Browsing monthly archive

April 2024

ଆଜିରରାଶିଫଳ

୨୦୨୪ମସିହା ଅପ୍ରେଲମାସ ୧୧ତାରିଖ ଗୁରୁବାର।ମତ୍ସ୍ୟାବତାର ଜୟନ୍ତୀ। ,ସୁର୍ଯ୍ୟୋଦୟ- ଘ୫/୩୫/୨୮ ,ସୂର୍ଯ୍ୟାସ୍ତ- ଘ୬/୦/୨୨ ,ଚୈତ୍ର ମାସ ,ଶୁକ୍ଳ ପକ୍ଷ ,ବୃହସ୍ପତି ବାସ ,ତିଥି- ତୃତୀୟା ଦିବା ଘ୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ। ,ନକ୍ଷତ୍ର- କୃତ୍ତିକା ନକ୍ଷତ୍ର ରାତ୍ରି ଘ୧/୫୫ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୨/୫୧ମି ପରେ ନୈର୍ଋତକୋଣରେ। ରିକ୍ତାତିଥି , ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବା ଘ୨/୫୧ମି ମଧ୍ୟେଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଏବଂ […]

ଆଜିର ରାଶିଫଳ

ଅପ୍ରେଲମାସ ୧୦ତାରିଖ ୨୦୨୪ ମସିହା(ବୁଧବାର) ,ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା ଦିବା ଘ ୦୫/୨୪ ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭ /୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୧/୦୫,ଯୋଗିନୀ ଉତ୍ତରେ ଦିବା ଘ୦୫/୨୪ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୪୭ ଗତେ ଘ୦୧/୨୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୧୨ ମଧ୍ୟେ ଓ ଘ୦୧/୨୧ ଗତେ ଘ୦୧/୩୬ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୦ଗତେ ଘ୦୫/ ୩୬ମଧ୍ୟେ […]

ଆଜିରରାଶିଫଳ

୨୦୨୪ମସିହା ଅପ୍ରେଲମାସ ୯ତାରିଖ ମଙ୍ଗଳବାର ।ବାସନ୍ତିକ ନବଦିନପୂଜା ଆରମ୍ଭ, ତାରାତାରିଣୀଙ୍କ ତୃତୀୟପାଳି ଯାତ୍ରା, ହିନ୍ଦୁନବବର୍ଷ ଆରମ୍ଭ,ସୃଷ୍ଟ୍ୟାରମ୍ଭ ଦିବସ,ତେଲୁଗୁନବବର୍ଷ ଆରମ୍ଭ, ବିକ୍ରମ ସମ୍ବତ୍ ୨୦୮୧ପ୍ରବେଶ, ଦ୍ବିତୀୟାର ଚନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ପିତୃ ପ୍ରତିପଦ୍ ପିତୃମାତୃଙ୍କୁ ବସ୍ତ୍ର ଆଭୁଷଣ ଓ ସୁଭୋଜନ ଦେଇ ଆଶୀର୍ବାଦ ଗ୍ରହଣ।ସୁର୍ଯ୍ୟୋଦୟ- ଘ୫/୩୭/୧୧ ,ସୂର୍ଯ୍ୟାସ୍ତ- ଘ୫/୫୯/୪୫ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୮/୨୭ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୮/୨୭ମି ପରେ ଉତ୍ତରଦିଗରେ।ତିଥିଦୋଷ, ମଙ୍ଗଳବାର,ବୈଧୃତି ଯୋଗ ଓ […]

ନିର୍ବାଚନରେ ଲଢ଼ିପାରିବେ ଦିଲୀପ ରାୟ

ଭୁବନେଶ୍ୱର,୮ା୪(ଏସଏସନିଉଜ)ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି । ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଥିବାନେଇ ଖବର ସରବରାହ ସଂସ୍ଥା ଚଞଓ ସୂତ୍ରରୁ ସୂଚନା ମିଳିଛି ।୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲୋ୩ ବର୍ଷ ଜେଲ୍ ଏବଂ ୧୦ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟାଦଣ୍ଡାଦେଶକୁ ଚାଲେଂଜକରି ହାଇକୋର୍ଟ ଯାଇଥିଲେ ଦିଲୀପ ।କୋର୍ଟଙ୍କ ରହିତାଦେଶପରେ ଦିଲୀପଙ୍କ ନିର୍ବାଚନ […]

ଓଲଟିଲା ବରଯାତ୍ରୀ ଗାଡ଼ି

ବଣାଇ,୭।୪(ଏସଏସନିଉଜ)ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀଗାଡ଼ି।ଟିକାୟତପାଲୀ ଥାନା କୁଲୁପୋତା ଘାଟିରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ୨୦ଜଣ ବରଯାତ୍ରୀ ଆହତ ହୋଇଥିବାବେଳେ ,ସେଥିମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିିଳିଛି।ଜଣ୍ଡାଗାଁରୁ ସରାଗଡିହି ଯାଉଥିବାବେଳେ ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିଲା।

ଆଜିରରାଶିଫଳ

ଅପ୍ରେଲମାସ ୦୮ତାରିଖ ୨୦୨୪ମସିହା (ସୋମ ବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ରାତ୍ରି ଘ ୧୧/ ୫୫ ଗତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୯/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୫, ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୫୫ ଗତେ ପୁର୍ବେ, ଅମାବାସ୍ୟାର ସମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧୀରେ ହେବ,ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୦୯ ଗତେ ଘ୦୮/୪୩ମଧ୍ୟେ,ବାରବେଳା – ଦିବା ଘ୦୨/୫୫ ଗତେ ଘ୦୪/୦୨ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୮ ମଧ୍ୟେ ଓ ଘ୦୮/୪୪ଗତେ ଘ୧୦/୪୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୩ଗତେ ଘ୦୪/୪୯ମଧ୍ୟେ,ଆମିଷ ଭକ୍ଷଣ ନିଷେଧ,। ମେଷ-ଆଜି ବ୍ୟାପାରରେ […]

ରାଜେନ୍ଦ୍ରନଗରରେ ବ୍ୟାପିଲା ଜଣ୍ଡିସ୍‌

କଟକ,୭ା୪(ଏସଏସନିଉଜ) କଟକ ପୌରନିଗମର ୫୨ନମ୍ବର ଓାର୍ଡରେ ଦୁଷିତପାଣି ପିଇ ୮୬ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି। ରାଜେନ୍ଦ୍ର ନଗର ମଙ୍ଗଳାମନ୍ଦିର ପୋଷ୍ଟଅଫିସ୍ ଠାରୁ ବିଜୟଲକ୍ଷ୍ମୀମଣ୍ଡପ ପର୍ଯ୍ୟନ୍ତ ଯାଇଥିବା ଟ୍ୟାପ୍ ପାଣି ଏହି ଅଞ୍ଚଳରଲୋକ ବ୍ୟବହାର କରୁଥିବାରୁ ଏହିପାଣି ପିଇ ସେମାନେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଆକ୍ରାନ୍ତଙ୍କସଂଖ୍ୟା ଦିନକୁଦିନ ବଢୁଥିବାର ଅଭିଯୋଗ ହେଉଛି। ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଅମୃତପାଣି ଏବେ ଲୋକଙ୍କ ପାଇଁ ବିଷ ହୋଇଛି।

ଏଡିଏମଓଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ

ସୁନ୍ଦରଗଡ଼,୭ା୪(ଏସଏସନିଉଜ) ସୁନ୍ଦରଗଡ଼ ଏଡିଏମଓ ଡାକ୍ତର ପ୍ରକାଶ ବଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଡାକ୍ତର । ଏଡିଏମଓ ନିଜ ଚାମ୍ବର ଭିତରକୁ ନେଇ ଯୌନ ଉତ୍ପୀଡ଼ନ କରୁଥିଲେ ବୋଲି ମହିଳା ଡାକ୍ତର ଜଣଙ୍କ ଥାନାରେ କରିଥିବା ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗ ପରେ ସୁନ୍ଦରଗଡ ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ମହାନଦୀରେ ବୁଡ଼ି ଯୁବକ ମୃତ

କଟକ,୭ା୪(ଏସଏସନିଉଜ)କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା । ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି । ଶୁଦ୍ଧି କର୍ମରେ ଗାଧୋଇବା ବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ ।ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଥିଲା । –

ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪

ଭୁବନେଶ୍ୱର,୭ା୪(ଏସଏସନିଉଜ) ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪ରେ ଯୋଗଦେଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନାସମ୍ବୋଧନ ଦେଇ କହିଲେ ଓଡ଼ିଶା ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀାସବୁ ଯୋଜନାର ମୁଖ୍ୟଧାର ହେଉଛନ୍ତି ଶ୍ରମିକା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଓଡ଼ିଶାକୁ ସାକାର କରିବେ ଶ୍ରମିକ ବୋଲି କହିଥିଲେ ।