Browsing monthly archive

June 2025

ଆଜିର ରାଶିଫଳ

ଜୁଲାଇମାସ ୦୧ତାରିଖ ୨୦୨୫ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୯/୦୪ଗତେ ସପ୍ତମୀ ,ନକ୍ଷତ୍ର-ପୁର୍ବା ଫା ଦିବା ଘ୦୯/୫୫ ଗତେ ଉତ୍ତରା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୪୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୨ ,ଯୋଗିନୀ ପଶ୍ଚିମେ ଦିବା ଘ୦୯/୫୬ ଗତେ ବୟବ୍ୟେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ସପ୍ତମୀ ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୪ଗତେ ଘ୦୮/୩୪ମଧ୍ୟେ ,ବାରବେଳା-ଦିବା ଘ୦୧/୩୦ ଗତେ ଘ୦୩/୧୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୦ମଧ୍ୟେ ଓ ଘ୦୯/୧୭ ଗତେ ଘ୧୧/୪୦ […]

ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀ-ମନ୍ତ୍ରୀ

ଭୁବନେଶ୍ୱର,୩୦ା୬(ଏସଏସନିଉଜ)ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ରାଜସ୍ବମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛିାପରିସ୍ଥିତି ସୁଧୁରୁଛି, ଧୀରେଧୀରେ ପାଣି କମିବାଆଦୌ ଭୟଭୀତ ହେବାର ଆଶଙ୍କା ନାହିାଁମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛିାତଳମୁଣ୍ଡରେ ପ୍ରବଳବର୍ଷା ହେବାର ଆଶଙ୍କାରହିଛି ।ବର୍ଷାପାଣି ସହ ଝାଡ଼ଖଣ୍ଡରଡ୍ୟାମରୁ ପାଣି ଆସୁଛିାଝାଡ଼ଖଣ୍ଡସରକାରଙ୍କ ସହ ଯୋଗାଯୋଗରେ ଅଛୁାସୁବର୍ଣ୍ଣରେଖାରେ ଜଳସ୍ତର ଧୀରେଧୀରେ ବଢୁଛିାତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ୍ ସେଣ୍ଟର୍‌ରେ ରଖାଯାଇଛିାକଟକରୁ ୨ଟି ଓଡ୍ରାଫ୍ ଟିମ୍ ବାଲେଶ୍ବର ଯିବୋଆଉ ଏକ ଲଘୁଚାପ ଅଛି, ତାଉପରେ ନଜର […]

ଜନ୍ମଦେଲା ଆନାକୋଣ୍ଡା

ବାରଙ୍ଗ,୨୯।୬(ଏସଏସନିଉଜ) ନନ୍ଦନକାନନ ପାଇଁ ଖୁସି ଖବର।ସରୀସୃପ ଉଦ୍ୟାନରେ ଥିବା ହଳଦିଆ ଆନାକୋଣ୍ଡା ଛୁଆ ଦେଇଛି।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ୭ଟିହଳଦିଆ ଆନାକୋଣ୍ଡାଙ୍କ ଜନ୍ମଗ୍ରହଣ କରିଛନ୍ତି।୨୨ଅକ୍ଟୋବର ୨୦୧୯ରେ ଚେନ୍ନାଇର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ହଳଦିଆ ଆନାକୋଣ୍ଡାଙ୍କୁ ଅଣାଯାଇଥିଲା।ଜୁଲାଇ ୨୦୨୨ରେ ଏମାନଙ୍କର ଶେଷ ପ୍ରଜନନ ରହିଥିଲା।୬ଜୁଲାଇ୨୦୨୨ରେ ଗୋଟିଏ ଅଣ୍ଡା ଏବଂ ୮ଜୁଲାଇ ୨୦୨୨ରେ ଆଉ ଆଠଟିଛୁଆ ଜନ୍ମ ହୋଇଥିଲା।ଏହି ନୁଆଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।ସେଥିମଧ୍ୟରୁ ଦୁଇଟି ବୟସ୍କ ପୁରୁଷ, ଦୁଇଟି […]

ଅନୁବାଦରେ ଭାରତୀୟ ସାହିତ୍ୟ ଆଲୋଚନାଚକ୍ର

ବାରଙ୍ଗ ୨୯।୬(ଏସଏସନିଉଜ) କୁଞ୍ଜବିହାରୀ ମହାବିଦ୍ୟାଳୟ ଓ ସାହିତ୍ୟ ଏକାଡେମୀର ଯୁଗ୍ମ ପ୍ରୟାସରେ କୁଞ୍ଜବିହାରୀ ମହିବିଦ୍ୟାଳୟଠାରେ ଅନୁବାଦରେ ଭାରତୀୟ ସାହିତ୍ୟ ଶୀର୍ଷକ ଏକ ଆଲୋଚନାଚକ୍ର ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଦୁଇଟି ପର୍ଯ୍ୟାୟରେ ଅନୁଷ୍ଟିତ ଏହି ଦିନିକିଆ ଆଲୋଚନାଚକ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଲିପିପୁଷ୍ପା ନାୟକ ଅଧ୍ୟକ୍ଷତା କରିଥିଲେ।ଏହି ପର୍ଯ୍ୟାୟରେ ବିଶିଷ୍ଟ ସାହିତ୍ୟିକ ଓ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡକ୍ଟର ହୃଷୀକେଶ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏକାଡେମୀର ପ୍ରୋଗ୍ରାମ୍ ଅଫିସର ଅଭିଷେକରଥ ସ୍ବାଗତଭାଷଣ ଦେଇଥିଲାବେଳେ […]

ଟ୍ରାକ୍ଟର ନେଲା ଜୀବନ

ବାରଙ୍ଗ, ୨୯।୬(ଏସଏସନିଉଜ) ବେଲଗଛିଆ ଗ୍ରାମ ନିକଟରେ ଦୃତଗତିରେ ଆସୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ପ୍ରକାଶଯେ, ରବିବାର ଅପରାହ୍ନରେ ବେଲଗଛିଆ ଗ୍ରାମର ସୁମନ୍ତ ରାଉତ ନାମକ ଯୁବକ ଟ୍ରାକ୍ଟର ନେଇ ଘରକୁ ଫେରିବା ସମୟରେ ଗ୍ରାମ ନିକଟରେ କୁଆଖାଇ ନଦୀବନ୍ଧ ରାସ୍ତାରେ ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀବନ୍ଧ କଡକୁ ଓଲଟି ପଡ଼ିଥିଲା।ଯାହାଫଳରେ ସୁମନ୍ତକୁ ଘଟଣାସ୍ଥଳରୁ ଗୁରୁତର ଆହତ […]

ଆଜିର ରାଶିଫଳ

ଜୁନମାସ ୩୦ତାରିଖ ୨୦୨୫ମସିହା (ସୋମବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ଦିବା ଘ୦୯/୦୪ଗତେ ଷଷ୍ଠୀ ,ନକ୍ଷତ୍ର-ମଘା ଦିବା ଘ୦୭/୪୩ଗତେ ପୁର୍ବା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯ ,ଯୋଗିନୀ ଦକ୍ଷିଣେ ଦିବା ଘ୦୯/୦୪ଗତେ ପଶ୍ଚିମେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଷଷ୍ଠୀରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୪ଗତେ ଘ୦୮/୩୩ ମଧ୍ୟେ .ବାରବେଳା- ଦିବା ଘ୦୩/୦୯ ଗତେ ଘ୦୪/୪୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୪ଗତେ ଘ୧୦/୦୪ ମଧ୍ୟେ ଓ ଘ୦୯/୩୭ ଗତେ ଘ୧୨/୪୫ମଧ୍ୟେ […]

ରାଜ୍ୟ ଶିଶୁବାଟିକା

ଭୁବନେଶ୍ୱର,୨୯।୬(ଏସଏସନିଉଜ)ଶିଶୁ ସେବିକା ନିୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ନେଇଛନ୍ତି।ପିଲାଙ୍କ ଯତ୍ନନେବା ସହ ସହାୟତା କରିବେ ଶିଶୁ ସେବିକା।ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ୍‌ ଯିବାରେ ସହଯୋଗ କରିବେ।ପିଲା କାନ୍ଦିଲେ କିମ୍ବା ଅଝଟ ହେଲେ ସେମାନଙ୍କୁ ବୁଝାଇବେ।ପିଲାଙ୍କୁ ବହି, ଖେଳଣା ଆଦି ବିଭିନ୍ନ ସହାୟକ ଜିନିଷ ଯୋଗାଇବେ।ପିଲା କୌଣସି କାରଣରୁ ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ।ପ୍ରତ୍ୟେକ ଦିନ ପିଲାଙ୍କ ଦିନ କେମିତି କଟିଲା ନୋଟ୍‌ ପ୍ରସ୍ତୁତ କରିବେ।ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ ଶିଶୁ ସେବିକା।ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷାକାର୍ଯ୍ୟ […]

ଶରଧାବାଲିରେ ଅଘଟଣ

ପୁରୀ,୨୯।୬(ଏସଏସନିଉଜ)ପୁରୀ ଶରଧାବାଲିରେ ଅଘଟଣ ଘଟିଛି। ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ କହିଛନ୍ତିଲ ସିଏମ୍‌।ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।ଏହିଭଳି ଏକ ଦାରୁଣ ଦୁଃଖକୁ […]

ବର୍ଷାଜଳ ଅବରୋଧକୁ ସଫାକଲେ ଗ୍ରାମବାସୀ

ବାରଙ୍ଗ,୨୮।୬(ଏସଏସନିଉଜ) ସାମାନ୍ୟ ବର୍ଷା ହେଲେ ତ୍ରିଶୁଳିଆ ଗାଁମୁଣ୍ଡ ବର୍ଷାଜଳରେ ଭରି ରହି ଯାତାୟତରେ ବାଧକ ସାଜିଛି।କେବଳ ଗାଁମୁଣ୍ଡ ନୁହେଁ ଗାଁର ଚତୁର୍ପାସ୍ଵ ବର୍ଷଜଳ ଭରିରହି ଗ୍ରାମବାସୀମାନେ ଏକପ୍ରକାର ଜଳବନ୍ଦୀ ଭାବେ ବର୍ଷାଦିନେ ରହିଥାନ୍ତି ।ବର୍ଷାଜଳ ନିଷ୍କାସନ ସ୍ଥାନ ଗୁଡ଼ିକୁ ଜବରଦାଖଲ ହେବା ଓ ଡ୍ରେନରେ ଠିକ୍ ଭାବେ ପାଣି ନଯିବାରୁ ଏହିଭଳି ପରିସ୍ଥିତି ଉପୂଜିଥାଏ।ବର୍ଷାଜଳ ନିଷ୍କାସନର ସ୍ଥାୟୀ ପ୍ରତିକାରପାଇଁ ଗ୍ରାମବାସିମାନେ ବହୁବାର ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀପ୍ରତିକାର ହୋଇପାରିନଥିଲା। ଗତ ଦୁଇଦିନହେବ […]

ଗୋରୁବୋଝେଇ ଗାଡ଼ି ଜବତ

କଟକ, ୨୮।୬(ଏସଏସନିଉଜ) ନେତାଜୀ ସୁଭାଷସେତୁ ଉପରୁ ଶନିବାର ସକାଳୁ ଏକ ଗୋରୁ ବୋଝେଇ କାରକୁ ପୁଲିସ ଜବତ କରିଛି। ପ୍ରକାଶଯେ, ଆଠଗଡ଼ ବାଙ୍କୀ ଅଂଚଳରୁ ଏକ ଓଆର ୦୫ଏଆର ୩୪୧୩ ନମ୍ୱର ଗୋରୁବୋଝେଇ କାରଟିରେ ୩ଟିଗୋରୁ ନେଇ ଆସୁଥିଲା।କାରଟି ନେତାଜୀ ସୁଭାଷସେତୁ ଉପରେ ପହଞ୍ଚିଥିବାବେଳେ କାରଟିରେ କୈାଣସି ଯାନ୍ତ୍ରୀକତୃଟି ଦେଖାଦେଇଥିଲା।ଗାଡିଟି ଷ୍ଟାର୍ଟ ନହେବାରୁ ବାଧ୍ୟ ହୋଇ ଗୋମାଫିଆ ମାନେ କାରଟିକୁ ବ୍ରିଜଉପରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା କିଛି ସ୍ଥାନୀୟଲୋକ ବ୍ରିଜଉପରେ ଥୁଆ […]