ଆଜିର ରାଶିଫଳ

ମଇମାସ ୦୮ତାରିଖ ୨୦୨୪ମସିହା(ବୁଧବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ଦିବା ଘ୦୮/୪୦ ଗତେ ପ୍ରତିପଦ ,ନକ୍ଷତ୍ର- ଦ୍ଵିଜା ଦିବା ଘ ୦୨/୦୦ ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୯/୦୭ ,ଯୋଗିନୀ ଐଶାନ୍ୟେ ଦିବା ଘ୦୮/୪୦ ଗତେ ପୂର୍ବେ ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଅଦ୍ୟ ମୃତେ ଦିବାଘ ୦୨/୦୦ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୨୮ ଗତେ ଘ୧୦/୦୫ ମଧ୍ୟେ ,ବାରବେଳା – ଦିବା ଘ୧୧/୪୨ ଗତେ ଘ୦୧/୨୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୨ ମଧ୍ୟେ ଓ ରାତ୍ରି ଘ୦୬/୫୮ ଗତେ ଘ୦୯/୧୩ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୦ ଗତେ ଘ୦୫/୧୬ ମଧ୍ୟେ ଓ ରାତ୍ରି ଘ୦୯/୨୨ ଗତେ ଘ୧୦/୫୯ ମଧ୍ୟେ ,ଅଦ୍ୟ ଆମିଷ ଦିବାଘ୦୮/୪୦ ଗତେ ପାଣିକଖାରୁ ଭକ୍ଷଣ ନିଷେଧ
ମେଷ:-ଆଜିଦିନଟି ନିଜର କ୍ୟାରିୟରସୁଧାର ପାଇଁ ଭଲହେବ।କୌଣସି ଅନୁବନ୍ଧପାଇଁ ଭଲ ସୁଯୋଗମିଳିବ।ପାରିବାରିକକାର୍ଯ୍ୟରେ ପରିବାରର ସବୁସଦସ୍ୟଙ୍କ ସହଯୋଗ ପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କଭାବନା ରଚନାତ୍ମକ ରହିବ।ସମ୍ମାନିତ ଲୋକଙ୍କଠାରୁ ସମ୍ମାନପାଇବେ।ବ୍ୟବସାୟରୁ ସହକର୍ମୀଙ୍କମାଧ୍ୟମରେ ଲାଭପାଇବେ।ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକଉନ୍ନତି ଲାଗି ଲାଭଦାୟକ ରହିବ।ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ।ଅଫିସରେ କୌଣସି ଖୁସିଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କଲାଗି ଅନୁକୂଳ।ସାହସିକ ଫଇସଲାରେ ସଫଳତାମିଳିବ।ଜୀବନସାଥୀଙ୍କ ସହିତ ଉତ୍ତମସମ୍ବନ୍ଧ ବଜାୟ ରହିବ।ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସିନିଷ୍ପତି ତରବରିଆଭାବେ କଲେ କ୍ଷତିରେପଡିପାରନ୍ତି। ସନ୍ତାନଙ୍କପକ୍ଷରୁ ଭଲଖବର ପାଇବେ।ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜିଦିନଟି ଆପଣଙ୍କଲାଗି ଠିକ୍‌ଠାକ୍‌ ରହିବ।ସାମାଜିକ ଓ ରାଜନୈତିକକାର୍ଯ୍ୟରେ ସମୟକଟିବ।ମିତ୍ରଙ୍କର ପୂରାସହଯୋଗ ପାଇବେ।ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କପାଇଁ ସବୁଦୃଷ୍ଟିରୁ ଭଲରହିବ ।ଖୁବ୍‌ ମଜା କରିବେ ଓ ଖୁସିରହିବେ।ପ୍ରିୟବନ୍ଧୁଙ୍କସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କ ନାମ ଚର୍ଚ୍ଚାରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାରଲୋକେ ଆପଣଙ୍କଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି।ଧର୍ମ ସମ୍ବନ୍ଧିତପୁସ୍ତକ ପଢ଼ିବାରେ ରୁଚିବଢ଼ିବ। ସ୍ଥଗିତ ଥିବାକାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରାହେବ। ସ୍ବାସ୍ଥ୍ୟପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କା ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧିଲାଗି ଦିନଟି ବିଶେଷଶୁଭ। ଧନସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକଶକ୍ତି ସ˚ଚାର ହେବ।ପ୍ରସ୍ତୁତ କରିଥିବା ଯୋଜନାଅନୁସାରେ କାମ କରିବେ।ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ।ଦାମ୍ପତ୍ୟଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ି ପାରେ
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment