Browsing monthly archive

September 2025

ଲୁଚାଇ ଆଣୁଥିଲେ ଆସ୍କାଫଟି ,ଧରିଲା ପୋଲିସ

ଜଟଣୀ,୧୧।୯(ଏସଏସନିଉଜ) ଏଏସଆଇ ରାଜୀବ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ଆଧାରରେ ୪୨୪/୨୫କେସ ନମ୍ୱରରେ ଏକ ମାମଲା ଜଟଣୀଥାନାରେପଞ୍ଜିକୃତ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ, ଅଭିଯୁକ୍ତ କାହ୍ନୁଚରଣ ବେହେରାଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟଚାଲାଣ କରାଯାଇଛି। ବିଶ୍ୱସ୍ତସୂତ୍ର ସୂଚନା ଆଧାରରେ, ଏଏସଆଇ ରାଜୀବ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୋଲିସଟୀମ ଖୁଦୁପୁର ଛକ ନିକଟରେ ଦୃତଗତିରେ ଆସୁଥିବାଏକ ଅଶୋକ ଲେଲ୍ୟାଣ୍ଡ ବଡ଼ ଗାଡ଼ିକୁ ଅଟକାଇଥିଲେ। ଚାଲକ କାହ୍ନୁ ଗାଡ଼ିଟି ନିଜର ବୋଲି କହିଥିଲେ।ପୋଲିସ ତଲାସି ସମୟରେ ଗାଡ଼ି […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ୧୧ତାରିଖ୨୦୨୫ମସିହା(ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ଦିବା ଘ୧୨/୫୧ ଗତେ ପଞ୍ଚମୀ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୨/୪୧ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୪୫,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୪୩, ଯୋଗିନୀ ନୈଋତେ ଦିବା ଘ୧୨/୫୧ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ ମହାଳୟାବିଧିରେ ହେବ,କାଳବେଳା ଓ ବାରବେଳା- ଦିବା ଘ୦୨/୪୨ ଗତେ ଘ୦୫/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ ୧୨/୧୩ ଗତେ ଘ୦୨/୩୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୧୩ ମଧ୍ୟେ ଓ ଘ ୧୦/୨୩ ଗତେ […]

ସାର ପାଇଁ ଆଧାର ଲାଇନ୍‌

ବଲାଙ୍ଗିର, ୧୦ା୯(ଏସଏସନିଉଜ) ସାର ସଂକଟ ପାଇଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।ସାର ପାଇଁ ହନ୍ତସନ୍ତ ହୋଇ ଧାଡ଼ିରେ ଆଧାର କାର୍ଡ ରଖିଛନ୍ତି ଚାଷୀାବଲାଙ୍ଗିର ଦେଓଗାଁ ବ୍ଲକ ଗୌଡ଼ଗୋଠ ପ୍ୟାକ୍ସରେ ଚାଷୀନୁହେଁ ‘ଆଧାର’ ଲାଇନ୍‌ ଲାଗିଛି ।ବେଶୀ ସମୟ ଛିଡ଼ା ହେବାରେ କଷ୍ଟ ହେବାରୁ ଚାଷୀମାନେ ନିଜନିଜ ଆଧାର କାର୍ଡ ରଖିଛନ୍ତିାବ୍ଲାକ୍‌ରେ ସାର ବିକ୍ରି କରି ଡିଲର ଓ ହୋଲ ସେଲର ମାଲେମାଲ ହେଉଥିବାର ଅଭିଯୋଗ ମଧ୍ୟ ଚାଷୀମାନେ କରିଛନ୍ତି ।

ଟ୍ରେନ ଭିତରେ ମହିଳାଙ୍କ ମୃତଦେହ

କଣ୍ଟାବାଞ୍ଜି,୧୦ା୯(ଏସଏସନିଉଜ) ଟ୍ରେନ୍‌ ଭିତରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।ବିଶାଖାପାଟଣା-ରାୟପୁର ପାସେଞ୍ଜର୍ ଟ୍ରେନ୍‌ରୁ ମୃତଦେହ ଉଦ୍ଧାର ହୋଇଛି ।କଣ୍ଟାବାଞ୍ଜି ଷ୍ଟେସନ୍‌ରେ ମୃତଦେହକୁ ଉଦ୍ଧାର କରିଛି ଜିଆରପିାତେବେ ମୃତମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।  

ଫ୍ରାନ୍ସରେ ବିକ୍ଷୋଭ,୨୦୦ ଗିରଫ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀା ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀାରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଟ୍ରାଫିକ୍‌ ପୋଷ୍ଟ ଭାଙ୍ଗିବା ସହ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀା ଏହି ଘଟଣାରେ ୨୦୦ଜଣ ଗିରଫ ମଧ୍ୟ ହୋଇଥିବାର ଜଣାପଡିଛି ।

ଏନଓସି ନନେଲେ କଟକରେ ପୂଜାମଣ୍ଡପ ମନା

କଟକ,୧୦ା୯(ଏସଏସନିଉଜ)ଏନଓସି ନନେଲେ ଏଥର ପୂଜା ମଣ୍ଡପକୁ ମିଳିବନି ଆୟୋଜନର ଅନୁମତିାପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏହିଭଳି ସୂଚନା ଦେଇଛନ୍ତି ।କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛିାକେବଳ ୧୧୭ଟି ପୂଜାମଣ୍ଡପ ଏନଓସି ପାଇଁ ଆବେଦନ କରିଛନ୍ତିା୪୦ଟି ମଣ୍ଡପ ଏନଓସି ପାଇଁ ଆବେଦନ କରି ନାହାନ୍ତିାଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ସିପି ରାଧାକ୍ରିଷ୍ଣନ ଭାରତର ଉପରାଷ୍ଟ୍ରପତି

ଭୁବନେଶ୍ୱର,୯ା୯(ଏସଏସନିଉଜ)ଏନଡିଏପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୦ତାରିଖ ୨୦୨୫ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ ,ତିଥି- ତୃତୀୟା ଦିବା ଘ୦୩/୪୦ ଗତେ ଚତୁର୍ଥୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୪୩ ,ଯୋଗିନୀ ପଶ୍ଚିମେ ଦିବା ଘ୦୩/୪୦ ଗତେ ନୈଋତେ ,ଧନୁ ଓ ମେଷ ରାଶି ର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୨ମଧ୍ୟେ ,ବାରବେଳା-ଦିବା ଘ୧୧/୪୨ଗତେ ଘ୦୧/୧୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- […]

ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ

ଭୁବନେଶ୍ବର,୯।୯(ଏସଏସନିଉଜ)ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ଆଲୋଚନା ହେବ।ପରିବହନ,ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ଆଦି ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇ ଥିଲା।ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିଲା।୩ ବିଭାଗ ରିପୋର୍ଟ ଆଧାରରେ ଆସନ୍ତାକାଲି ସୁଭଦ୍ରା […]

ପାଇପଲାଇନ୍ ବିଛାଇବାପାଇଁ ଅନୁମତି ପତ୍ର

ଭୁବନେଶ୍ୱର,୯।୯(ଏସଏସନିଜ)ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଜାରି କରାଯାଇଛି।ଏଥିପାଇ ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ଜଳ ସମ୍ପଦବିଭାଗ।ପାଇପଲାଇନ୍ବି ଛାଇବା ପାଇଁ ୱାଟର୍‌ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ ବୋଲି କୁହାଯାଇଛି।ପାଇପଲାଇନ୍ କରିଡର୍ ପାଇଁ ROW ଅନୁମତି ପାଇଁ ଜାରି ହୋଇଛି SOP।ଏଥିନିମନ୍ତେ ବିଭାଗୀୟ ଅଧିକାରୀ ପ୍ରସ୍ତାବଟି ଯାଞ୍ଚ କରିବା ସହ କ୍ଷେତ୍ର ପରିଦର୍ଶନ କରିବେ।ରାସ୍ତାରେ DoWR ସମ୍ପତ୍ତି ସମେତ ସମସ୍ତ ଜଳଭଣ୍ଡାର କ୍ରସିଂ ବେଳେ ଯାଞ୍ଚ କରାଯିବ ବୋଲି […]