Browsing monthly archive

March 2024

ଆଉ ନାହାନ୍ତି ଅଭି….

ବାରଙ୍ଗ,୧୩।୩(ଏସଏସନିଉଜ)ଗଣ୍ଡରପୁର ଗ୍ରାମର ଅନ୍ୟତମ ଜଣେ ଜଣାଶୁଣା ଭାଗବତପ୍ରେମୀ ତଥା ଅମାୟୀକ ବ୍ୟକ୍ତି ଅଭିମନ୍ୟୁ ପ୍ରଧାନ(୫୦)ଙ୍କର ବୁଧବାର ଦିନ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି।ଗତ କିଛିଦିନହେବ ଶାରରିକ ଅସୁସ୍ତତା ଯୋଗୁ ଘରେରହି ଚିକିତ୍ସାଧୀନ ଥିଲେ।ଏହି ଖବରପାଇଲୋକପ୍ରତିନିଧି,ସମାଜସେବୀ,ସ୍ୱେଚ୍ଛାସେବୀ,ଗ୍ରାମମୁରବୀ,ଭାଗବତ ପ୍ରେମୀ ବ୍ୟକ୍ତିମାନେ ତାଙ୍କ ବସଭାବନରର ପହଁଚି ଶେଷଦର୍ଶନ କରିଥିଲେ।ସେ ଜଣେ ନିର୍ମାୟା, ଆମୟୀକ ,ପରୋପକାରୀ ଓ ଭଗବତପ୍ରେମୀ ବ୍ୟକ୍ତି ଥିଲେ।ଧର୍ମକାମ କରିବା, ଭଗବାନଙ୍କ କାମକରିବା ଓ ପୂଜାନୁଷ୍ଠାନ କରିବା,ସାହାଯ୍ୟ ସହଯୋଗକରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।ସେଇଥିପାଇଁ ସେ ଅଂଚଳରେ ଚର୍ଚ୍ଚାରେ […]

ଚିକେନ୍ ଦୋକାନିକୁ ଆକ୍ରମଣ

ବାରଙ୍ଗ,୧୩ା୩(ଏସଏସନିଉଜ)ନନ୍ଦନକାନନଥାନା ଅଧିନସ୍ଥ ମୈତ୍ରୀଭୁବନ ଅପାର୍ଟମେଣ୍ଟ ସାମ୍ନାରେ ଥିବା ଚିକେନ ଦୋକାନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଭାଇଭଉଣୀଙ୍କୁ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ଶ୍ରୀଖରଚଣ୍ଡୀ ନଗରରେ ରହୁଥିବା ନୟାଗଡର ସୈାଫିଲଖାନ ଓ ଭଉଣୀ ସବନାମ ବେଗମ । ମଙ୍ଗଳବାରରାତିରେ ଜଲ୍ଲାଲ୍ ଖାନ ନାମକ ବ୍ୟକ୍ତି ତାଙ୍କର ଚିକେନ ଦୋକାନରେ ଥିଲେ ।ମଙ୍ଗଳବାର ସନ୍ଧ୍ୟା ସମୟରେ ଜଲ୍ଲାଲ୍ ଙ୍କ ସର୍ମ୍ପକିୟ ସୈାଫିଲଖାନ ଓ ଭଉଣୀ ସବନାମ ବେଗମ ଦୋକାନ ପାଖରେ ଆସି ପହଁଚିଥିଲେ ।ଉଭୟଙ୍କ ମଧ୍ୟରେ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୪ତାରିଖ ୨୦୨୪ମସିହା(ଗୁରୁବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୧୧/୨୩ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ନକ୍ଷତ୍ର- ଦ୍ଵିଜା ସନ୍ଧ୍ୟା ଘ୦୫/୨୮ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା, ସୁର୍ୟୋଦୟ-ପ୍ରାତଃ ଘ୦୬/୦୦/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୦୯,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୪୫ ଗତେ ଘ୦୫/୫୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୦୧/୦୪ ଗତେ ଘ୦୩/୨୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୩୩ ମଧ୍ୟେ ଓ ଘ୧୦/୪୪ ଗତେ ଘ୦୧/୦୯ମଧ୍ୟେ,ବେଲ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୩ତାରିଖ ୨୦୨୪ ମସିହା(ବୁଧବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୦୧/୨୫ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ,ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ୦୭/୦୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୬/୦୧/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୩/୦୯,ଯୋଗିନୀ ନୈରୁତେ ରାତ୍ରି ୦୧/୨୫ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ ୦୮/୫୫ ଗତେ ଘ୧୦/୨୪ ମଧ୍ୟେ,ବାରବେଳା – ଦିବା ଘ୧୧/୫୩ ଗତେ ଘ୦୧/୨୩ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଘ୦୭/୩୪ ମଧ୍ୟେ ଓ ଦିବା ଘ୦୧/୨୩ ଗତେ ଘ୦୧/୫୮ […]

ଆଖିବୁଜିଲା ୱାଲାବି

ବାରଙ୍ଗ,୧୧।୩(ଏସଏସନିଉଜ) ଶୁକ୍ରବାର ଦିନ ଗୋଟିଏ ଦିନରେ ୩ଟି ବିରଳଜନ୍ତୁ ମୃତ୍ୟୁବରଣ କରିଥିବାର ତିନିଦିନ ନପୂରୁଣୁ ପୁଣି ଗୋଟିଏ ୱାଲାବିର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମୃତ୍ୟୁ ହୋଇଛି ।ତେବେ ବାରମ୍ବାର ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ ଜନ୍ତୁବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ସୂଚନାଯୋଗ୍ୟଯେ , ପ୍ରାଣୀ ଉଦ୍ୟାନକୁ ଗତ ୨୦୨୩ ମସିହା ଡିସେମ୍ବରମାସ ୨୩ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଗୋଟିଏ ହଳେ ୱାଲାବୀ କିଣାହୋଇ ଆସିଥିଲା । ଏଠାକୁ ଆସିବାର କିଛିଦିନ […]

ବିଧବାମହିଳାଙ୍କୁ ହତ୍ୟାକଲା କିଏ?

  ବାରଙ୍ଗ,୧୧।୩ (ଏସଏସନିଉଜ)ରବିବାର ବିଳମ୍ଭିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ବାରଶିଙ୍ଗା ଗ୍ରାମରେ ଜଣେ ମହିଳାଙ୍କୁ ଦୁର୍ବୁତମାନେ ବିଭସ୍‌ଭାବେ ହତ୍ୟା କରିଛନ୍ତି ।ଘରପାଖରେ ଥିବା ଗୁହାଳଘର ନିକଟରେ ଅର୍ଦ୍ଧଲଗ୍ନଅବସ୍ଥାରେ ମୃତଦେହଟି ପଡିଥିବାବେଳେ ପାଖରେ ରକ୍ତଲଗା କାଠଫାଳିଆ, ମାଙ୍ଗଡାପଥର ଓ ଆର୍ଜବେଷ୍ଟରେ ରକ୍ତଛିଟା ଲାଗିଥିବାର ଦେଖିବାକୁ ମିଳିଥିଲା । ସୋମବାରସକାଳୁ ଏହା ଜଣାପଡିବାପରେ ଦେଖଣାହାରୀଙ୍କ ଭୀଡ ଲାଗିରହିଥିଲା ।ଖବରପାଇ ବାରଙ୍ଗଥାନା ଓ ଗୋଡିସାହି ପୋଲିସ ସାଇଂଟିଫିକଦଳ ସହିତ ସନ୍ଧାନୀକୁକୁର ନେଇ ତଦନ୍ତଆରମ୍ଭ କରିଥିଲେ ମଧ୍ୟ ହତ୍ୟାର ପକୃତ କାରଣ ଜାଣିପାରିନଥିବାର ଜଣାପଡିଛି […]

କୁକୁର ମୁହଁରୁ ଉଦ୍ଧାର ହେଲା ହରିଣ

ବାରଙ୍ଗ,୧୧।୩ (ଏସଏସନିଉଜ) ସୀତାରାମ ବଜାର ନିକଟସ୍ଥ ଲେବର କଲୋନୀରୁ ସୋମବାର ସକାଳୁ ସ୍ଥାନୀୟ ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି ।ସୋମବାର ସକାଳ ପ୍ରାୟ ୬ଟା ସୁଧା ଏକ ହରିଣଟି ଖାଦ୍ୟ ଅନ୍ୱେଷଣରେ ନନ୍ଦନକାନନ ଜଙ୍ଗଲପଟୁ ଜନବସତି ଅଭିମୁଖେ ଚାଲି ଆସିଥିଲା। କିଛି ବୁଲା କୁକୁର ହରିଣଟିକୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ।ହରିଣଟି ଗୁରୁତର ଆହତ ଅବସ୍ଥାରେ ଲେବର କଲୋନୀ ଭିତରକୁ ପଶିଆସିଥିଲା।ଏହାପରେ ସ୍ଥାନୀୟ ଲୋକମାନେ ହରିଣଟିକୁ ବୁଲା କୁକୁରଙ୍କଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି […]

୫୭ଲିଟର ଦେଶିମଦ ଜବତ

ବାରଙ୍ଗ,୧୧।୩ (ଏସଏସନିଉଜ)ଗତକିଛିଦିନହେବ ନନ୍ଦନକାନନଥାନାପୋଲିସ ଦେଶୀମଦଚଢାଉ ଉପରେ ଗୁରୁତ୍ୱଦେବାସହ ମଦ ବେପାରରେ ରୋକ ଲଗାଇବାପାଇଁ ଆକ୍ସନ ମୁଡରେ ରହିଥିବାର ଦେଖିବାକୁମିଳିଛି ।ରବିବାର ଦିନ ପୁଣି ଖବରପାଇ ଗଣ୍ଡରପୁର ଗ୍ରାମର ଗଣେଶ ରାଉତ ନାମକ ବ୍ୟକ୍ତି ଘରେ ମଦ ବିକୁଥିବାବେଳେ ଚଢଉକରି ୧୨୪ଟି ଛୋଟବଡ ପ୍ଲାଷ୍ଟିକବୋତଲରେ ବିକ୍ରି ଉଦ୍ଦେଶ୍ୟରେ ଥିବା ୫୭ଲିଟର ଦେଶିମଦ ସହ ନଗଦ ୩୩ଶହ ଟଙ୍କା ଜବତ କରିଥିଲା ।୬୫/୨୪କେଶନଂରେ ପୋଲିସ ଏକ ମକଦ୍ଦମାରୁଜୁକରି ସୋମବାରଦି ଗଣେଶକୁ କୋର୍ଟଚାଳଣ କରିଛି ।

ଆଜିର ରାଶିଫଳ

ମାର୍ଚ୍ଚମାସ ୧୨ତାରିଖ ୨୦୨୪ମସିହା(ମଙ୍ଗଳବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୭/୨୫ପର୍ଯ୍ୟନ୍ତ ତଦନ୍ତେ ତୃତୀୟା, ନକ୍ଷତ୍ର-ରେବତୀ ରାତ୍ରି ଘ୦୯/୧୪ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୨/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୦୯,ଯୋଗିନୀ ଉତ୍ତରେ ଦିବା ୦୭/୨୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର, ମକର ରାଶିର ଘାତବାର,କାଳବେଳା -ଦିବା ଘ ୦୧/୨୬ ଗତେଘ୦୨/୫୬ ମଧ୍ୟେ,ବାରବେଳା -ଦିବା ଘ୦୭/୨୮ ଗତେ ଘ୦୮/୫୮ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଘ୦୮/୫୯ ଗତେ ଘ୧୦/୪୭ ମଧ୍ୟେ ଓ ଦିବା ଘ୦୩/୩୫ ଗତେ ଘ୦୫/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୧୧ତାରିଖ ସୋମବାର।ଦ୍ବିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ, ତରାବୀ ଆରମ୍ଭ।ସୁର୍ଯ୍ୟୋଦୟ- ଘ୬/୨/୧୦,ସୂର୍ଯ୍ୟାସ୍ତ- ଘ୫/୫୧/୪୬,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ, ତିଥି- ପ୍ରତିପଦ୍ ଦିବା ଘ୧୦/୫୯ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗ- ଶୁଭଯୋଗ ଦିବା ଘ୧/୧୧ମି ପର୍ଯ୍ୟନ୍ତ ତଦନ୍ତେ ଶୁକ୍ଳଯୋଗ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ।ଦିବା ଘ୧୦/ ୫୯ମି ପରେ ଉତ୍ତର ଦିଗରେ। ତିଥିଦୋଷ ହେତୁ ଦିବା ଘ୧୦/୫୯ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ଧନୁରାଶିର […]