Browsing monthly archive

August 2025

ଆଜିର ରାଶିଫଳ

ଅଗଷ୍ଟମାସ ୨୭ତାରିଖ ୨୦୨୫ ମସିହା(ବୁଧବାର) ଭାଦ୍ରବ ଶୁକ୍ଳ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଦିବା ଘ୦୩/୨୦ ଗତେ ପଞ୍ଚମୀ,ନକ୍ଷତ୍ର- ହସ୍ତା ପ୍ରାତଃ ଘ୦୬/୨୬ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୪/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୩୮,ଯୋଗିନୀ ନୈରୁତେ ଦିବା ଘ୦୩/୨୦ ଗତେ ଦକ୍ଷିଣେ,ବୃଷରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୪ ଗତେ ଘ୧୦/୧୯ ମଧ୍ୟେ,ବାରବେଳା- ଦିବା ଘ୧୧/୫୧ ଗତେ ଘ୦୧/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୯ମଧ୍ୟେ ଓ ରାତ୍ରି ଘ୦୬/୫୦ଗତେ ଘ୦୯/ ୧୫ମଧ୍ୟେ ଓ ଘ୦୨/୦୨ଗତେ ଘ୦୫/୪୬ ମଧ୍ୟେ, ବିଶୁଦ୍ଧ […]

ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ) ଆମଶାସନ ବ୍ୟବସ୍ଥା ରାଜ୍ୟରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଏହାର ଶୁଭାରମ୍ଭ କରିଛନ୍ତି।ସାଧାରଣ ଲୋକଙ୍କୁ ଫୋନ କରି ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଫିଡବ୍ୟାକ ନେବେ।ଶାସନକୁ ଲୋକାଭିମୂଖୀ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲଆପ ଫେସବୁକ, ଏକ୍ସ, ହ୍ବାଟ୍ସଆପ, ୱେବସାଇଟ ଚାର୍ଟବଟ ମାଧ୍ୟମରେ ଲୋକଙ୍କ ମତାମତ ନେବେ ଏବଂ ସିଧାସଳଖ ଟୋଲଫ୍ରି ନମ୍ବର- ୧୪୪୭୧କୁ ଫୋନକରି ମତାମତ ଦେଇପାରିବେ ସାଧାରଣ […]

ରାଜସ୍ବ ଅମଲାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୨୬।୮(ଏସଏସନିଉଜ)୧୫ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ ହୋଇଛି।ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ଅମଲା କର୍ମଚାରୀ।ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଭାପତି ସୂଚନା ଦେଉଛନ୍ତି।୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ।ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ।ଧାରଣାରତ ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ସରକାର ଦେଇଥିଲେ।କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗର ଚିଠି ଦିଆଯାଇଥିଲା।ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।ଚିଠିରେ କର୍ମଚାରୀ ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ […]

ଆଜିର ରାଶିଫଳ

ଅଗଷ୍ଟମାସ୨୬ତାରିଖ୨୦୨୫ମସିହା(ମଙ୍ଗଳବାର) ଭାଦ୍ରବ ଶୁକ୍ଳ- କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୦୧/୩୫ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୨୮, ଯୋଗିନୀ ଅଗ୍ନିକୋଣେ ଦିବା ଘ୦୧/୩୫ ଗତେ ନୈରୁତେ,ବୃଷରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୧୪ଗତେ ଘ୦୨/୫୦ ମଧ୍ୟେ, ବାରବେଳା- ଦିବା ଘ୦୭/୦୮ଗତେ ଘ୦୮/୪୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୫ ଗତେ ଘ୧୦/୨୧ମଧ୍ୟେ ଓ ଘ୧୨/୪୪ ଗତେ ଘ୦୧/୧୩ ମଧ୍ୟେ ଓ ଘ୦୩/୦୮ ଗତେ ଘ୦୪/୪୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ପୋଟଳ ଦିବା ଘ୦୧/୧୫ ଗତେ […]

ଆଜିର ରାଶିଫଳ

ଅଗଷ୍ଟମାସ ୨୫ତାରିଖ ୨୦୨୫ମସିହା (ସୋମବାର)ଭାଦ୍ରବଶୁକ୍ଳ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୧୨/୨୫ ଗତେ ତୃତୀୟା,ନକ୍ଷତ୍ର- ଉତ୍ତରା ଫା ରାତ୍ରି ଘ୦୪/୧୭ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୪୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/ ୨୨,ଯୋଗିନୀ ଉତ୍ତରେ ଦିବା ଘ୧୨/୨୫ ଗତେ ଅଗ୍ନି କୋଣେ,ବୃଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଦ୍ଵିତୀୟା ଏକୋଦିଷ୍ଟ ଓ ତୃତୀୟାର ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୦୮ ଗତେ ଘ୦୮/୪୪ ମଧ୍ୟେ,ବାରବେଳା- ଦିବା ଘ୦୨/୫୦ ଗତେ ଘ୦୪/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୭ ମଧ୍ୟେ ଓ ଘ୧୦/୨୦ଗତେ ଘ୧୨/୪୫ ମଧ୍ୟେ ଓ […]

ଆଜିର ରାଶିଫଳ

ଅଗଷ୍ଟମାସ ୨୪ତାରିଖ ୨୦୨୫ମସିହା (ରବିବାର)ଭାଦ୍ରବଶୁକ୍ଳ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ଦିବା ଘ୧୧/୪୭ ଗତେ ଦ୍ଵିତୀୟା,ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୨/୪୦ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/ ୦୨,ଯୋଗିନୀ ପୁର୍ବେ ଦିବା ଘ୧୧/୪୭ ଗତେ ଉତ୍ତରେ,ମେଷରାଶିର ଘାତବାର,ପ୍ରତିପଦ ଏକୋଦିଷ୍ଟ ଓ ଦ୍ଵିତୀୟାର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୧୬ ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୨୦ଗତେ ଘ୦୯/୩୨ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୦୯/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୬/୧୯ ମଧ୍ୟେ ଓ ରାତ୍ରି ଘ୦୬/୫୦ […]

ଇକୋ ସେନ୍ସିଟିଭ ଜୋନରେ ଆରମ୍ଭ ହେଲା ସର୍ଭେ କାମ

ଭୁବନେଶ୍ୱର,୨୩।୮(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ବିଶ୍ଵ ସ୍ତରୀୟ କରିବା ପାଇ ଉଦ୍ୟମ ଆରମ୍ଭ ହୋଇଛି।ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଆସିବା ଆରମ୍ଭ କରିଛି।ନୂତନ ଜ୍ଞାନ କୌଶଳରେ ଏହାର ରୂପରେଖ ବଦଳାଇବା ପାଇ ମଧ୍ୟ ପ୍ରୟାସ କରାଯାଉଛି।ଏହାଭିତରେ ନନ୍ଦନକାନନ ପକ୍ଷରୁ ଇକୋ ସେନ୍ସିଟିଭ ଜୋନକୁ ନେଇ ସର୍ଭେ କାମ ଆରମ୍ଭ କରାଯାଇଛି। ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ମାଷ୍ଟରପ୍ଲାନ୍ ପାଇଁ ଏହି ସର୍ଭେ କାମ କରାଯାଉ ଥିବାର ଜଣାପଡିଛି। ଏହି ସର୍ଭେ କାମର ଦାୟିତ୍ଵ ଏକ […]

ଆଜିର ରାଶିଫଳ

ଅଗଷ୍ଟମାସ ୨୩ତାରିଖ ୨୦୨୫ମସିହା (ଶନିବାର) ଭାଦ୍ରବମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ଦିବା ଘ୧୧/୪୬ ଗତେ ପ୍ରତିପଦ,ନକ୍ଷତ୍ର- ମଘା ରାତ୍ରି ଘ୦୧/୩୯ଗତେ ପୂର୍ବା ଫା, ସୁର୍ୟୋଦୟ-ପ୍ରାତଃ ଘ୦୫ /୩୧/ ୫୫,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/ ୦୬/ ୪୨,ଯୋଗିନୀ ଐଶାନ୍ୟେ ଦିବା ଘ୧୧/୪୬ ଗତେ ପୁର୍ବେ, ବୃଷ,ସିଂହ ଓ କନ୍ୟାରାଶିର ଘାତବାର, ଅମାବାସ୍ୟା ଏକୋଦିଷ୍ଟ ଓ ପ୍ରତିପଦର ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୭/୦୬ ମଧ୍ୟେ ଓ ଦିବା ଘ୦୫/୨୩ ଗତେ ଘ୦୬/ ୦୭ ମଧ୍ୟେ,ବାରବେଳା- ଦିବା ଘ୦ ୧/୨୭ ଗତେ ଘ୦୩/୦୦ ମଧ୍ୟେ, ବିଶୁଦ୍ଧ ଅମୃତବେଳା- […]

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଶୁକ୍ରବାର ଦିନ ଭୁବନେଶ୍ୱର ବ୍ଲକ ଅଧିନସ୍ଥ ଲିଙ୍ଗିପୁର ପଂଚାୟତରେ ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା।ଏହିଅନାସ୍ଥା ପ୍ରସ୍ତାବ ସପକ୍ଷରେ ୯ ଜଣ ୱାର୍ଡ ସଭ୍ୟସଭ୍ୟା ଭୋଟ ଦେଇଥିଲେ। ପଂଚାୟତର ମୋଟ ୧୨ଜଣ ସଭ୍ୟସଭ୍ୟା ଏବଂ ସରପଞ୍ଚଙ୍କୁ ମିଶାଇ୧୩ ଟା ଭୋଟ ହେବା କଥା। କିନ୍ତୁ ସରପଞ୍ଚଙ୍କ ସମେତ ୩ଜଣ ସଭ୍ୟାସଭ୍ୟା ଅନୁପସ୍ଥିତ ରହି।କିନ୍ତୁ ୨/୩ ସଂଖ୍ୟା ଥିବାରୁ ଭୋଟ ଅନୁଷ୍ଠିତ ହୋଇଥିଲା। ଅନାସ୍ଥା ସପକ୍ଷରେ ୯ଜଣ ସଭ୍ୟସଭ୍ୟା ଭୋଟ ଦେଇଥିଲେ।

ପୋଲିସ ହାତରେ ସୁନାଚେନ୍ ଲୁଟେରା

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଭୁବନେଶ୍ୱର କମିଶନରରେଟ ପୋଲିସର ପାହାଳ ଥାନାକୁ ବଡ ସଫଳତା ମିଳିଛି।ପୋଲିସ ବହୁ ମୋବାଇଲ ସୁନାଚେନ ସହିତ ଚାରି ଲୁଟେରାଙ୍କୁ ଧରିବାରେ ସକ୍ଷମତା ହୋଇଛି। ଆଗରୁ ପାହାଳ ଥାନା ଅଞ୍ଚଳରୁ ବାରମ୍ବାର ଘରମାନଙ୍କରୁ କେହି ନଥିବା ବେଳେ ଡକାୟତି କରି ନେଇଯାଉଥିବାର ଗ୍ୟାଙ୍ଗକୁ ଧରିଛି ପାହାଳ ପୋଲିସ ।ଏଥିଲାଗି ପାହାଳପୋଲିସ ପକ୍ଷରୁ ଏକ ସ୍କ୍ୱାଡ଼ ଗଠନ କରାଯାଇଥିଲା। ବହୁଦିନ ପରେ ଗୁରୁବାର ରାତିରେ ଆଉ ଏକ ଘରକୁ ଟାର୍ଗେଟ କରୁଥିବା ବେଳେ ମାଡ଼ିବସିଲା ପାହାଳ ଥାନା ପୋଲିସ।