Browsing monthly archive

September 2025

ବର୍ଷା ପରେ ଆସୁଛି ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର,୧୪।୯(ଏସଏସନିଉଜ)କିଛି ଦିନ ପରେ ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିବାକୁ ଯାଉଛି ।ଏଥର ମୌସୁମୀଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି।ପାଣିପାଗ ବିଜ୍ଞାନୀ ମାନଙ୍କ ମତ ଅନୁସାରେ ଚଳିତ ବର୍ଷ ଶେଷରେ ପ୍ରଶାନ୍ତ ମହାସାଗରରେ ଲା-ନିନା ସକ୍ରିୟ ହେବା ଦ୍ବାରା ଭାରତ ସମେତ ସମଗ୍ର ବିଶ୍ୱର ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି।ଲା-ନିନା ପ୍ରଭାବ ଯୋଗୁ ଭାରତରେ ଶୀତଦିନ ସାଧାରଣ ଅପେକ୍ଷା ଅଧିକ ଥଣ୍ଡା ହୋଇପାରେ। ବିଶେଷକରି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୪ତାରିଖ ୨୦୨୫ମସିହା(ରବିବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି-ଅଷ୍ଟମୀ ରାତ୍ରି ଘ୦୩/୩୫ଗତେ ନବମୀ ,ନକ୍ଷତ୍ର- ରୋହିଣୀ ଦିବା ଘ୦୮/୪୪ ଗତେ ମୃର୍ଗଶିରା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୦୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/ ୪୭/୪୯ ,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୩/୩୬ଗତେ ପୂର୍ବେ ,ବିଛାରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ଅଷ୍ଟମୀର ସମ୍ବତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେ ହେବ ,କାଳବେଳା ଓ ବାରବେଳା- ଦିବା ଘ୧୦/୧୨ଗତେ ଘ୦୧/୧୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୨୫ ଗତେଘ୦୯/୩୮ମଧ୍ୟେ ଓ ରାତ୍ରି ଘ ୦୭/୨୨ଗତେ ଘ୦୯/୦୮ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ଏହି ମାସରେ ବହୁତ କିଛି ହେବ

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଏହି ମାସରେ ବହୁତ କିଛି ହେବ।ଯେତେବେଳେ ମୋଦି ଓଡିଶା ଗସ୍ତରେ ଆସନ୍ତି କିଛି ଦେଇକରି ଯାଇଥାନ୍ତି।ବୋର୍ଡନିଗମ,ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ସୂଚନା ଦେଲେ ବିଜେପି ରାଜ୍ୟପ୍ରଭାରୀ ବିଜୟପାଲ ସିଂ ତୋମାର।ଏହି ମାସରେ ବହୁତ କିଛି ହେବାକୁ ଯାଉଛି ବୋଲି କହିଛନ୍ତି।ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ସବୁବେଳେ ଯୁବବର୍ଗ ଓ ଏହା ତାଙ୍କର ପ୍ରାଥମିକତା ବୋଲି ତୋମାର କହିଛନ୍ତି।

କରଞ୍ଜିଆରେ କଙ୍ଗାରୁକୋର୍ଟ

କରଞ୍ଜିଆ,୧୩।୯(ଏସଏସନିଉଜ)ପରକିୟା ପ୍ରୀତି ସନ୍ଦେହରୁ କଙ୍ଗାରୁ କୋର୍ଟ ହୋଇଥିବାର ଅଭିଯୋଗ ହୋଇଛି।ଯଶିପୁର ଥାନା ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି।୨ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି।ଯଶିପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଆରମ୍ଭ କରିଛି।

୨୭ରେ ବ୍ରହ୍ମପୁର ଆସିବେ ମୋଦି

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।ସେବାପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି।ବ୍ରହ୍ମପୁର ସମାବେଶରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।ଅନ୍ୟପଟେ ମିଜୋରାମରେ ଗଡ଼ିଲା ଟ୍ରେନ୍‌। ମିଜୋରାମକୁ ପ୍ରଧାନମନ୍ତ୍ରୀ ମୋଦି ବଡ଼ଭେଟି ଦେଇଛନ୍ତି।ରେଲୱେ ମାନଚିତ୍ରରେ ଯୋଡ଼ି ହେଲା ମିଜୋରାମ।୧୨୭ ବର୍ଷରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ୍‌।ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ବୈରାବୀ- ସୈରାଙ୍ଗ ରେଲୱେ ଲାଇନ ଉଦ୍‌ଘାଟନ କଲେ।୩ଟି ନୂଆ ଏକ୍ସପ୍ରେସ୍‌ ଟ୍ରେନ୍‌ର ବି ଶୁଭାରମ୍ଭ କଲେ।ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।ମିଜୋରାମ ବାସୀଙ୍କପାଇଁ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୩ତାରିଖ ୨୦୨୫ମସିହା(ଶନିବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୭/୪୦ ଗତେ ସପ୍ତମୀ ,ନକ୍ଷତ୍ର- କୃତ୍ତିକା ଦିବା ଘ୧୧/୦୮ ଗତେ ରୋହିଣୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୫୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୪୮/୪୬ ,ଯୋଗିନୀ ପଶ୍ଚିମେ ଦିବା ଘ୦୭/୪୦ ଗତେ ବୟବ୍ୟେ ,ବିଛାରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ସପ୍ତମୀର ସମ୍ବତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେହେବ ,କାଳବେଳା-ଦିବା ଘ ୦୭/୧୧ମଧ୍ୟେ ଓ ଦିବା ଘ୦୪/୧୪ଗତେ ଘ୦୫/୪୬ମଧ୍ୟେ ,ବାରବେଳା- ଦିବା ଘ୦୧/୧୨ ଗତେ ଘ୦୨/୪୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୯/୩୭ ଗତେ […]

ପୂଜା ଦେଖିବେନି ଦାଗୀ

ଭୁବନେଶ୍ୱର,୧୨।୯( ଏସଏସନିଉଜ)ପୂଜାପୂର୍ବରୁ ମୋଷ୍ଟୱାଣ୍ଟେଡଙ୍କୁ ଖୋଜୁଛି ପୁଲିସ୍‌ ।ୱାରେଣ୍ଟିଙ୍କୁ ଧରିବାପାଇଁ ତିଆରି ହୋଇଛି ତାଲିକା ।ଜେଲରେ କଟିବ ଦାଗୀଙ୍କ ଦଶହରା ।ଅସାମାଜିକଙ୍କୁ ତଡିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ରାଜ୍ୟର ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି।

ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ

ଭୁବନେଶ୍ବର,୧୨।୯(ଏସ ଏସନିଉଜ)ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ ହୋଇଥିବାର ଅଭିଯୋଗ ଆସିଛି।ସୂର୍ଯ୍ୟନଗରରୁ ନିଖୋଜହେବା ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଛି।୬ ତାରିଖରୁ ନିଖୋଜ ହୋଇଥିଲେ ବି ଆଜିପର୍ଯ୍ୟନ୍ତ ପତ୍ତା ମିଳିପାରିନ ଥିବାର ଜଣାପଡିଛି।

ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା

କଟକ,୧୨।୯(ଏସଏସନିଉଜ) ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରାଆରମ୍ଭ ହେବ।ନଭେମ୍ବର ୫ରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୮ ଦିନ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ। ତଳ ପଡ଼ିଆର ୬୦ ଏକର ଜାଗାରେ ଚଳିତଥର ବାଲିଯାତ୍ରା ହେବ।ଆଗରୁ ୩୪ ଏକର ପରିମିତ ତଳ ପଡ଼ିଆର ଜଗାରେ ବାଲିଯାତ୍ରା ହେଉଥିଲା। ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୨ତାରିଖ ୨୦୨୫ମସିହା(ଶୁକ୍ରବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ପଞ୍ଚମୀ ଦିବା ଘ୧୦/୦୯ ଗତେ ଷଷ୍ଠୀ ,ନକ୍ଷତ୍ର- ଦ୍ଵିଜା ଦିବା ଘ୧୨/୪୮ ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୪୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୬,ଯୋଗିନୀ ନୈରୁତେ ଦିବା ଘ୧୦/୦୯ ଗତେ ଦକ୍ଷିଣେ ,ମେଷରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ଷଷ୍ଠୀ ର ସମ୍ବତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେହେବ ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୪୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୩ ମଧ୍ୟେ ଓ ଘ ୦୮/୦୦ଗତେ ଘ୦୮/୩୯ମଧ୍ୟେ ଓ ଘ ୧୨/୪୮ […]