୨୦୨୪ମସିହା ମାର୍ଚ୍ଚମାସ ୨୦ତାରିଖ ବୁଧବାର। ରାମାନୁଜଭିନ୍ନ ଶ୍ରୀମନ୍ଦିରେ ଓ ସର୍ବତ୍ର ପାପନାଶିନୀ (ଆମର୍ଦ୍ଦକୀ)ଏକାଦଶୀ,ପାପନାଶିନୀସ୍ନାନ,ଶ୍ରୀମନ୍ଦିରେ ଓ ଷୋଳଶାସନରେ ଚାଚେରୀବେଶ,ସମଦିବସ (ସମଦିବାରାତ୍ରି)।ଋତୁ- ବସନ୍ତ(ପ୍ରଥମମାସ) ସୂର୍ଯ୍ୟ-ଉତ୍ତରାୟଣ,ସୁର୍ଯ୍ୟୋଦୟ- ଘ୫/୫୪/୩୦, ସୂର୍ଯ୍ୟାସ୍ତ- ଘ୫/୫୪/୨୦,ଫାଲ୍ଗୁନମାସ,ଶୁକ୍ଳପକ୍ଷ, ପଣ୍ଡିତବାସ,ତିଥି- ଏକାଦଶୀ ରାତ୍ରି ଘ୨/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ପୁଷ୍ୟା ନକ୍ଷତ୍ର ରାତ୍ରି ଘ୧୧/୨୭ମିପର୍ଯ୍ୟନ୍ତ ତଦନ୍ତେ ଅଶ୍ଳେଷାନକ୍ଷତ୍ର।ଯୋଗ- ଅତିଗଣ୍ଡଯୋଗ ସନ୍ଧ୍ୟା ଘ୬/୨୪ମି ପର୍ଯ୍ୟନ୍ତ ତଦନ୍ତେ ସୁକର୍ମାଯୋଗ।କରଣ- ବାଣିଜ୍ୟକରଣ ଦିବା ଘ୧/୨୮ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୨/୩୦ମିପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ରାତ୍ରି ଘ୨/୩୦ମି ପରେ ନୈର୍ଋତକୋଣରେ ।ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ […]