Browsing monthly archive

July 2025

ସ୍ତ୍ରୀକୁ ମାରି ନଦୀରେ ଫିଙ୍ଗିଲା

ବଣାଇ,୨୦।୭(ଏସଏସନିଉଜ)ସ୍ତ୍ରୀକୁ ତଣ୍ଟି ଚିପି ମାରିଲା ନୃଶଂସ ସ୍ବାମୀ।ଗୁରୁଣ୍ଡିଆଥାନା ପଙ୍କଡ଼ିହ ଗାଁରେ ଅଭାବନୀୟ ଘଟଣା ଘଟିଛି।ହତ୍ୟାପରେ ଅଖାରେ ଭର୍ତ୍ତିକରି ନଦୀକୁ ଫିଙ୍ଗିଦେଲା।ବ୍ରାହ୍ମଣୀ ନଦୀରେ ଅଗ୍ନିଶମ ଟିମ୍‌ର ଖୋଜାଖୋଜି ଆରମ୍ଭ କରିଛି।ଘଟଣାପରେ ଅଭିଯୁକ୍ତ ସ୍ବାମୀଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରିଛି।

ଆଜିର ରାଶିଫଳ

ଜୁଲାଇମାସ ୨୦ତାରିଖ ୨୦୨୫ମସିହା(ରବିବାର)ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ୧୨/୩୦ଗତେ ଏକାଦଶୀ,ନକ୍ଷତ୍ର-କୃତ୍ତିକା ରାତ୍ରି ଘ୧୧/୫୦ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୨୩,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୫,ଯୋଗିନୀ ଉତ୍ତରେ ଦିବା ଘ୧୨/୩୧ ଗତେ ଅଗ୍ନିକୋଣେ,ବିଛା ରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ଗତେ ଘ୦୧/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୦୯ ଗତେ ଘ୦୯/୨୦ମଧ୍ୟେ ଓ ରାତ୍ରି ଘ୦୮/୦୦ଗତେ ଘ୦୯/୩୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୮ମଧ୍ୟେ ଓ ଘ୦୧/୨୧ଗତେ ଘ୦୨/୨୩ ମଧ୍ୟେ,ଅଦ୍ୟ କଳମଶାଗ ଦିବା ଘ୧୨/୩୦ଗତେ […]

ପୁଣି ଓଡିଶାରେ ଚାଞ୍ଚଲ୍ୟ

ଭୁବନେଶ୍ୱର,୧୯।୭(ଏସଏସନିଉଜ)ନିମାପଡାରୁ ଆସିଲା ଜଘନ୍ୟ କାଣ୍ଡର ନଗ୍ନଚିତ୍ର ।ରାସ୍ତାରେ ଗଲାବେଳେ +2 ଦୁତୀୟବର୍ଷର ଛାତ୍ରୀକୁ ପେଟ୍ରୋଲଢାଳି ନିଆଁ ଲଗାଇ ମାରିବାକୁ ଉଦ୍ୟମ କରାଯାଇଛି।ନିଆଁ ଲଗାଇଥିବା୩ ଦୁବୃର୍ତ୍ତ ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।ଖବର ପାଇ ବଳଙ୍ଗାଥାନା ପୋଲିସ ପହଂଚି ତନାଘନା ଆରମ୍ଭ କରିଛି। ଅନ୍ୟପଟେ ବହୁତ ଜଲଦି ଧାରା ହେବେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦେଶ ଦେଇଛନ୍ତି ପୁରୀ ଏସପି ।ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର […]

ନିଲମ୍ବନ ହେଲେ SI

ଭୁବନେଶ୍ବର,୧୮।୭(ଏସଏସନିଉଜ)ଭୁବନେଶ୍ବର ଖଣ୍ଡଗିରି ଥାନା SI ଦେବୀ ପ୍ରସାଦ ବେହୁରା ସସ୍‌ପେଣ୍ଡ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲେ ପୋଲିସ କମିଶନର।NDPS ମାମଲାରେ ୬୦ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଆକ୍ସନ୍‌ ନିଆଯାଇଛି।ଗତ ଅପ୍ରେଲ ୧୧ ତାରିଖରେ ଶେଖ ଜାମସେଦ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରିଥିଲା। ଏହି ଏନ୍‌କାଉଣ୍ଟରରେ ଆହତ ହେଲା ପରେ କମିସନରେଟ୍‌ ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତର ଠାରୁ ବ୍ରାଉନସୁଗର ଜବତ କରିଥିଲା। ସ୍ପେଶାଲ କ୍ରାଇମ ୟୁନିଟ ଓ ଖଣ୍ଡଗିରିଥାନା ପୁଲିସର […]

ଆଜିର ରାଶିଫଳ

ଜୁଲାଇମାସ ୧୯ତାରିଖ ୨୦୨୫ ମସିହା(ଶନିବାର)ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ନବମୀ ଦିବା ଘ୦୨/୫୨ ଗତେ ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୨ /୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫ /୦୫,ଯୋଗିନୀ ପୂର୍ବେ ଦିବା ଘ୦୨ /୫୨;ଗତେ ଉତ୍ତରେ,ମେଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦଶମୀର ପାର୍ବଣଶ୍ରାଦ୍ଧ, କାଳବେଳା -ଦିବା ଘ୦୬/୫୨ ମଧ୍ୟେ ଓ ଦିବା ଘ୦୪/୪୪ଗତେ ଘ୦୬/୨୪ମଧ୍ୟେ,ବାରବେଳା- ଦିବା ଘ୦୧/୨୬ଗତେ ଘ୦୩/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୨୧ ଗତେ ଘ୧୨/୩୩ମଧ୍ୟେ ଓ ରାତ୍ରି ଘ୦୮/୪୮ ଗତେ ଘ୧୧/୧୧ମଧ୍ୟେ,ବିଶୁଦ୍ଧ […]

ଚୋରି କରିବାକୁ ଆସି ମାଲିକଙ୍କୁ ହତ୍ୟା କଲେ

ଭୁବନେଶ୍ବର,୧୮ା୭(ଏସଏସନିଉଜ)ରାଜଧାନୀର ଭରତପୁରଥାନା ଅଧୀନ ତାରିଣୀବସ୍ତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ଆସିଥିଲେ ।ଘରେ ଚୋର ପଶିଥିବାର ଜାଣିବାକୁ ପାଇ ଘର ମାଲିକ ଚିତ୍କାର କରିଥିଲେ। ଧରା ପଡ଼ିଯିବା ଭୟରେ ଚୋରମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଗୁମର ଖୋଲିଦେଲା ବାଘଛାଲ

ବାରିପଦ,୧୮ା୭(ଏସଏସନିଉଜ)ବାଘଛାଲ ଖୋଜିବାକୁ ଯାଇ ବନବିଭାଗ ହାତରେ ସାଂଘାତିକ ତଥ୍ୟ ।ବାଘଛାଲ ଉପରେ ବସାଇ ଧନପ୍ରାପ୍ତି, ସନ୍ତାନପ୍ରାପ୍ତିର ଲୋଭଦେଖାଇ ମହିଳାମାନଙ୍କୁ ବଶୀକରଣ କରୁଥିଲେ ।ଏହାପରେ ମହିଳାଙ୍କୁ ଯୌନ ଶୋଷଣ କରି ଆପତ୍ତିଜନକ ଫଟୋ ଓ ଭିଡିଓ ଉତୋଳନ କରୁଥିଲେ ବୋଲି ଜଣାପଡିଛି ।ଏହିପରି ଘଟଣାମୟୂରଭଞ୍ଜଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମରୁ ଆସିଛି ।ବନବିଭାଗ ଅନ୍ତଃରାଜ୍ୟ ବାଘଛାଲ ଚାଲାଣ ର୍ୟାକେଟ ଠାବ କରିବାକୁ ଯାଇ ୩ଟି କଲରାପତରିଆ ବାଘଛାଲ ଜବତ କରିଛି ।ଏହାସହ ମୁଖ୍ୟ କାର୍ପଟଦାର ପାଉଁଶିଆ ଗ୍ରାମର […]

ଆସିକା ଓ ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର,୧୭ା୭(ଏସଏସନିଉଜ)ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି।ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛସହର ରୂପେ ମାନ୍ୟତାଲାଭ କରିଛନ୍ତି। ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି।ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ଏହାଛଡ଼ା […]

ଆଜିର ରାଶିଫଳ

ଜୁଲାଇମାସ ୧୮ତାରିଖ ୨୦୨୫ମସିହା(ଶୁକ୍ରବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ୦୫/୦୩ଗତେ ନବମୀ ,ନକ୍ଷତ୍ର-ଅଶ୍ଵିନୀ ରାତ୍ରି ଘ୦୨/୫୫ ଗତେ ଦ୍ଵିଜା ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୪୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୫ ,ଯୋଗିନୀ ଐଶାନ୍ୟେ ଦିବା ଘ୦୫/୦୩ ଗତେ ପୂର୍ବେ ,ମେଷରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ୦୮/୩୬ଗତେ ଘ୧୧/୫୨ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା-ପ୍ରାତଃ ଘ୦୬/୫୭ମଧ୍ୟେ ଓ ଘ୦୭/୪୪ ଗତେ ଘ୦୮/୩୫ମଧ୍ୟେ ଓ ଘ୧୨/୩୩ ଗତେ ଘ୦୨/୦୯ମଧ୍ୟେ […]

ଯୁବତୀଙ୍କ ଗାଧୋଇବା ବେଳର ଭିଡ଼ିଓ

ମେଣ୍ଢାଶାଳ,୧୬।୭(ଏସଏସନିଉଜ)ଜଣେ ଯୁବତୀ ଗାଧୋଇବା ବେଳର ଭିଡିଓ କରି ଭାଇରାଲ କରିବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି। ସିଏ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଣିଓରାରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର କାର୍ତ୍ତିକ ପ୍ରଧାନ ଓରଫ ନିର୍ମଳ(୩୦)। ପ୍ରକାଶଯେ, କାର୍ତ୍ତିକ ଚନ୍ଦକାଥାନା ଅଞ୍ଚଳର ପାଣିଓରା ଗ୍ରାମରେ ଭଉଣୀ ଘରେ ରହି ଏକ କମ୍ପାନୀରେ କାମ କରନ୍ତି। ଭଉଣୀ ଘର କଡ଼ରେ ରହୁଥିବା ଜଣେ ଯୁବତୀଙ୍କ ପ୍ରତି କିଛିଦିନ ହେବ କାର୍ତ୍ତିକଙ୍କ ମନରେ […]