Browsing monthly archive

September 2025

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୭ତାରିଖ ୨୦୨୫ମସିହା (ବୁଧବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ରାତ୍ରି ଘ୧୨/୧୧ ଗତେ ଦ୍ୱାଦଶୀ,ନକ୍ଷତ୍ର- ପୁନର୍ବସୁ ଦିବା ଘ୦୭/୩୭ ଗତେ ପୂଷ୍ୟା,ଅଦ୍ୟ କନ୍ୟାସଂକ୍ରାନ୍ତି ଓ ବିଶ୍ଵକର୍ମା ପୂଜା, ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/ ୫୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୨୪,ଯୋଗିନୀ ଅଗ୍ନି କୋଣେ ରାତ୍ରି ଘ୧୨/୧୧ ଗତେ ନୈରୁତେ ,କର୍କଟ ରାଶିର ଘାତବାର, ଏକାଦଶିର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୮/ ୪୦ଗତେ ଘ ୧୦/୧୧ ମଧ୍ୟେ,ବାରବେଳା- ଦିବା ଘ୧୧/୪୧ଗତେ ଘ୦୧/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୫/୩୭ ଗତେ […]

ଶ୍ରୀମନ୍ଦିରରେ କାର୍ତ୍ତିକବ୍ରତ ପାଇଁ ୧୯ରୁ ଆବେଦନ…

ପୁରୀ,୧୫।୯(ଏସଏସନିଉ ଜ)ଆସନ୍ତା ୧୯ରୁ ଆରମ୍ଭ ହେବ କାର୍ତ୍ତିକବ୍ରତ ପାଇଁ ଆବେଦନ।ଅନଲାଇନ ଲିଙ୍କ httpsedistrict.odisha.gov.in ରେ ହେବ ଆବେଦନ।ହବିଷ୍ୟାଳୀଙ୍କ ରହଣି, ଦର୍ଶନ ଓ ପ୍ରସାଦ ସେବନ ବ୍ୟବସ୍ଥା କରିବେ ସରକାର।ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ସହ ନୂଆ ଆବେଦନ କାରୀ ହୋଇଥିଲେ ଦିଆଯିବ ପ୍ରାଧାନ୍ୟ ବୋଲି କୁହାଯାଇଛି।

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୬ ତାରିଖ ୨୦୨୫ ମସିହା (ମଙ୍ଗଳବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ୦୪/୫୫ ଗତେ ଏକାଦଶୀ,ନକ୍ଷତ୍ର- ଆର୍ଦ୍ରା ଦିବା ଘ୦୮/୦୭ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/ ୦୪,ଯୋଗିନୀ ଉତ୍ତରେ ରାତ୍ରି ଘ୦୪/୫୫ ଗତେ ଅଗ୍ନିକୋଣେ,କନ୍ୟାରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ଦଶମୀର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୧/୦୯ ଗତେ ଘ୦୨/୪୦ ମଧ୍ୟେ,ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୮/୪୧ ଗତେ ଘ୧୦/୨୭ ମଧ୍ୟେ ଓ ଘ ୦୩/୧୩ […]

ବିପଦପୂର୍ଣ୍ଣ ଗାଡ଼ି ଚାଳନା

ଭୁବନେଶ୍ୱର ,୧୫ା୯(ଏସଏସନିଉଜ)ବିପଦପୂର୍ଣ୍ଣ ଗାଡ଼ି ଚାଳନା ବିରୋଧରେ ହେବ କଠୋର କାର୍ୟ୍ୟାନୁଷ୍ଠାନ । ରିଲ୍ସ ବା ଭିଡିଓ କରିବା ନାଁରେସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଉପରେ ରଖାଯିବ ବିଶେଷ ନଜର ।ରାସ୍ତାରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ଓ ପରିବହନ ଆୟୁକ୍ତ […]

ଏକାଦଶ ନିଯୁକ୍ତି ମେଳା

ଭୁବନେଶ୍ୱର,୧୫ ସେପ୍ଟେମ୍ବର(ଏସଏସନିଉଜ)ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡିଆଠାରେ ଏକାଦଶତମ ନିଯୁକ୍ତିମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ […]

ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ

ଭୁବନେଶ୍ୱର, ୧୫।୯(ଏସଏସନିଉଜ) ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ନିମନ୍ତେ ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ୩୩୮ଟି ସିଡିପିଓ ୟୁନିଟରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି। […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୫ତାରିଖ ୨୦୨୫ମସିହା (ସୋମବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ନବମୀ ରାତ୍ରି ଘ୦୨/୦୩ ଗତେ ଦଶମୀ,ନକ୍ଷତ୍ର- ମୃର୍ଗଶିରା ଦିବା ଘ୦୮/୪୦!ଗତେ ଆର୍ଦ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୮/୧୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/ ୫୪,ଯୋଗିନୀ ପୂର୍ବେ ରାତ୍ରି ଘ୦୨/୦୩ ଗତେ ଉତ୍ତରେ,କନ୍ୟାରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,ନବମୀର ସମ୍ବତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୭/୦୯ ଗତେ ଘ୦୮/୪୦ ମଧ୍ୟେ, ବାରବେଳା- ଦିବା ଘ୦୨/୪୨ ଗତେ ଘ୦୪/୧୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୦୮ ମଧ୍ୟେ ଓ ଘ ୧୦/୨୬ ଗତେ ଘ୧୨/୫୦ ମଧ୍ୟେ ଓ ରାତ୍ରି ଘ ୦୬/୩୩ ଗତେ […]

ବାଙ୍କି ମହୋତ୍ସବ ରୋପ୍ୟଜୟନ୍ତି ପାଇଁ

କଟକ,୧୪।୯(ଏସଏସନିଉଜ)ଚଳିତବର୍ଷ ବାଙ୍କୀମହୋତ୍ସବ କମିଟିର ରୌପ୍ୟଜୟନ୍ତୀ ପାଳନ ଅବସରରେ ଜୋନ ସ୍ତରୀୟ ଆଲୋଚନାଚକ୍ରର ଅନ୍ତିମ ପର୍ୟ୍ୟାୟରେ ବାରଙ୍ଗ ବେଲଗଛିଆ ପଞ୍ଚାୟତ ଅଧୀନସ୍ଥ ଏକ କଲ୍ୟାଣ ମଣ୍ଡପରେ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଆଞ୍ଚଳିକ ଶାନ୍ତିକମିଟି ସମ୍ପାଦକ ସୁରେଶ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଆୟୋଜିତ ଆଲୋଚନାଚକ୍ରରେ ଶାନ୍ତିକମିଟି ସଭାପତି ପ୍ରତାପ ଚନ୍ଦ୍ର ପାଣି ସଭାପତିତ୍ଵ କରିଥିଲେ। ।ଆଧୁନିକ ବାରଙ୍ଗର ଏତିହ୍ୟ ଓ ସଂସ୍କୃତି ଶୀର୍ଷକ ଆଲୋଚନାଚକ୍ରରେ ବାଙ୍କୀମହୋତ୍ସବ କମିଟି ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖଣ୍ଡ […]

ହୁଣ୍ଡି ଉଠିବାର ୭ ଦିନ ଭିତରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁଗୁଳ ଗସ୍ତ ସମୟରେ କହିଛନ୍ତିଯେ,ଖୁବ୍‌ ଶୀଘ୍ର ଶ୍ରୀମନ୍ଦିରରେ ହୁଣ୍ଡି ପରିବର୍ତ୍ତନ ହେବ।ହୁଣ୍ଡି ଉଠିବାର ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟ ଅନୁମତି ଦିଆଯାଇଛି। ହୁଣ୍ଡି ଉଠିବାର ୭ ଦିନ ଭିତରେ ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି। ଏହାସହ ଅନୁଗୁଳରେ ପୂର୍ତ୍ତ ବିଭାଗର ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ସେ କହିଛନ୍ତି ଅନୁଗୁଳ ଜିଲ୍ଲାରେ କିଛି ପ୍ରକଳ୍ପ ବିଳମ୍ୱ […]

ଅକ୍ଟୋବରରେ ବାତ୍ୟା ଆଶଙ୍କା!

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଅକ୍ଟୋବର ମାସ ଆସିଲେ ଓଡିଶାକୁ ବାତ୍ୟାଭୟ ଆରମ୍ଭ ହୁଏ ।ଆଉ ଦିନକେଇଟା ପରେ ଅକ୍ଟୋବରମାସ ଆସୁଛି।ତାଆଗରୁ ଓଡିଶା ଉପରେ ବାତ୍ୟାନେଇ ଆଶଙ୍କା ବଢିବାରେ ଲାଗିଛି।ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶାର ପାଣିପାଗ କଣ ରହିବବଡ଼ ସୂଚନା ଦେଇଛନ୍ତି ।ସାଧାରଣତଃ ବଙ୍ଗୋପସାଗର ଏବଂ ଆରବସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ।ତାଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ ।ମାତ୍ର ଏବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ।ହେଲେ ଅକ୍ଟୋବରରୁ ଡିସେମ୍ବର […]