୍ପଟ ମରିଥିବାର ଜଣାପଡିଛି।

Comments (0)
Add Comment