ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀ-ମନ୍ତ୍ରୀ

ଭୁବନେଶ୍ୱର,୩୦ା୬(ଏସଏସନିଉଜ)ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ରାଜସ୍ବମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛିାପରିସ୍ଥିତି ସୁଧୁରୁଛି, ଧୀରେଧୀରେ ପାଣି କମିବାଆଦୌ ଭୟଭୀତ ହେବାର ଆଶଙ୍କା ନାହିାଁମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛିାତଳମୁଣ୍ଡରେ ପ୍ରବଳବର୍ଷା ହେବାର ଆଶଙ୍କାରହିଛି ।ବର୍ଷାପାଣି ସହ ଝାଡ଼ଖଣ୍ଡରଡ୍ୟାମରୁ ପାଣି ଆସୁଛିାଝାଡ଼ଖଣ୍ଡସରକାରଙ୍କ ସହ ଯୋଗାଯୋଗରେ ଅଛୁାସୁବର୍ଣ୍ଣରେଖାରେ ଜଳସ୍ତର ଧୀରେଧୀରେ ବଢୁଛିାତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ୍ ସେଣ୍ଟର୍‌ରେ ରଖାଯାଇଛିାକଟକରୁ ୨ଟି ଓଡ୍ରାଫ୍ ଟିମ୍ ବାଲେଶ୍ବର ଯିବୋଆଉ ଏକ ଲଘୁଚାପ ଅଛି, ତାଉପରେ ନଜର ରହିଛିାବିଭିନ୍ନ ଜାଗାରେ ଘାଇସୃଷ୍ଟି ହୋଇଛିାବ୍ୟାପକ ଚାଷ,ପନିପରିବା ଫସଲ ନଷ୍ଟ ହୋଇଛିା
ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ବଡ଼ବନ୍ୟା ଆଶଙ୍କା ଦେଖାଦେଇକ୍ତି ।ବନ୍ୟାସ୍ଥିତି ନେଇ ଜଳସମ୍ପଦବିଭାଗ ସର୍ବୋଚ୍ଚଯନ୍ତ୍ରୀତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ରାଜଘାଟନିକଟରେ ସୁରର୍ଣ୍ଣରେଖା ବିପଦସଙ୍କେତ ଉପରେରହିଛିା ତଳିଆଅଞ୍ଚଳର ବିଭିନ୍ନସ୍ଥାନ ଜଳମଗ୍ନ ରହିଛିା ଏନେଇ ଜିଲ୍ଲା ପ୍ରଶାସନକୁ ଆଲର୍ଟରେ ରଖାଯାଇଛିାଜିଲ୍ଲା ଅଧିକାରୀମାନେ କ୍ଷେତ୍ରପରିଦର୍ଶନ କରୁଛନ୍ତିାବୁଢ଼ାବଳଙ୍ଗ ବିପଦସଙ୍କେତ ତଳେ ପ୍ରବାହିତ ହେଉଛିାମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ରହିଛି ବୋଲି କହିଛନ୍ତି ।

 

Comments (0)
Add Comment