ଆଜିର ରାଶିଫଳ
ମଇ ମାସ ୦୯ ତାରିଖ ୨୦୨୪ ମସିହା(ଗୁରୁବାର) ବୈଶାଖମାସ- ଶୁକ୍ଳପକ୍ଷ ,ତିଥି- ପ୍ରତିପଦ ଦିବା ଘ୦୬/୦୪ ଗତେ ଦ୍ଵିତୀୟା ,ନକ୍ଷତ୍ର- କୃତ୍ତିକା ଦିବା ଘ୧୨/୧୮ ଗତେ ରୋହିଣୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୫୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୨୭ ,ଯୋଗିନୀ ପୂର୍ବେ ଦିବା ଘ୦୬/୦୪ ଗତେ ଉତ୍ତରେ , ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିଛା ରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶି ର ଘାତବାର ,ଅଦ୍ୟ ମୃତେ ଏକପାଦ ଓ ଦିବା ଘ୦୬/୦୪ ଗତେ ଦ୍ଵିପାଦ […]